ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଧର୍ମଗଡ ରେ ପହଞ୍ଚିଲା ପ୍ରମେୟ ଓଜସ୍ୱିନୀ ରଥ । ଭବ୍ୟ ସ୍ଵାଗତ ସହ ବମ୍ପର ଭୋଟିଂ ।

ଧର୍ମଗଡ:୦୧/୧୧/୨୨: ଆଜି ଧର୍ମଗଡ ରେ ପହଞ୍ଚିଲା ପ୍ରମେୟ – ନିଉଜ ସେଭେନ ର ଓଜସ୍ୱିନୀ ଭୋଟିଂ ରଥ l ଓଜସ୍ୱିନୀ ରଥ କୁ ଧର୍ମଗଡ ଚାରିଛକ ରେ ସ୍ୱାଗତ କରିବା ପରେ ଲୋକ ମାନେ ଉତ୍ସାହର ସହିତ ନିଜ ପସନ୍ଦର ଓଜସ୍ୱିନୀ ଙ୍କୁ ବାଛିବା ପାଇଁ ଭୋଟିଙ୍ଗ କରି ଥିଲେ । ହୋଟେଲ ରୟାଲ ପେଲେଶ, ଚାରିଛକ ରେ ଭୋଟିଂ ପରେ ଧର୍ମଗଡ ପଞ୍ଚାୟତ ମହାବିଦ୍ୟାଳୟ କୁ ରଥ ଯାଇଥିଲା ସେଠାରେ ଉତ୍ସାହିତ ର ସହିତ ଶତାଧିକ ଛାତ୍ର ଛାତ୍ରୀ ଙ୍କ ସମେତ ଅଧ୍ୟାପକ ଓ ଅଧ୍ୟାପିକା ମାନେ ଭୋଟିଙ୍ଗ କରି ଥିଲେ l ନିଜର ଇଛାଶକ୍ତି, ଆଦ୍ୟମ ଚେଷ୍ଟା ଏବଂ ସମାଜ ର ଦୁଷ୍ଟ ଶକ୍ତି ସହ ସଂଘର୍ଷ କରି ଶିଖର ଛୁଇଁ ଥିବା ଏବଂ ସମସ୍ତଙ୍କ ପାଇଁ ଉଦାହରଣ ତଥା ପ୍ରେରଣା ପାଲଟି ଥିବା ମହିଳା ମାନଙ୍କୁ ପ୍ରମେୟ ନିୟୁଜସେଭେନ ତରଫରୁ ଓଜସ୍ୱିନୀ ସମ୍ମାନ ରେ ସମ୍ମାନିତ କରୁଥିବା ରୁ ପ୍ରମେୟ ନିୟୁଜ ସେଭେନ କୁ ଅଞ୍ଚଳ ବାସି ଭୁରି ଭୁରି ପ୍ରଶଂସା କରିଥିଲେ । ପ୍ରମେୟ ର ଏହି କାର୍ଯ୍ୟକ୍ରମ ରୁ ଅନ୍ୟ ମହିଳା ମାନେ ମଧ୍ୟ ପ୍ରେରଣା ପାଇଁ ସମାଜ ସେବା କ୍ଷେତ୍ରରେ ଆଗେଇ ଆସିବେ ବୋଲି ସହର ବାସୀ କହିଛନ୍ତି l

ଧର୍ମଗଡ଼ ରୁ ବୈଦ୍ୟ ନାଥ ବେହେରା ଙ୍କ ରିପୋର୍ଟ୍ 

Related posts

ସାପ କାମୁଡା ରେ ଯୁବତୀ ଙ୍କ ମୃତ୍ୟୁ, ପୋଲିସ ର ତଦନ୍ତ ଜାରି

Sunil Chandra Nayak

ଧର୍ମଗଡ ବ୍ଲକ ପ୍ରଥମିକ ଶିକ୍ଷକ ସଂଘ : ନବ ନିର୍ବାଚିତ ସଦସ୍ୟ ଙ୍କ ଶପଥ ପାଠ ଉତ୍ସବ

Sunil Chandra Nayak

ଅବସର କାଳୀନ ବିଦାୟ ସମ୍ବର୍ଦ୍ଧନା

Sunil Chandra Nayak

Leave a Comment

error: Content is protected !!