କଲମପୁର -: କଳାହାଣ୍ଡି ଜିଲ୍ଲା କଲମପୁର ବ୍ଲକ ଅନ୍ତର୍ଗତ ଚୁରାଗାଁ ଗ୍ରାମ ରେ ପରିବାର ବର୍ଗ ସହ ବସବାସ କରିଆସୁଥିବା ୬୮ବର୍ଷୀୟ ସ୍ୱର୍ଗତଃ √ସୁପ୍ରଭା ଦେବୀ ହଟାତ ହୃଦଘାତ ରେ ପବିତ୍ର ତୀର୍ଥ କ୍ଷେତ୍ର ଆଲ୍ଲାବାଦ ଠାରେ ଗତ ୧୬/୦୯/୨୦୨୨ ଦିନ ଅକାଳ ବିୟୋଗ ହୋଇଥିବା ନେଇ ଅଂଚଳରେ ଶୋକ ର ଛାୟା ଖେଳିଯାଇଛି।ସେ ୦୫/୦୨/୧୯୫୪ ଜନ୍ମ ଗ୍ରହଣ କରିଥିଲେ । ସେ ଜଣେ ପରପୋକାରୀ , ମିଷ୍ଟାଭାଷୀ ଧାର୍ମିକ ପରାୟଣୀ ବ୍ୟକ୍ତିଥିଲେ ତାଙ୍କ ଦଶାହ କର୍ମ ରେ ଅଞ୍ଚଳର ବହୁ ଗଣ୍ୟ ମାନ୍ୟ ବ୍ୟକ୍ତି ଉପସ୍ଥିତି ହେବା ସହ ତାଙ୍କ ପ୍ରତିମୂର୍ତ୍ତି ରେ ପୁଷ୍ପମାଲ୍ୟ ପ୍ରଦାନକରି ପବିତ୍ର ଅମର ଆତ୍ମାର ସତଗତି କାମନା କରିଥିଲେ । ଏବଂ ତାଙ୍କ ବିୟୋଗ ରେ ଅଂଚଳ ର ସାମାଜିକ ଅପୁରଣୀୟ କ୍ଷତି ସହ ତାଙ୍କ ଜାଗା ର ଶୂନ୍ୟସ୍ଥାନ ଆଉ ପୁରଣ ହେବା କାଠିକର ବୋଲି ବୁଦ୍ଧିଯିବି ମହଲ ରେ ଚର୍ଚ୍ଚା ।
ପରମାନନ୍ଦ ଠାକୁର ଙ୍କ ରିପୋର୍ଟ