ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ପଂଚାୟତ ନିର୍ବାଚନରେ ପ୍ରାର୍ଥୀ ଓ ପାର୍ଟି ଶିକ୍ଷା ଅଧିକାର ଆଇନ ଶତ ପ୍ରତିଶତ କାର୍ଯ୍ୟକାରୀ ସହ ଜିଲ୍ଲାର ୧୫୬ ବନ୍ଦ ସ୍କୁଲ ଖୋଲି ଶିକ୍ଷାର ବିକାଶ ନେଇ ସର୍ବସାଧାରଣ ଶପଥପତ୍ର ପ୍ରଦାନ କରନ୍ତୁ : 

 ନୂଆପଡା: ସୋମବାର ଏକ ଖବରଦାତା ସମ୍ମିଳନୀରେ ଓଡିଶା ଅଭିଭାବକ ମହାସଂଘର ଅଧକ୍ଷ୍ୟ ବାସୁଦେବ ଭଟ୍ଟ, ରାଜ୍ୟ ବରିଷ୍ଠ ଉପାଧ୍ୟକ୍ଷ୍ୟ ଯଦୁମଣି ପାଣିଗ୍ରାହୀ, ଭୁବନେଶ୍ୱର ଜିଲ୍ଲା ଆବାହକ ପ୍ରଦୀପ୍ତ ମିଶ୍ର କହିଛନ୍ତି ଶିକ୍ଷାର ବିକାଶ ତଥା ଶିକ୍ଷା ଜନିତ ସମସ୍ୟା ସମାଧାନ କ୍ଷେତ୍ରରେ ଓଡିଶା ଅଭିଭାବକ ମହାସଂଘ ସର୍ବଦା କାର୍ଯ୍ୟରତ l ଓଡିଶାର ନବେ ପ୍ରତିଶତ ଜନସାଧାରଣ ଗ୍ରାମlଞ୍ଚଳରେ ବସବାସ କରନ୍ତି l ସେମାନେ ଆଗାମୀ ପଂଚାୟତ ନିର୍ବାଚନରେ ସେମାନଙ୍କର ପ୍ରତିନିଧି ନିର୍ବାଚିତ କରିବେ l ଶିକ୍ଷା ବିନା ପ୍ରଗତି ଅସମ୍ଭବ l ଗ୍ରାମାଞ୍ଚଳରେ ସବୁ ପିଲାଙ୍କୁ ଗୁଣାତ୍ମକ ଶିକ୍ଷା ଉପଲବ୍ଧ ସହିତ ଶିକ୍ଷାର ବିକାଶ ବିନା ସବୁ ବିକାଶ ମୂଳକ କାର୍ଯ୍ୟକ୍ରମ ନିରର୍ଥକ lଓଡିଶା ଅଭିଭାବକ ଏହି କ୍ରମରେ ସମସ୍ତ ପ୍ରାର୍ଥୀ ଶିକ୍ଷା ସମ୍ବନ୍ଧୀୟ କାର୍ଯ୍ୟକ୍ରମର ସଠିକ ରୂପାୟନ ପାଇଁ ଏକ ସର୍ବସାଧାରଣ ଶପଥପତ୍ର ଜନସାଧାରଣଙ୍କୁ ପ୍ରଦାନ କରିବlକୁ ସମସ୍ତ ରାଜନୈତିକ ଦଳ ତଥା ପଂଚାୟତ ନିର୍ବାଚନ ଲଢ଼ୁଥିବା ସମସ୍ତ ପ୍ରାର୍ଥୀଙ୍କୁ ନିବେଦନ କରିଛି l ଯେଉଁ ପ୍ରାର୍ଥୀମାନେ ଏହାକୁ ପାଳନ କରିବେ ସେମାନଙ୍କ ମଧ୍ୟରୁ ଜଣଙ୍କୁ ସମସ୍ତ ଅଭିଭାବକ ଭୋଟ ଦେବେ ବୋଲି ମହାସଂଘ ଜନସାଧାରଣଙ୍କ ନିକଟରେ ଅପିଲ କରିଛି l ଏଥିପାଇଁ ମହାସଂଘ ବିଭିନ୍ନ ରାଜନୈତିକ ଦଳର ମୁଖିଆଙ୍କୁ ଚିଠି ଦେଇ ତଥା ସାକ୍ଷାତ କରି ଉପରୋକ୍ତ ଶପଥ ପତ୍ର ପ୍ରଦାନ ପାଇଂ ନିବେଦନ କରିଅଛୁ l ୧୯୯୨ ମସିହାରେ ୭୩ତମ ସମ୍ବିଧାନ ସଂଶୋଧନ ଅନୁସାରେ ୧୧ ଧାରା ଅନୁସାରେ ୨୯ ଟି ବିଭାଗ ପଂଚାୟତକୁ ହସ୍ତାନ୍ତର କରାଯାଇଛି l ସରପଞ୍ଚ, ସମିତି ସଭ୍ୟ ଓ ଜିଲ୍ଲା ପରିଷଦ ମାନେ ସେମାନଙ୍କ ଦାଇତ୍ୱ ନେବାପାଇଁ ଚାହୁଁଥିଲେ ମଧ୍ୟ୍ୟ ସରକାରୀ ଅବହେଳା ପାଇଁ ଏହା ଲାଗୁ ହୋଇ ପାରି ନାହିଁ l ଓଡ଼ିଶାରେ ପ୍ରାୟ ୮୭୫୦ ସ୍କୁଲ ପ୍ରାଥମିକ ଓ ମାଧ୍ୟମିକ ବିଦ୍ୟାଳୟ ବନ୍ଦ ହୋଇଛି, ନୂଆପଡାରେ ପ୍ରାୟ ୧୫୬ ଗୋଟି ସ୍କୁଲ ବନ୍ଦ ହୋଇଛି, ସେହି ଅଭିଭାବକ ମାନେ ଦାବି କରୁଛନ୍ତି ଯେଉଁ ସରପଞ୍ଚ, ଜ଼ିଲ୍ଲାପରିଷଦ, ସମିତି ସଭ୍ୟ ଏହି ବନ୍ଦ ସ୍କୁଲ ଖୋଲିବ ଅଭିଭାବକ ମାନେ ତାଙ୍କୁ ସମର୍ଥନ କରିବେ l ତାସହ ୨୫% ବେସରକାରୀ ସ୍କୁଲରେ ମାଗଣା ନାମ ଲେଖା, ନୂଆପଡା ଜିଲ୍ଲାରେ ପାଠପଢା ଛାଡିଥିବା ଦାଦନ ଯାଇଥିବା ପିଲାମାନଙ୍କୁ ପୁଣି ଫେରେଇ ଆଣି ପଢେଇବା, ଅଭିଭାବକ ଓ ପିଲାଙ୍କ ପାଇଁ ସ୍ୱାସ୍ଥ୍ୟ ପରୀକ୍ଷା ବର୍ଷକୁ ଦୁଇ ଥର କରି ଆବଶ୍ୟକତା ଚିକତ୍ସା ସେମାନଙ୍କୁ ଯୋଗେଇବା ସହ ବହି ଓଜନ କମେଇବା ପାଇଁ NCERT ବହି ପ୍ରଚଳନ କରିବା ଆଦି 5 ଗୋଟି ବିଷୟରେ ପବ୍ଲିକ ସପଥନାମା ଦେବାପାଇଁ ସବୁ ଦଳର ନେତାଙ୍କୁ ଆହ୍ୱାନ ଦେଇଛନ୍ତି l ଏହି କ୍ରମରେ ରାଜ୍ୟରେ ସମସ୍ତ ଜିଲ୍ଲା, ବ୍ଲକ ସ୍ତରରେ ମଧ୍ୟ ମହାସଂଘର ପ୍ରତିନିଧି ମlନେ ରାଜନୈତିକ ଦଳର ଜିଲ୍ଲା ସଭାପତି, ବ୍ଲକ, ସଭାପତି ମାନଙ୍କୁ ଭେଟି ଅପିଲ କରିଛନ୍ତି ବୋଲି ମଧ୍ୟ ମହାସଂଘ କହିଛି ।ଯେଉଁମାନେ ଶପଥ ପାଠ ଦେବେ ସବୁ ଅଭିଭାବକ ସେହି ପାର୍ଥି ଙ୍କୁ ସମର୍ଥନ ଦେବ l ନୂଆପଡା ଜିଲ୍ଲlରେ ଥିବା ଆଦର୍ଶ ବିଦ୍ୟାଳୟରେ ପଢ଼ୁଥିବା ପିଲାଙ୍କ ପାଇ ହଷ୍ଟେଲ ବ୍ୟବସ୍ଥା କରିବା ପାଇଁ ମହାସଂଘ ଦାବି କରିଛି l ଏହା ହେଲେ ଶହ ଶହ ଛାତ୍ର ଛାତ୍ରୀ ଏହାର ସୁବିଧା ନେଇ ପାରିବେ lଏହି କ୍ରମରେ ନୂଆପଡା ଜିଲ୍ଲାରେ ଆବାହକ ଥିବା ଯଜ୍ଞସିନୀ ମହାପାତ୍ର ଙ୍କୁ ରାଜ୍ୟ କମିଟିରେ ସମ୍ପାଦକ ଭାବେ ନିଯୁକ୍ତି ଦିଆଯାଇଥିବା ବେଳେ ଶ୍ରୀ ବିବେକାନନ୍ଦ ମହାନ୍ତିଙ୍କୁ ନୂଆପଡା ଜିଲ୍ଲାର ନୂତନ ଆବାହକ ଭାବେ ନିଯୁକ୍ତି ଦିଆଯାଇଛି । ନୂଆପଡା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ

Related posts

କୋଲନରା କୁ ଏକ ସର୍ବଶେଷ୍ଟ ବ୍ଲକରେ ପରିଣତ କରିବାକୁ ଅୱାନ

Sunil Chandra Nayak

ନିର୍ବାଚନ ହିଂସା , ସରପଞ୍ଚ ପ୍ରାର୍ଥୀ ଙ୍କୁ ଆକ୍ରମଣ

Sunil Chandra Nayak

ତେନ୍ତୁଳିଖୁଣ୍ଟି ପ୍ରାଥମିକ ଶିକ୍ଷକ ସଂଘ ତରଫରୁ ଅଵସରପ୍ରାପ୍ତ ଶିକ୍ଷକ ଶିକ୍ଷୟତ୍ରୀ ଙ୍କୁ ବିଦାୟ କାଳୀନ ସମ୍ବର୍ଦ୍ଧନା

Sunil Chandra Nayak

Leave a Comment

error: Content is protected !!
çukurova escort dalaman escort datça escort didim escort düzce escort edirne escort edremit escort fethiye escort gelibolu escort gemlik escort escort
boyabat escort inegöl escort kovancılar escort bolvadin escort meram escort çukurova escort nazilli escort aliağa escort karatay escort serdivan escort bozüyük escort muratpaşa escort ürgüp escort karacabey escort iskilip escort kelkit escort didim escort datça escort yüreğir escort escort osmaneli escort ayvalık escort escort odunpazarı escort zile escort amasra escort söke escort edremit escort sorgun escort hendek escort ilkadım escort kaman escort bayraklı escort lara escort banaz escort bandırma escort kepez escort osmancık escort sultanahmet escort akyazı escort kozan escort izmit escort gelibolu escort dudullu escort köyceğiz escort kemer escort çaycuma escort tepebaşı escort