ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ସିତାଂଶୁ ଜେନା ଙ୍କ କବିତା ଶୈଳପୁତ୍ରୀ

 ଶୈଳପୁତ୍ରୀ

ସ୍ନିଗ୍ଧ ଶରତ ର ଉଛ୍ୱସିତ ଧରା
ସାରଦ ଗଗନ ଦିଶେ
ନୀଳ ସାଗରରେ ସତେ ଉର୍ମି ମାଳା
ଧବଳ ବଉଦ ଭାସେ
ଧରାବତରଣ ହେଉ ଗୋ ଜନନୀ
ତୁମ ତେଜ ପରକାଶେ
ସ୍ନିଗ୍ଧ ଶରତ ର ଉଛ୍ୱସିତ ଧରା
ସାରଦ ଗଗନ ଦିଶେ…………………
ଶୈଳଜା ଶଇଳ ନନ୍ଦିନୀ ଭବାନୀ
ପ୍ରସୂତୀ କୁମାରୀ କନ୍ୟା
ବାଳସିଲ୍ୟ। କାନ୍ତି ଅଙ୍ଗ ଆଭରଣ
ଦେବୀ ଗୋ ତୁମେ ବରଣ୍ୟ।
ଶୁଭ୍ର ବସ୍ତ୍ର ଅଙ୍ଗ ଦ୍ବିଭୁଜେ ଶୋଭିତ
ଶୂଳ ପଦ୍ମ କର ପାଶେ
ସ୍ନିଗ୍ଧ ଶରତ ର ଉଛ୍ୱସିତ ଧରା
ସାରଦ ଗଗନ ଦିଶେ…………………
ନବଦୁର୍ଗା ଆଦ୍ୟା ଆସମା ସହସି
ଜାତୁଧାନେ କର ନାଶ
ନିଉଛାଳି ଦେବେ କରନ୍ତି ରୋଦନ
ଅଭୟ ମୁରତୀ ହସ
ସେଇ ହସ ହେଉ ବିଦ୍ୟୁତିର ରେଖା
ସବୁ ସୁଖ ଏବେ ଆସେ
ସ୍ନିଗ୍ଧ ଶରତ ର ଉଛ୍ୱସିତ ଧରା
ସାରଦ ଗଗନ ଦିଶେ…………………

ସିତାଂଶୁ ଜେନା

Related posts

ଦଡଦୁନ୍ଦୁ ଗ୍ରାମରେ ସଂଖ୍ୟାଲଘୁ ତରଫରୁ ସ୍ବାଧିନତା ଦିବସ ଏବଂ ହର ଘର ତ୍ରିରଙ୍ଗା କାର୍ଯ୍ୟକ୍ରମ

Sunil Chandra Nayak

ଜଳଛତ୍ର ଖୋଲିବା ପାଇଁ ଜନସାଧାରଣଙ୍କ ଦାବି

Sunil Chandra Nayak

ସମାଜସେବୀ ମିହିର ସାହୁ ଙ୍କ ଶ୍ରଦ୍ଧାଞ୍ଜଳି ସଭା

Sunil Chandra Nayak

Leave a Comment

error: Content is protected !!
çukurova escort dalaman escort datça escort didim escort düzce escort edirne escort edremit escort fethiye escort gelibolu escort gemlik escort escort
boyabat escort inegöl escort kovancılar escort bolvadin escort meram escort çukurova escort nazilli escort aliağa escort karatay escort serdivan escort bozüyük escort muratpaşa escort ürgüp escort karacabey escort iskilip escort kelkit escort didim escort datça escort yüreğir escort escort osmaneli escort ayvalık escort escort odunpazarı escort zile escort amasra escort söke escort edremit escort sorgun escort hendek escort ilkadım escort kaman escort bayraklı escort lara escort banaz escort bandırma escort kepez escort osmancık escort sultanahmet escort akyazı escort kozan escort izmit escort gelibolu escort dudullu escort köyceğiz escort kemer escort çaycuma escort tepebaşı escort