ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଅଧୁନା ଶିଶୁ ସାହିତ୍ୟ ଆଲୋଚନା ଚକ୍ର

ବ୍ୟୁରୋ_ମ.ନି.ସ.ତା୧୮.୦୯/ ସାହିତ୍ୟିକ କବି ବନ୍ଧୁ ପରିବାର, ବାଲେଶ୍ଵର, ଓଡିଶା ଆନୁକୂଲ୍ୟରେ ଆଭାସୀ ମାଧ୍ୟମରେ ଏକ ମନୋଜ୍ଞ ପରିବେଶରେ ଓଡ଼ିଶାର ବହୁ ପରିଚିତ ଓ ପ୍ରତିଷ୍ଠିତ ଶିଶୁ ସାହିତ୍ୟିକ ତଥା ଗାଳ୍ପିକ ମାନଙ୍କୁ ନେଇ ଗୁରୁତ୍ୱପୂର୍ଣ୍ଣ ଓ ସାରଗର୍ଭକ ଆଲୋଚନା ଚକ୍ର,କବିତା ଆସର ଅନୁଷ୍ଠିତ ହୋଇଥିଲା । ପ୍ରାରମ୍ଭରେ ଅନୁଷ୍ଠାନର ଉପଦେଷ୍ଟା ଶ୍ରୀମତୀ ବିନୋଦିନୀ ଦାଶ ଓମକାର ଧ୍ବନି, ଉପ ସଭାପତି ଶ୍ରୀମତୀ ସ୍ନେହ ମିଶ୍ର ସଭାପତି ବକ୍ତବ୍ୟ ସହ କାର୍ଯ୍ୟକ୍ରମର ଆଭିମୁଖ୍ୟ ସ୍ପଷ୍ଟ କରିଥିଲେ। ସମ୍ପାଦିକା ପ୍ରଣତି ମହାପାତ୍ର ଆମନ୍ତ୍ରିତ ଅତିଥି ଶ୍ରୀଯୁକ୍ତ କାଳୀପଦ ପଣ୍ଡାଙ୍କର ପରିଚୟ ସହ ଉପସ୍ଥିତ କବି, ସାହିତ୍ୟିକ ତଥା ଦର୍ଶକ ମାନଙ୍କୁ ବିନମ୍ରତାର ସହ ଶୁଭେଚ୍ଛା ଜ୍ଞାପନ କରିଥିଲେ ।ଉପସ୍ଥାପକ ତଥା ଯୁବକବି ହୃଦୟ ରଞ୍ଜନ ପରିଡ଼ା ଦୀର୍ଘ ୨ ଘଣ୍ଟାର ଆଲୋଚନା ଚକ୍ର ଓ ଆସରକୁ ପରିଚାଳନା କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ଅତିଥି ଭାବରେ “‘ଓଡ଼ିଶା ସାହିତ୍ୟ ଏକାଡେମୀ ସଦସ୍ୟ’,ସୁବର୍ଣ୍ଣଶ୍ରୀ ପ୍ରକାଶନୀର ମୁଖ୍ୟ ଶ୍ରୀଯୁକ୍ତ କାଳୀପଦ ପଣ୍ଡା ଶିଶୁ ସାହିତ୍ୟ ରଚନା, ଶବ୍ଦ ସଂଯୋଜନା ଓ ବିଷୟ ଚୟନ ଉପରେ ଗୁରୁତ୍ୱପୂର୍ଣ୍ଣ ଆଲୋଚନା କରିବା ସହ ଗଳ୍ପ ଆସରର ୧୨ ଗଳ୍ପର ସମୀକ୍ଷା ସହ ଗଠନମୂଳକ ତଥା ସମୀକ୍ଷାତ୍ମକ ମତାମତ ରଖିଥିଲେ । କାର୍ଯ୍ୟକ୍ରମର ଦ୍ବିତୀୟ ପର୍ଯ୍ୟାୟରେ ୧୨ ଟି ଗଳ୍ପପାଠ ହୋଇଥିଲା । ଭାଷାର ବିକାଶ ହୋଇଛି ଏବଂ ବର୍ତ୍ତମାନ ଉନ୍ନତମାନର ସାହିତ୍ୟ ମଧ୍ୟ ସୃଷ୍ଟି ହେଉଛି ଉପସ୍ଥିତ ବରିଷ୍ଠ ସୁସାହିତ୍ୟିକ ମାନେ ମତବ୍ୟକ୍ତ କରିଥିଲେ।ଶେଷରେ ଶ୍ରୀଯୁକ୍ତ ବିଶ୍ବେଶ୍ବର ମାଝୀ ଧନ୍ୟବାଦ ଓ ଶ୍ରୀମତୀ ସ୍ନେହ ମିଶ୍ର ଶାନ୍ତିପାଠ କରି ସଭାସାଙ୍ଗ କରିଥିଲେ ।

ସ୍ୱତନ୍ତ୍ର ପ୍ରତିନିଧି ନାୟକ ଅକ୍ଷୟ ରାଜହସ୍ତୀ ଙ୍କ ରିପୋର୍ଟ୍

Related posts

ହାଇସିକ୍ୟୁରିଟି ନମ୍ବର ପ୍ଲେଟ୍ ଲଗାଇବା ଅବଧିକୁ ଆଉ ମାସେ ବୃଦ୍ଧି କଲେ ରାଜ୍ୟ ସରକାର

Sunil Chandra Nayak

ଖଡ଼ିଆଳ –   ପାଖେଇ ଆସୁଛି ନିର୍ବାଚନ ,ଜୋର୍ ଧରିଛି ପ୍ରଚାର

Sunil Chandra Nayak

ଏଆଇଟିୟୁସିର ତ୍ରୟୋଦଶ ରାଜ୍ଯ ସମ୍ମିଳନୀ ଅନୁଷ୍ଠିତ: ଵଞ୍ଚିଵା ପାଇଁ ସଂଗ୍ରାମ- ସଂଗ୍ରାମ କରି ଵଞ୍ଚିଵା – ସମସ୍ତ ସଂସ୍ଥାର ଶ୍ରମିକ କର୍ମଚାରୀଙ୍କୁ ୟୁନିୟନ ଭୁକ୍ତ କରିଵା ସଂକଳ୍ପ ଗୃହିତ:

Sunil Chandra Nayak

Leave a Comment

error: Content is protected !!
çukurova escort dalaman escort datça escort didim escort düzce escort edirne escort edremit escort fethiye escort gelibolu escort gemlik escort escort
boyabat escort inegöl escort kovancılar escort bolvadin escort meram escort çukurova escort nazilli escort aliağa escort karatay escort serdivan escort bozüyük escort muratpaşa escort ürgüp escort karacabey escort iskilip escort kelkit escort didim escort datça escort yüreğir escort escort osmaneli escort ayvalık escort escort odunpazarı escort zile escort amasra escort söke escort edremit escort sorgun escort hendek escort ilkadım escort kaman escort bayraklı escort lara escort banaz escort bandırma escort kepez escort osmancık escort sultanahmet escort akyazı escort kozan escort izmit escort gelibolu escort dudullu escort köyceğiz escort kemer escort çaycuma escort tepebaşı escort