ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଗଅଁଲିଆ କବି ସୁଧୀର୍‌ ପଂଡା ଙ୍କ କବିତା l l l ମୋବାଇଲ୍‌ ଉବାଚ୍‌ l l l

l l l ମୋବାଇଲ୍‌ ଉବାଚ୍‌ l l l

ପୂରା ସଁସାର୍‌କେ ଚରିଦେମି ଦିନେ
ହେଇଯିବ ପୁଲ୍‌ପୁଲା
ପହେଲା ମିଲନ୍‌ଥିଁ ଉସତ୍‌ ସଭେ
ପଛେଁ ହେସ ଗୁଲ୍‌ଗୁଲା। ୧
ଗାଲି ଝଗର୍‌ ହେଲେଁ ରବିଆ ଖାଏବା
କହେସନ୍‌ ମାଏଝିମାନେ
ସେ ରବିଆ ମୁଇଁ ନାଇଁ ଚିହ୍ନି ମୋତେ କାଏଁ
ପହଁଛିସିଁ ଭି କେନ୍‌ଠାନେ। ୨
ମୋର୍‌ କୁଟୁମର୍‌ ଲୁକ୍‌କୁଁ ଗୁଟେ ଗୁଟେ କରି
ଗେଫି ସାଏଲିନ ସମ୍‌କୁଁ
ପେଟ୍‌ ନି’ଭରେ ଯେତେ ଖାଏଲିଁ ଭି ମୁଇଁ
ଖାଏମି ଇଛେନ୍‌ ମୁନୁଷ୍‌କୁଁ। ୩
ରେଡ଼ିଓ ଘଡ଼ି କେମେରା ଟେପ୍‌ରେକଡ଼ର୍‌
ଟେଲିଫୁନ୍‌ ଆଉର୍‌ ଟିଭି
ମୋତେ ଦେଖି ସଭେ ଭଷମ୍‌ ହେଇଗଲେ
ତାଁକର୍‌ ଆଗତ୍‌କେ ଭାବି। ୪ 
ମୁଇଁ କାହାକେ ନି’କହେଁ “ଇନୁ ଭାଗ୍‌ ବଲି”
ହେଲେଁ ଯାଏସନ୍‌ ସଭେ ଭାଗି
କଏଲ୍‌ଜା ବାଗିର୍‌ ଛାତି ଭିତ୍‌ରେଁ ମୋତେ
ଠାନ୍‌ ଦେସନ୍‌ ବଡ଼୍‌ଭାଗି। ୫
ଚିଠି ପତର୍‌ ସାଂଗେଁ ପାନ୍‌ ସୁପାରି ଗୁଁଡ଼ା
ସମ୍‌କୁଁ ଖେଦ୍‌ଲି ଲାତ୍‌ ମାରି 
ଅବର୍‌ନିର୍‌ ଗୁଁଡ଼ା କେତେ ଛିଂଗ୍‌ଲି ଆଏସନ୍‌
ସବୁ ଲାଜ୍‌, ମହତ୍‌ ସାରି। ୬
ତୁମର୍‌ ଗୁପତ୍‌ ପେଡ଼ି ଘାଏକେଁ ହିଟାସିଁ
ଯେଭେଁ ହେଲା ବଏଲେଁ ମନ୍‌
ମୁଇଁ ଢିଲିଦେଲେଁ ସାରା ଦୁନିଆଁ ଜାନ୍‌ସି
ମାର୍‌ପିଟ୍‌ ଗାଲି ଦନାଦନ୍‌। ୭
ପାଏନ୍‌ଥିଁ ବୁଡ଼ି ପାଏନ୍‌ ପିଇଲେଁ ଭି
ଦେଖୁଥିସି ଜଲ୍‌ ଦେବତା
ମୋର୍‌ ଆଖୁଁ କିହେ ବାଁ ନି’ଯାଆନ୍‌ କେଭେଁ 
ଜାନି ପାଏସିଁ ଅତାପତା। ୮
ସେନ୍‌ହୋ ସଁସେ ଲାଗି ନୁକୋ ଦରବ୍‌ ମୁଇଁ
ମୋର୍‌ ଲାଗି ଯଦି ଗଲେଁ ଫସି
ଉସ୍ତାର୍‌ ନି’ଥାଏ ଗାଲି ଝଗର୍‌ ମାଡ଼୍‌ ଲାଗି
ଢେଁଟୁନ ବାଂଧି ରଖ୍‌ସିଁ ରଶି।୯
ସତିଆକେ ମୁଇଁ ବନାସିଁ ଜନମ୍‌ ଠକ୍‌
ଦାରୀକେ ବନାସିଁ ସତୀ
ବନ୍‌ଏ କରି ମୋତେ ଚଲେଇ ନି’ଜାନ୍‌ଲେଁ
ମୁଡ଼େଁ ପଡ଼୍‌ସି ବିପତ୍ତି। ୧୦
ବୁଢ଼ାବୁଢ଼ୀ ଟେମ୍‌ଚେନ୍‌ ହେଇ ବୁପ୍‌ରେ
ନେଲେ ଯଦି ମୋର୍‌ ଆଶ୍‌ରା
ଲରୋଥରୋ ଥାଇ ମୋର୍‌ ଆଶୀର୍ବାଦୁଁ
ବନି ପାର୍‌ସନ୍‌ ଧାଂଗ୍‌ରି ଧଂଗ୍‌ରା। ୧୧
ଟୁପୁର୍‌ ଫୁସୁର୍‌ କଥା ହେବାକେ ଏଭେଁ
ନି’ନୁରାପଡ଼େ ଝାର୍‌ପତ୍‌ରା
ଲାଖେ କୁଶେଁ ଥାଇ ଦେଖାଦେଖି ହେସନ୍‌
ମୁଇଁ ହେସିଁ ତାଁକର୍‌ ସାହାରା। ୧୨
ଇସ୍‌କୁଲ୍‌ ଅଫିସ୍‌କେ ନି’ଯାଇକରି ଭି
ମୋର୍‌ ଧର୍‌ମୁ ହେଉଛେ କାମ୍‌
ମାହାପୁରୁ ଗୁଡ଼ି କାଁକରି ଆଏବ୍‌ ହୋ
ମୁଇଁ କହିଦେସିଁ ରାମ୍‌ରାମ୍‌। ୧୩
ପୁର୍‌ଥୀ ଯାକର୍‌ ଲୁକ୍‌କୁଁ ଘାଏକେଁ ଯୁଡ଼୍‌ସିଁ
ଚାହେଁଲେଁ ପାର୍‌ମି ବିଗ୍‌ଡ଼େଇ
ମୁଇଁ ତୁମର୍‌ ମାହାପୁରୁ ବନି ସାରିଛେଁ
ସହେଜେଁ ନି’ଖସ୍‌ରେଁ ମୁଇଁ। ୧୪
ଜପାମାଲିକେ ତୁମେ ପାସ୍‌ରି ପକାସ
ମୋତେ ନି’ଛାଡ଼ିପାର ଛନେ
ହଗ୍‌ରି ଘରେଁ ଭି ତୁମର୍‌ ହାତେଁ ରହେସିଁ
ସଭେ ଅସାର୍‌ ମୁଇଁ ବନ୍‌ଏ। ୧୫

ଗଅଁଲିଆ କବି ସୁଧୀର୍‌ ପଂଡା

Related posts

ଅବକାରୀ ବିଭାଗର ଚଢ଼ାଉ ,ବିପୁଳ ପରିମାଣ ର ଦେଶୀ ମଦ ଜବତ ସହ ଦୁଇ ଗିରଫ

Sunil Chandra Nayak

ଆଞ୍ଚଳିକ ସ୍ତରୀୟ ଶିଶୁ ମହୋତ୍ସବ ସୁରଭି ୨୦୨୨ ଅନୁଷ୍ଠିତ

Sunil Chandra Nayak

ଟିକେ ଛାଇ…

masiha

Leave a Comment

error: Content is protected !!
çukurova escort dalaman escort datça escort didim escort düzce escort edirne escort edremit escort fethiye escort gelibolu escort gemlik escort escort
boyabat escort inegöl escort kovancılar escort bolvadin escort meram escort çukurova escort nazilli escort aliağa escort karatay escort serdivan escort bozüyük escort muratpaşa escort ürgüp escort karacabey escort iskilip escort kelkit escort didim escort datça escort yüreğir escort escort osmaneli escort ayvalık escort escort odunpazarı escort zile escort amasra escort söke escort edremit escort sorgun escort hendek escort ilkadım escort kaman escort bayraklı escort lara escort banaz escort bandırma escort kepez escort osmancık escort sultanahmet escort akyazı escort kozan escort izmit escort gelibolu escort dudullu escort köyceğiz escort kemer escort çaycuma escort tepebaşı escort