॥ ଟିକେ ଛାଇ..
ଜୀବନ କୁ କୋଳେଇ ନେବା ର ପ୍ରୟାସ... ॥
୧୭)ସତ୍ୟ ଜ୍ଞାନ ଅଟେ ଚିରନ୍ତନ
ଆଉ ସବୁ ଯେତେ ମିଛ
ସତ୍ୟ ପଥେ ଥାଅ ମୂଢ଼ ମନ
ନ ହେଲେ ହେବୁ ତୁ ତୁଚ୍ଛ
୧୮) ବିଶ୍ୱାସ ବଳ ରେ ପଥର ଦେହ ରେ
ମିଳଇ ଠାକୁରଂକ ସନ୍ଧାନ
ପୁଣ୍ୟ କାମେ ସଦା ମନେ ରଖି ଥାଅ
ପାଇବୁ ତୁ ଧର୍ମ ର ଧନ
_________
କୋଲନରା,ରାୟଗଡ଼ା ଜିଲ୍ଲା