ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଜିଲ୍ଲା ପରିଷଦ ନିର୍ବାଚନ ରଣାଙ୍ଗନକୁ ଓହ୍ଲାଇବେ 89 ପ୍ରାର୍ଥୀ

ନବରଙ୍ଗପୁର, ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ନେଇ ନାମାଙ୍କନପତ୍ର ଦାଖଲ, ଯାଞ୍ଚ ଓ ପ୍ରତ୍ୟାହାର ପର୍ବ ଶେଷ ହୋଇଛି। ନିର୍ବାଚନରେ କେତେ ଜଣ ପ୍ରାର୍ଥୀ ଲଢ଼ିବେ, ତାର ଚୂଡ଼ାନ୍ତ ତାଲିକା ପ୍ରକାଶ ପାଇଛି। ଜିଲ୍ଲା ପରିଷଦ ପାଇଁ 95 ଜଣ ପ୍ରାର୍ଥିପତ୍ର ଦାଖଲ କରିଥିବବେଳେ ୬ଜଣ ସ୍ୱାଧୀନ ପ୍ରାର୍ଥୀ ସେମାନଙ୍କ ପ୍ରାର୍ଥିପତ୍ର ପ୍ରତ୍ୟାହାର କରି ନେଇଛନ୍ତି। ସେମାନେ ହେଲେ ଚନ୍ଦାହାଣ୍ଡି ଜୋନ – 1ନମ୍ବର ଜିଲ୍ଲା ପରିଷଦ ଦୁଇ ସ୍ୱାଧୀନ ପ୍ରାର୍ଥୀ ନୀଳାଦ୍ରି ପାଣ୍ଡେ ଓ ପୁଷ୍ପା ବାଗ, ନନ୍ଦାହାଣ୍ଡି ବ୍ଲକ ଜୋନ – 1 ର ସ୍ୱାଧୀନ ପ୍ରାର୍ଥୀ ପ୍ରିୟାଞ୍ଜଳି ନାଗ, ରାଇଘର ବ୍ଲକ ଜୋନ – 1 ର ଚୈତୁରାମ ମାଝୀ ଓ ଜୋନ – 4 ର ଭୁବନେଶ୍ୱର ବିଭାର ଓ ଉମରକୋଟ ଜୋନ -1 ର ସ୍ୱାଧୀନ ପ୍ରାର୍ଥୀ ପୂର୍ଣ୍ଣ ଚନ୍ଦ୍ର ବାଗ ପ୍ରାର୍ଥିପତ୍ର ପ୍ରତ୍ୟାହାର କରି ନେଇଛନ୍ତି। ଏଣୁ ଚଳିତ ନିର୍ବାଚନରେ 89 ଜଣ ଜିଲ୍ଲା ପରିଷଦ ପ୍ରାର୍ଥୀ ନିର୍ବାଚନ ଲଢ଼ିବାକୁ ଯୋଗ୍ୟ ବିବେଚିତ ହୋଇଛନ୍ତି। ସେପଟେ ସରପଞ୍ଚ, ସମିତି ସଭ୍ୟ ଓ ୱାର୍ଡମେମ୍ବରଙ୍କ ଚୂଡ଼ାନ୍ତ ତାଲିକା ପ୍ରକାଶ ପରେ କିଏ କେଉଁ ଚିହ୍ନରୁ ଲଢ଼ିବେ, ତାହା ପ୍ରଦାନ କରାଯାଇଛି। ସେପଟେ ଚୂଡ଼ାନ୍ତ ତାଲିକା ପ୍ରକାଶ ପରେ ବିଭିନ୍ନ ରାଜନୈତିକ ଦଳର ପ୍ରାର୍ଥୀ ମାନେ ନିର୍ବାଚନ ପ୍ରଚାର ପର୍ବ ଆରମ୍ଭ କରିଛନ୍ତି । ଏ ନେଇ ବିଭିନ୍ନ ରାଜନୈତିକ ଦଳ ପ୍ରସ୍ତୁତି ପର୍ବ ଆରମ୍ଭ କରି ଦେଇଛନ୍ତି। କେଉଁ ଜାଗାରୁ ପ୍ରଚାର କରିବେ, ତାର ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିଥିବା ଜଣାପଡିଛି । ଗାଁ ଗାଁରେ ଏହାକୁ ନେଇ ରାଜନୀତି ବି ସରଗରମ ହେବାରେ ଲାଗିଛି। ମିଳିଥିବା ସୂଚନା ମୁତାବକ, ଜିଲ୍ଲାର 26ଟି ଜିଲ୍ଲା ପରିଷଦ ଜୋନ୍‌ ପାଇଁ ଚୂଡ଼ାନ୍ତ ତାଲିକାରେ ଥିବା 89 ଜଣ ପ୍ରାର୍ଥୀରୁ ବିଜେଡିର 26 ଜଣ, ବିଜେପିର 26 ଜଣ, କଂଗ୍ରେସର 26 ଜଣ, ସ୍ୱାଧୀନ ର 10 ଜଣ ଓ ବି ଏସ ପି ର ଜଣେ ନିର୍ବାଚନ ଲଢ଼ିବାକୁ ଯାଉଛନ୍ତି। ଜିଲ୍ଲାର 10 ଗୋଟି ବ୍ଲକ ରୁ ମୋଟ 89 ଜଣ ପ୍ରତିଦ୍ବନ୍ଦୀତା ମଧ୍ୟରେ ଜିଲ୍ଲା ପରିଷଦ ନଵରଙ୍ଗପୁର ଜୋନ୍‌ – 1 ରୁ ପ୍ରାର୍ଥୀ କୁମାରୀ ନାୟକ (ବିଜେପି ), ଜୟମଣୀ ସମରଥ (ବିଜେଡି ) , ପଦ୍ମିନୀ ପୂଜାରୀ (କଂଗ୍ରେସ ) ପ୍ରତିଦ୍ବନ୍ଦୀତା କରୁଥିବା ବେଳେ ନବରଙ୍ଗପୁର ଜୋନ – 2 ରୁ ଗୀତା ଭତରା ( କଂଗ୍ରେସ ), ପରିଜା ଭତରା (ବିଜେଡି ) ଓ ପୁଲୁମା ଭତରା ( ବିଜେପି ), ନନ୍ଦାହାଣ୍ଡି ବ୍ଲକ ଜିଲ୍ଲା ପରିଷଦ ଜୋନ -1 ରୁ ଅରୁଣ କୁମାର ଷଡ଼ଙ୍ଗୀ (ବିଜେପି ), ନାରାୟଣ ରଥ (ବିଜେଡି ), ବୃନ୍ଦାବନ ତ୍ରିପାଠୀ ( କଂଗ୍ରେସ ), ଦିବ୍ୟଦାନ ସୁନା (ସ୍ୱାଧୀନ ), ପ୍ରେମାଞ୍ଜଳି ନାଗ (ସ୍ୱାଧୀନ ), ନନ୍ଦାହାଣ୍ଡି ଜୋନ – 2 ରୁ ଅରୁଣ କୁମାର ମିଶ୍ର (ବିଜେଡି), ବୃନ୍ଦାବନ ନାୟକ (ବିଜେପି ), ଜାମି ଲକ୍ଷ୍ମଣ ରାଓ (କଂଗ୍ରେସ ), ଦୁର୍ଯ୍ୟଧନ ନାୟକ (ସ୍ୱାଧୀନ ), ହୁମାୟନ ଖାଁ (ସ୍ୱାଧୀନ ), ଡାବୁଗାଁ ବ୍ଲକ ଜିଲ୍ଲା ପରିଷଦ ଜୋନ – 1 ରୁ କମୁଲୁ ଭତରା( କଂଗ୍ରେସ ), ଧନସିଂ ଭତରା (ବିଜେଡି ), ବିଶ୍ୱନାଥ ମାଝୀ (ବିଜେପି ), ଶତନାମ ପୂଜାରୀ (ସ୍ୱାଧୀନ ), ଡାବୁଗାଁ ଜୋନ – 2 ରୁ ଗୁପ୍ତ ବିଷୋୟୀ (ବିଜେଡି ), ଗୋବିନ୍ଦ ଗୋପାଳ ଅଗ୍ରୱାଲ (ବିଜେପି ), ଧର୍ମାନନ୍ଦ ନାୟକ (କଂଗ୍ରେସ ), ତାରା ପ୍ରସାଦ ପାଣିଗ୍ରାହ (ସ୍ୱାଧୀନ ), ତେନ୍ତୁଳୀଖୁଣ୍ଟି ବ୍ଲକ ଜିଲ୍ଲା ପରିଷଦ ଜୋନ – 1 ରୁ କୃଷ୍ଣ ମଞ୍ଜରୀ ବିଷୋୟୀ (ବିଜେଡି ), ବିମ୍ରତା ବିଷୋୟୀ (ବିଜେପି ), ନଳିନୀ ପ୍ରଭା ହିଆଲ (କଂଗ୍ରେସ ) ସ୍ବପ୍ନl ରାଣୀ ଟାକ୍ରୀ , ତେନ୍ତୁଳୀଖୁଣ୍ଟି ଜୋନ – 2 ରୁ ବସନ୍ତ କୁମାର ପାଣିଗ୍ରାହୀ (କଂଗ୍ରେସ ), ରତିକାନ୍ତ ପଣ୍ଡା (ବିଜେଡି ), ସନ୍ତୋଷ ପାତ୍ର (ବିଜେପି ) ସୁଦର୍ଶନ ପେଣ୍ଠିଆ ( ସ୍ୱାଧୀନ ), କୋଷାଗୁମୁଡା ବ୍ଲକ ଜିଲ୍ଲା ପରିଷଦ ଜୋନ – 1 ରୁ କନକ ପୂଜାରୀ (କଂଗ୍ରେସ ), ପଦ୍ମିନୀ ଭତରା (ବିଜେପି ), ରାମାବତୀ ପୂଜାରୀ (ବିଜେଡି ) କୋଷାଗୁମୁଡା ଜୋନ – 2 ରୁ ଗୋମତୀ ନାୟକ (ବିଜେପି ), ଚଞ୍ଚଳା ମାଝୀ (କଂଗ୍ରେସ ), ଦନାଏ ଭତରା ( ବିଜେଡି ) କୋଷାଗୁମୁଡା ଜୋନ – 3 ରୁ କୈଳାଶ ଚରଣ ମାଝୀ (ବିଜେପି ), ଗୀତା ମଣୀ ସମରଥ (କଂଗ୍ରେସ ), କ୍ଷୀରଦ କୁମାର ନାୟକ (ବିଜେଡି ) ପାପଡାହାଣ୍ଡି ବ୍ଲକ ଜିଲ୍ଲା ପରିଷଦ ଜୋନ -1 ରୁ ଉଆଁସୀ ମାଝୀ (କଂଗ୍ରେସ ), ପ୍ରଭାକର ଜାନି (ବିଜେପି ), ଯଶବନ୍ତ ନାୟକ (ବିଜେଡି ), ପାପଡାହାଣ୍ଡି ଜୋନ – 2 ରୁ ଭାନୁମତି ପୂଜାରୀ (ବିଜେଡି ), ଲକ୍ଷ୍ମୀ ଭାତରା (ବିଜେପି ), ଲିପିକା ମାଝୀ ( କଂଗ୍ରେସ ), ପାପଡାହାଣ୍ଡି ଜୋନ -3 ରୁ ଅର୍ଜୁନ ଭତରା (କଂଗ୍ରେସ ), ତ୍ରିନାଥ ଅମନା ତ୍ୟ ( ବିଜେପି ), ମୋତିରାମ ନାୟକ (ବିଜେଡି ), ଉମରକୋଟ ବ୍ଲକ ଜିଲ୍ଲା ପରିଷଦ ଜୋନ -1 ରୁ କପୁର ଚନ୍ଦ୍ର ନାୟକ ( କଂଗ୍ରେସ ), ଚନ୍ଦନ ରାୟ ( ବିଜେଡି ), ବିଶ୍ୱନାଥ ବିଶ୍ୱାସ ( ବିଜେପି ), ଉମରକୋଟ ଜୋନ -2 ରୁ ଛାୟା ବିଶ୍ୱାସ (ବିଜେଡି ), ଜ୍ୟୋସନା ବିଶ୍ୱାସ ( ବିଜେପି ), ଦୀପା ରାୟ ( କଂଗ୍ରେସ ), ଉମରକୋଟ ଜୋନ – 3 ରୁ ଡାଳିମ୍ବ ଭତରା ( ବିଜେଡି ), ଦଶାରୀ ଭତରା ( କଂଗ୍ରେସ ), ବାସନ୍ତୀ ମାଝୀ ( ବିଜେପି ), ଝରୀଗାଁ ବ୍ଲକ ଜିଲ୍ଲା ପରିଷଦ ଜୋନ -1 ରୁ ଉର୍ମିଳା ଗଣ୍ଡ (ବିଜେପି ), ଯମୁନା ଗଣ୍ଡ (ବିଜେଡି ), ହୀରାବତୀ ଗଣ୍ଡ ( କଂଗ୍ରେସ ) ଝରୀଗାଁ ଜୋନ -2 ରୁ ନରସିଂହ ଭତରା (ବିଜେପି ), ଭାଗିରଥି ନାୟକ ( କଂଗ୍ରେସ ), ଶ୍ୟାମ ସୁନ୍ଦର ନାୟକ (ବିଜେଡି ), ଝରୀଗାଁ ଜୋନ – 3 ରୁ ତ୍ରିମିଲା ପୂଜାରୀ (ବିଜେଡି ), ସତ୍ୟଭାମା ଭତରା (କଂଗ୍ରେସ ), ସୁଜିତା ଭତରା (ବିଜେପି ) ଚନ୍ଦାହାଣ୍ଡି ବ୍ଲକ ଜିଲ୍ଲା ପରିଷଦ ଜୋନ -1 ରୁ ପୁଷ୍ପାଞ୍ଜଳି ଖରସେଲ (କଂଗ୍ରେସ ), ବର୍ଷାରାଣୀ ପଟେଲ (ବିଜେଡି ), ହେମଲତା ବାଘ ( ବିଜେପି ) ଚନ୍ଦାହାଣ୍ଡି ଜୋନ -2 ରୁ କେତକୀ ଗୌଡ଼ ( ବିଜେଡି ) ଗଜାମତୀ ବାଘ (ବିଜେପି ), ମମତା ବେସରା ( କଂଗ୍ରେସ ), ରାଇଘର ବ୍ଲକ ଜିଲ୍ଲା ପରିଷଦ ଜୋନ – 1 ରୁ କମିତଳା ହଳଦା ( କଂଗ୍ରେସ ), ମହେଶ ଗଣ୍ଡ (ବିଜେପି ), ଯତୀନ୍ଦ୍ରନାଥ ଗଣ୍ଡ ( ବିଜେଡି ), ଜହରଲାଲ ଗଣ୍ଡ ( ସ୍ୱାଧୀନ ), ରାଇଘର ଜୋନ -2 ରୁ ନାନର ଖରା ( ବିଜେଡି ), ପୂର୍ଣ୍ଣ ଚନ୍ଦ୍ର ଗଣ୍ଡ ( ବିଜେପି ), ସୁଶୀଲ ସାନ୍ତା ( କଂଗ୍ରେସ ) ରାଇଘର ଜୋନ – 3 ରୁ ପୁନମ ପଙ୍କା ( କଂଗ୍ରେସ ), ଲିପିକା ବରୋଇ ( ବିଜେଡି ), ସରସ୍ବତୀ ମିସ୍ତ୍ରୀ (ବିଜେପି ) ସେହିପରି ରାଇଘର ଜିଲ୍ଲା ପରିଷଦ ଜୋନ – 4 ରୁ ଖଗେଶ୍ୱର ହରିଜନ (ବିଜେଡି ), ନରସିଂହ ହରିଜନ (କଂଗ୍ରେସ ), ନେପାଳ ଘରାମୀ (ବିଜେପି ) ପୁଷ୍ପାଞ୍ଜଳି ନାୟକ ( ବି ଏସ ପି ) ଓ ନରସିଂହ ବିଭର (ସ୍ୱାଧୀନ ) ଭାବରେ ପ୍ରତିଦ୍ବନ୍ଦୀତା କରୁଥିବା ପ୍ରାର୍ଥୀ ଚୂଡ଼ାନ୍ତ ତାଲିକାରେ ରହିଛନ୍ତି।ମଧୁସୂଦନ ସାହୁ ନବରଙ୍ଗପୁର

Related posts

ଶିଶୁ ମହୋତ୍ସବ ସୁରଭି , ମନ ମୋହିଲା ସାଂସ୍କୃତିକ କାର୍ଯ୍ୟକ୍ରମ

Sunil Chandra Nayak

କଳାହାଣ୍ଡି ଜିଲ୍ଲାରେ ବାତ୍ୟା ଓ ବନ୍ୟାର ସମ୍ଭାବ୍ୟ ପରିସ୍ଥିତିକୁ ସାମ୍ନା କରିବା ପାଇଁ ଜିଲ୍ଲା ସ୍ତରୀୟ ଟେବୁଲ ଟପ୍ ଓ ମକ୍ ଡ୍ରିଲ୍ ଅଭ୍ୟାସ 

Sunil Chandra Nayak

ଶ୍ରୀ ଗଣେଶ ଚତୁର୍ଥୀରେ ପ୍ରାଚୀର ପତ୍ରିକା ଉନ୍ମୋଚିତ

Sunil Chandra Nayak

Leave a Comment

error: Content is protected !!
çukurova escort dalaman escort datça escort didim escort düzce escort edirne escort edremit escort fethiye escort gelibolu escort gemlik escort escort
boyabat escort inegöl escort kovancılar escort bolvadin escort meram escort çukurova escort nazilli escort aliağa escort karatay escort serdivan escort bozüyük escort muratpaşa escort ürgüp escort karacabey escort iskilip escort kelkit escort didim escort datça escort yüreğir escort escort osmaneli escort ayvalık escort escort odunpazarı escort zile escort amasra escort söke escort edremit escort sorgun escort hendek escort ilkadım escort kaman escort bayraklı escort lara escort banaz escort bandırma escort kepez escort osmancık escort sultanahmet escort akyazı escort kozan escort izmit escort gelibolu escort dudullu escort köyceğiz escort kemer escort çaycuma escort tepebaşı escort