ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ବ୍ରହ୍ମ କୁମାରୀ ଇଶ୍ୱରିୟ ବିଶ୍ଵବିଦ୍ୟାଳୟ ଠାରେ ରାଜ ଯୋଗ ଶିବିର ଆୟୋଜିତ

ଧର୍ମଗଡ:୧୦/୧୦/୨୨:ଆଜି କୁମାରପୂର୍ଣ୍ଣମି ଅବସରରେ ପ୍ରଜାପିତା ବ୍ରହ୍ମକୁମାରୀ ଇଶ୍ୱରୀୟ ବିଶ୍ଵବିଦ୍ୟାଳୟ ଧର୍ମଗଡ଼ ଶାଖା ଆନୁକୁଲ୍ୟ ରେ ଏକ ରାଜଯୋଗ ଶିବିର ର ଆୟୋଜିତ ହୋଈ ଯାଇଛି l ବ୍ରହ୍ମକୁମାରୀ ଇଶ୍ୱରୀୟ ବିଶ୍ଵବିଦ୍ୟାଳୟ ଜିଲ୍ଲା ଶାଖା ପରିଚାଳିକା ଭଉଣୀ ବି.କେ.ଶଶି ଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯକ୍ରମ ରେ ମୁଖ୍ୟଅତିଥି ଭାବେ ବିବେକ ରଞ୍ଜନ ମିଶ୍ର ଯୋଗଦେଇ ଥିବା ବେଳେ ମୂଖ୍ୟ ବକ୍ତା ଭାବେ ଅଧ୍ୟାପକ ବଙ୍କିମ ଚନ୍ଦ୍ର ମୁଣ୍ଡ, ସମ୍ମାନିତ ଅତିଥି ଭାବେ ନବରଙ୍ଗପୁର ଶାଖା ପରିଚାଳିକା ଭଉଣୀ ମଧୁ ପ୍ରମୁଖ ଯୋଗ ଦେଇ ରାଜ ଯୋଗ ଦ୍ଵାରା ଆମ ଭିତରେ ମାନସିକ ଏକାଗ୍ରତା ବୃଦ୍ଧି ପାଇବ ଏବଂ ଏହାହିଁ ଆମକୁ ପରମାତ୍ମା ଙ୍କ ସହ ନିକଟତର କରିବାରେ ସହାୟକ ହେବ ବୋଲି କହିଥିଲେ । ଏହି କାର୍ଯ୍ୟକ୍ରମ ରେ କଳାହାଣ୍ଡି ଜିଲ୍ଲା ର ବିଭିନ୍ନ ପ୍ରାନ୍ତ ରୁ ବହୁ ସଂଖ୍ୟା ରେ ଭାଇ ଭଉଣୀ ମାନେ ଯୋଗ ଦେଇ ଇଶ୍ଵରୀୟ କୃପା ଲାଭ କରିବାର ସୁଯୋଗ ପ୍ରାପ୍ତ କରି ଥିଲେ l କାର୍ଯ୍ୟକ୍ରମ କୁ ମାନସ ଭାଇ ପରିଚାଳନା କରିଥିବା ବେଳେ ରାଧାମୋହନ ଦାସ ଧନ୍ୟବାଦ ପ୍ରଦାନ କରିଥିଲେ

ଧର୍ମଗଡ଼ ରୁ ବୈଦ୍ୟ ନାଥ ବେହେରା ଙ୍କ ରିପୋର୍ଟ୍ 

Related posts

ଗଅଁଲିଆ କବି ସୁଧୀର୍‌ ପଂଡା ଙ୍କ କବିତା ଶାଶ୍‌ ବହର୍‌ କଥାପଦେ

Sunil Chandra Nayak

ଡ଼ ଭୀମ ରାଓ ଆମ୍ବେଦକର ଙ୍କ 131 ତମ ଜନ୍ମ ବାର୍ଷିକ ପାଳିତ

Sunil Chandra Nayak

ଦିନିକିଆ ନର୍ଲା ଗସ୍ତରେ କଳାହାଣ୍ଡି ଜିଲ୍ଲାପାଳ ପି. ଅନ୍ବେଶା ରେଡ୍ଡୀ, ପରିଦର୍ଶନ କଲେ ବିଭିନ୍ନ ଅନୁଷ୍ଠାନ 

Sunil Chandra Nayak

Leave a Comment

error: Content is protected !!