ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ବିଶିଷ୍ଟ ସମବାୟବିତ ସ୍ବର୍ଗତ କୈଳାସ ଚନ୍ଦ୍ର ପଣ୍ଡା ଙ୍କ ସ୍ମୃତି ସଭା

ଭବାନୀପାଟଣା – – ସମବାୟ ଆନ୍ଦୋଳନର ଅନ୍ୟତମ ପୁରୋଧା ବର୍ଷିୟାନ ଆଜୀବନ ସଂଗ୍ରାମୀ ସ୍ବର୍ଗତ କୈଳାସ ଚନ୍ଦ୍ର ପଣ୍ଡା ଙ୍କ ବିୟୋଗରେ କଲମପୁର ସମବାୟ ସମିତି ରେ ଏକ ସ୍ମୃତି ସଭା ଅନୁଷ୍ଠିତ ହୋଇଯାଇଛି।ସମବାୟ ସମିତି ସଭାପତି ଶଙ୍କର୍ଷଣ ବେହେରା ଦ୍ୱୀପ ପ୍ରଜ୍ବଳନ ପୂର୍ବକ ସ୍ବର୍ଗତ ଶ୍ରୀ ପଣ୍ଡାଙ୍କ ଆତ୍ମା ସତଗତି କାମନା କରି ଶ୍ରଦ୍ଧାଞ୍ଜଳୀ ଦେଇଥିଲେ। ପୂର୍ବତନ ବ୍ଲକ ଅଧ୍ୟକ୍ଷ ତଥା ସମିତି ର ନିର୍ଦେଶକ ମହେନ୍ଦ୍ର ନାଥ ସାହୁ ଶ୍ରୀ ପଣ୍ଡାଙ୍କ ବିଶେଷତ୍ୱ ବର୍ଣ୍ଣନା କରିଥିଲେ। ଅବିଭକ୍ତ କଳାହାଣ୍ଡି ଜିଲ୍ଲାର ଆଜୀବନ ସଂଗ୍ରାମୀ, ପୂର୍ବତନ ସମବାୟ ବ୍ୟାଙ୍କ ସଭାପତି, ଇଣ୍ଡିଆନ ଓଭରସିଜ ବ୍ୟାଙ୍କ ର ସର୍ବ ଭାରତୀୟ ଉପଦେଷ୍ଟା ମଣ୍ଡଳୀ ର ସଦସ୍ୟ, ଇଂରାଜୀ ଭାଷାର ବିଦ୍ୱାନ ତଥା ଆଜୀବନ କଂଗ୍ରେସ ଦଳର ଜଣେ ଦକ୍ଷ ନେତା ଭାବେ ପରିଚିତ ସ୍ବର୍ଗତ ଶ୍ରୀ ପଣ୍ଡା ଅନେକ ଙ୍କ ଜୀବନ ଜୀବିକା ଓ ଭବିଷ୍ୟତ ଗଢ଼ିବାରେ ସହାୟକ ଥିଲେ। ସମବାୟ ଆନ୍ଦୋଳନ ର କର୍ଣ୍ଣଧାର ଥିବା ଶ୍ରୀ ପଣ୍ଡାଙ୍କ ଦେହାନ୍ତ ଏକ ଅପୁରଣୀୟ କ୍ଷତି ଅଟେ।ତାଙ୍କର ଆତ୍ମାଙ୍କ ସତଗତି କାମନା ସହିତ ତାଙ୍କ ପରିବାର ବର୍ଗଙ୍କୁ ଆଜିର ଏହି ଦୁଃଖଦ ପରିସ୍ଥିତି କୁ ଧୈର୍ଯ୍ୟର ସହିତ ସାମନା କରିବା ପାଇଁ ଶ୍ରୀ ଜଗନ୍ନାଥ ତାଙ୍କର ଶକ୍ତି ପ୍ରଦାନ କରନ୍ତୁ।ଅନ୍ୟତମ ନିର୍ଦେଶକ ତଥା ଅବସର ପ୍ରାପ୍ତ ସମବାୟ ସମିତି ସଂପାଦକ ପିତବାସ ସାହୁ, ନିର୍ଦ୍ଦେଶକ ସୁମନ୍ତ ମିଶ୍ର, ପବନ ମାଝୀ, ଉପସଭାନେତ୍ରୀ ପ୍ରତିନିଧି ସଞ୍ଜୟ ସାହୁ, ଚାଷୀ ଅରୁଣ ପାଣିଗ୍ରାହୀ, ଶିବାଶିଷ ବେହେରା,ମୁଖ୍ୟ କାର୍ଯ୍ୟ ନିର୍ବାହୀ ତ୍ରିଭୁବନ ପ୍ରଧାନୀ, ସହ ସମ୍ପାଦକ ନଗେନ୍ଦ୍ର ନେଗୀ, ଅକାଉଣ୍ଟାଣ୍ଟ କ୍ଷେତ୍ର ବାଗ, ସମେତ ଚାଷୀମାନଙ୍କ ଉପସ୍ଥିତ ରହି ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଥିଲେ।ସ୍ଵର୍ଗତ ପଣ୍ଡା ଏକ ଅମାୟିକ ଓ ତୃଣମୂଳ ସ୍ତରରେ ଲୋକଙ୍କ ପାଇଁ ନିସ୍ୱାର୍ଥପର କାର୍ଯ୍ୟ କରିଥିବା ରୁ ଜିଲ୍ଲା ତଥା ଜିଲ୍ଲା ବାହାରୁ ଶୋକ ବାର୍ତ୍ତା ପହଞ୍ଚିବାରେ ଲାଗିଛି।

ଅର୍ଜ୍ଜୁନ ପଟ୍ଟନାୟକ, ସହ ସଂପାଦକ ଙ୍କ ରିପୋର୍ଟ 

Related posts

ଐତିହାସିକ ଗବେଷକଙ୍କ ଐତିହାସିକ କ୍ଷେତ୍ର ପରିଦର୍ଶନ

Sunil Chandra Nayak

ଅସହାୟଙ୍କ ପାଇଁ ଅପହଞ୍ଚ ସାମାଜିକ ସୁରକ୍ଷା ଯୋଜନା 

ଅପର୍ତ୍ତି ସେଠୀ ଙ୍କ କବିତା ଯାତ୍ରା

Sunil Chandra Nayak

Leave a Comment

error: Content is protected !!
çukurova escort dalaman escort datça escort didim escort düzce escort edirne escort edremit escort fethiye escort gelibolu escort gemlik escort escort
boyabat escort inegöl escort kovancılar escort bolvadin escort meram escort çukurova escort nazilli escort aliağa escort karatay escort serdivan escort bozüyük escort muratpaşa escort ürgüp escort karacabey escort iskilip escort kelkit escort didim escort datça escort yüreğir escort escort osmaneli escort ayvalık escort escort odunpazarı escort zile escort amasra escort söke escort edremit escort sorgun escort hendek escort ilkadım escort kaman escort bayraklı escort lara escort banaz escort bandırma escort kepez escort osmancık escort sultanahmet escort akyazı escort kozan escort izmit escort gelibolu escort dudullu escort köyceğiz escort kemer escort çaycuma escort tepebaşı escort