ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ପୂର୍ବତନ ମନ୍ତ୍ରୀ ଦୁର୍ଯୋଧନ ଙ୍କ ଶେଷକୃତ୍ୟ ସମ୍ପନ୍ନ*

ନୂଆପଡ଼ା,ପୂର୍ବତନ ମନ୍ତ୍ରୀ ଶ୍ରୀ ଦୁର୍ଯ୍ୟୋଧନ ମାଝୀ ଙ୍କ ପରଲୋକ ରେ ଖଡିଆଳ ନିର୍ବାଚନ ମଣ୍ଡଳୀ ରେ ଶୋକର ଛାୟା ଖେଳି ଯାଇଥିଲା । ମନ୍ତ୍ରୀ ଶ୍ରୀ ମାଝୀ ଙ୍କ ଭୁବନେଶ୍ବର ସ୍ଥିତ ସରକାରୀ ବାସଭବନରେ ସୋମବାର ଦିନ ମଧ୍ୟ ରାତ୍ରି ରେ ପରଲୋକ ହୋଇଯାଇଥିଲେ । ମଙ୍ଗଳବାର ଦିନ ବିଧାନସଭାରେ ତାଙ୍କ ପାର୍ଥିବ ଶରୀରକୁ ଶ୍ରଦ୍ଧାଞ୍ଜଳି ଦେଇ ବିଦାୟ ଦେଇଥିଲେ । ରାତ୍ରି ସମୟରେ ଖଡିଆଳ ସହରରେ ପହଞ୍ଚି ଥିଲେ, ଖଡିଆଲ ନିର୍ବାଚନ ମଣ୍ଡଳୀ ତଥା ବିଜେଡି ପକ୍ଷରୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ, ରାତ୍ରି ପ୍ରାୟ ୧୨ଘଣ୍ଟା ସମୟରେ ନିଜ ବାସଭବନ ବୋଡେନ ସ୍ଥିତ ବୋଇରଗା ପହଞ୍ଚିଥିଲେ । ବୁଧବାର ଦିନ ସକାଳ ରେ ଝିପି ଝିପି ବର୍ଷା ରେ ଅଞ୍ଚଳରେ ସେଷ ଦର୍ଶନ ପାଇ ଲୋକରଣ୍ୟ ହୋଇଯାଇଥ୍ ବୋଇରଗାଁ। ଅଞ୍ଚଲର ବହୁ ନେତା ରାଜନେତା, ବ୍ୟବସାୟୀ, ବୁଦ୍ଧିଜୀବୀ, ସର୍ବୋପରି ଶ୍ରୀ ମାଝୀ ଙ୍କ ଶେଷ ଦର୍ଶନ ରେ ଯୋଗଦେଇ ଶ୍ରଦ୍ଧାଞ୍ଜଳି ଦେଇଥିଲେ । ନବରଙ୍ଗପୁର ସାଂସଦ ରମେଶ ମାଝୀ,ସାଧାରଣ ସମ୍ପାଦକ ଦିନେଶ ପ୍ରସାଦ ତିୱାରୀ, ବିଜେଡି ସମ୍ପାଦକ କମ୍ବୋଦର ନିଆଇ, ଖଡିଆଲ ବିଧାୟକ ଅଧିରାଜ ମୋହନ ପାଣିଗ୍ରାହୀ, ଯଦୁମଣି ପାଣିଗ୍ରାହୀ, ପୂର୍ବତନ ବିଧାୟକ ହିତେଶ ବଗର୍ତ୍ତି, ଶତୃଜିତ ପତି, ହରି ପ୍ରଧାନୀ , କମଳ ଚରଣ ତାଣ୍ଡି ପ୍ରମୁଖ ଯୋଗଦେଇ ଶ୍ରଦ୍ଧାଞ୍ଜଳି ଦେବା ସହିତ ସ୍ବର୍ଗତ ଶ୍ରୀ ମାଝୀ ଙ୍କ ସ୍ମୃତି ଚାରଣ କରିଥିଲେ । ଏହି ଅବସରରେ ବୋଡେନ ସଦର ମହକୁମା ର ସମସ୍ତ ଦୋକାନ ବଜାର ଏବଂ ସରକାରୀ କାର୍ଯ୍ୟାଳୟ ବନ୍ଦ କରିଥିଲେ । ସ୍ବର୍ଗତ ଶ୍ରୀ ମାଝୀ ଙ୍କ ପାର୍ଥିବ ଶରୀରକୁ ନିଜ ଗାଁରୁ ବୋଡେନ ପର୍ଯ୍ୟନ୍ତ ଶୋଭାଯାତ୍ରା କରା ଯାଇଥିଲା । ଏହି ସମୟରେ ହଜାର ହଜାର ବ୍ୟକ୍ତି ନିଜ ନିଜ ସ୍ଥାନରୁ ଶ୍ରଦ୍ଧା କଳି ଜଣାଇଥିଲେ । ଶେଷରେ ବୋଡେନ ସ୍ଥିତ ଶ୍ମଶାନ ଭୂମିରେ, ସାମାଜିକ ପ୍ରଥା ରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ କରାଯାଇଥିଲା । ତାଙ୍କର ବଡ ପୁଅ ରାଜୁ ସିଂ ମାଝୀ ମୁଖାଗ୍ନି ଦେଇଥିଲେ ଏବଂ ତାଙ୍କ ଅନ୍ୟ ତିନିପୁଅ ଶ୍ରୀକାନ୍ତ ସିଂ ମାଝୀ, କୃଷ୍ଣ ସିଂ ମାଝୀ, ବାବୁଲି ମାଝୀ ମଧ୍ଯ ଉପସ୍ଥିତ ରହି ଶେଷକୃତ୍ୟ କାର୍ଯ୍ୟ କରିଥିଲେ । ଆଞ୍ଚଳର ରାଜନୀତିର ଏକ ଯୁଗ ଅନ୍ତିମ ହେଇଗଲା ଭଳି ଆଜି ଉପସ୍ଥିତ ଜନତା ହୃଦବୋଧ କରିଥିଲେ । ସେ ଜଣେ ଦେଶପ୍ରେମୀ, ଲୋକପ୍ରେମୀ ମିଷ୍ଟ ଭାଶି, ଅମିକତା, ତଥା ବିଶିଷ୍ଟ ରାଜନୀତିଜ୍ଞ ଥିଲେ, ନୂଆପଡା ଜିଲ୍ଲା ଗଠନ ସେ ତାଙ୍କର ମୁଖ୍ୟ ଅବଦାନ ଥିଲା । ନୂଆପଡ଼ା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ

Related posts

ରାଧାମୋହନ ପୂଜାହାରୀ ଙ୍କ କବିତା ଲୁହା କହେ ସୁନାକୁ

Sunil Chandra Nayak

ଜୟ କୁମାର ମିଶ୍ର ଙ୍କ କବିତା ସାବିତ୍ରୀଙ୍କ କଥା, ନାକର ଅନ୍ୟଥା 

ଟିକିରୀ ସ୍ଥିତ ଗେଷ୍ଟହାଉସରେ ଉତ୍କଳ ଆଲୁମିନା ପକ୍ଷରୁ ସ୍ଵତନ୍ତ୍ର କାର୍ଯ୍ଯକ୍ରମ ଅନୁଷ୍ଠିତ

Sunil Chandra Nayak

Leave a Comment

error: Content is protected !!
çukurova escort dalaman escort datça escort didim escort düzce escort edirne escort edremit escort fethiye escort gelibolu escort gemlik escort escort
boyabat escort inegöl escort kovancılar escort bolvadin escort meram escort çukurova escort nazilli escort aliağa escort karatay escort serdivan escort bozüyük escort muratpaşa escort ürgüp escort karacabey escort iskilip escort kelkit escort didim escort datça escort yüreğir escort escort osmaneli escort ayvalık escort escort odunpazarı escort zile escort amasra escort söke escort edremit escort sorgun escort hendek escort ilkadım escort kaman escort bayraklı escort lara escort banaz escort bandırma escort kepez escort osmancık escort sultanahmet escort akyazı escort kozan escort izmit escort gelibolu escort dudullu escort köyceğiz escort kemer escort çaycuma escort tepebaşı escort