ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ବେକରେ ଶାଢ଼ୀ ଲଗାଇ କଲେଜ ଛାତ୍ରୀର ଆତ୍ମହତ୍ୟା 

ନୂଆପଡ଼ା ଜିଲ୍ଲା ବୋଡ଼େନ ଥାନା ଅନ୍ତର୍ଗତ ଫରସରା ପଞ୍ଚାୟତ କନକପୁର ଗ୍ରାମର ଜଣେ କଲେଜ ପଢୁଆ ଛାତ୍ରୀ ବେକରେ ଶାଢ଼ୀ ଲଗାଇ ଆତ୍ମହତ୍ୟା କରିଥିବା ଜଣାପଡିଛି ।ସୂଚନା ଅନୁସାରେ କନକପୁର ଗ୍ରାମର ଜଣେ କଲେଜ ପଢୁଆ ଛାତ୍ରୀ କଳ୍ପନା ବକୁଳ (୧୮) ଆଜି ସକାଳ ସମୟରେ ନିଜ ଘରେ କୌଣସି କାରଣ ବଶତଃ ବେକରେ ଶାଢ଼ୀ ଲଗାଇ ଆତ୍ମହତ୍ୟା କରିଥିବା ଜଣାପଡିଛି । ନିଜ ପରିବାର ଲୋକେ କଳ୍ପନା ଆତ୍ମହତ୍ୟା କରିଥିବା ଜାଣି ସାଙ୍ଗେ ସାଙ୍ଗେ ବୋଡ଼େନ ପୋଲିସ କୁ ଜଣାଇଥିଲେ ।ପରେ ବୋଡ଼େନ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ପରିବାର ଲୋକଙ୍କୁ ପଚରା ଉଚରା କରି ଝୁଲନ୍ତା ଶବ ଉଦ୍ଧାର ପୂର୍ବକ ଶବ ବ୍ୟବଚ୍ଛେଦ ପାଇଁ ପଠାଇଥିଲେ ।ପରିବାର ଲୋକଙ୍କୁ ଆତ୍ମହାତ୍ୟା ର ପ୍ରକୃତ କାରଣ ବିଷୟରେ ପଚାରିବାରୁ ତାଙ୍କ କିଛି ମନୋମାଲିନ୍ୟ ହୋଇନଥିଲା ତଥା ସବୁଦିନ ଭଳି ସ୍ଵାଭାବିକ ଭାବରେ ସେ ଖାଇପିଇ ନିଜ ମାଁଙ୍କ ସହିତ ସୋଇଥିଲେ ପରେ ସକାଳ ସମୟ କାହିଁକି ଏଭଳି କାମ କଲା ଆମେ ଜାଣିପାରୁ ନାହୁଁ ବୋଲି ଜଣାଇଥିଲେ ।ଅନ୍ୟ ପଟରେ ବୋଡ଼େନ ଥାନା ଅଧିକାରୀ ସୁଦର୍ଶନ ନାୟକ ଏହାର କାରଣ ଅସ୍ପଷ୍ଟ ଥିବାରୁ ତଦନ୍ତ ପ୍ରକ୍ରିୟା ଜାରି ରହିଥିବା ପ୍ରକାଶ କରିଛନ୍ତି । ନୂଆପଡା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ

Related posts

କାଭାଲିଆ ଶିକ୍ଷା ଫାଉଣ୍ଡେସନ୍ ର କର୍ମଶାଳା

Sunil Chandra Nayak

ଭାଲୁ ଆକ୍ରମଣରେ ଜଣେ ଗୁରୁତର ଭବାନୀପାଟଣା ମୂଖ୍ଯ ଡାକ୍ତରଖାନାରେ ଚିକିତ୍ସାଧିନ

Sunil Chandra Nayak

ସେଣ୍ଟ୍ରାଲ ଇସ୍ପାତ ମାର୍କେଟ ରେ ଆମ୍ବେଦକର ଜୟନ୍ତୀ

Sunil Chandra Nayak

Leave a Comment

error: Content is protected !!
çukurova escort dalaman escort datça escort didim escort düzce escort edirne escort edremit escort fethiye escort gelibolu escort gemlik escort escort
boyabat escort inegöl escort kovancılar escort bolvadin escort meram escort çukurova escort nazilli escort aliağa escort karatay escort serdivan escort bozüyük escort muratpaşa escort ürgüp escort karacabey escort iskilip escort kelkit escort didim escort datça escort yüreğir escort escort osmaneli escort ayvalık escort escort odunpazarı escort zile escort amasra escort söke escort edremit escort sorgun escort hendek escort ilkadım escort kaman escort bayraklı escort lara escort banaz escort bandırma escort kepez escort osmancık escort sultanahmet escort akyazı escort kozan escort izmit escort gelibolu escort dudullu escort köyceğiz escort kemer escort çaycuma escort tepebaşı escort