ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ବନ୍ୟ ଜନ୍ତୁ ସପ୍ତାହ 2022 ପାଳିତ 

ପାପଡାହାଣ୍ଡି,2/10, ମନିସ — ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ମୃଗ ବିହାର ଠାରେ ବନ୍ୟ ଜନ୍ତୁ ସପ୍ତାହ ପାଳିତ2022 ପାଳିତ ହୋଇଯାଇଛି | ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଡାବୁଗାଁ ବିଧାୟକ ମନ ହୋର ରନ୍ଧାରି ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଡ଼ିଏଫଓ ପ୍ରସନ୍ନ କୁମାର ବେହେରା,ଏସିଏଫଓ ଧନୁର୍ଜ୍ୟୟ ମହାପାତ୍ର, ବ୍ଲକ ଉପାଧକ୍ଷ ସୁଶାନ୍ତ କୁମାର ବେହେରା ପ୍ରମୁଖ ଯୋଗ ଦେଇଥିଲେ | କାର୍ଯ୍ୟକ୍ରମରେ ଅତିଥି ମାନେ ବନ୍ୟ ଜନ୍ତୁକୁ ସୁରକ୍ଷା, ବନ୍ୟ ଜନ୍ତୁଙ୍କ ସଂରକ୍ଷଣ ଓ ଅବାଧ ଶିକାର କିପରି ରୋକାଯାଇ ପାରିବ ସେ ନେଇ ଆଲୋଚନା ହୋଇଥିଲା | ଏହି ଅବସରରେ ପାପଡାହାଣ୍ଡି ଫୋରେଷ୍ଟ ଗାର୍ଡ ସୁନୀଲ କୁମାର ବେହେରାଙ୍କୁ ବିଜୁ ପଟନାୟକ ଏୱାର୍ଡ ରେ ସମ୍ମାନିତ କରାଯାଇଥିଲା | କାର୍ଯ୍ୟକ୍ରମରେ ପାପଡାହାଣ୍ଡି ଫୋରେଷ୍ଟରେ ଲକ୍ଷ୍ମୀ କାନ୍ତ ବିଶୋଇ ସହଯୋଗ କରିଥିବା ବେଳେ ଜିଲ୍ଲାରେ ଛଅ ଗୋଟି ରେଞ୍ଜରେ ସହ ବିଭାଗରେ କର୍ମକର୍ତା ମାନେ ଉପସ୍ଥିତ ଥିଲେ |

ପାପଡାହାଣ୍ଡି ରୁ ସ୍ବପ୍ନଜିତ ପଟନାୟକ ଙ୍କ ରିପୋର୍ଟ 

Related posts

ମାନଗୋବିନ୍ଦ ସ୍ବାଇଁ ଙ୍କ କବିତା ଜଣାଣ

Sunil Chandra Nayak

ତୁମୁରା ଠାରେ ସଡ଼କ ଦୁର୍ଘଟଣା, ସାଇକେଲ କୁ ଧକ୍କା ଦେଲା ବାଇକ ଦୁଇ ଚାଳକ ଗୁରୁତର

Sunil Chandra Nayak

ନାବାଳିକା ଉଦ୍ଧାର

Sunil Chandra Nayak

Leave a Comment

error: Content is protected !!