ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଅଜଣା ଗାଡି ଧକ୍କା ରେ ବାଇକ ଆରୋହୀ ଆହତ 

ପାପଡାହାଣ୍ଡି ,15/12, ମନିସ — ପାପଡାହାଣ୍ଡି ବ୍ଲକ ମୈଦଲପୁର ଥାନା ଅନ୍ତର୍ଗତ ସାପ୍ତାହିକ ହାଟପଦା ନିକଟରେ ଏକ ଅଜଣା ଗାଡି ଧକ୍କା ରେ ବାଇକରେ ବସିଥିବା ଦୁଇଜଣ ଆରୋହୀ ଆହତ ହୋଇଛନ୍ତି l ସେମାନେ ହେଲେ ମୈଦଲପୁର ପଂଚାୟତ ର ଆମ୍ବଡା ପଦର ଗାଁ ର ବିରେନ୍ଦ୍ର ସାନ୍ତା (25)ଓ ଦେବ ମାଝୀ (20) l ସୂଚନା ଅନୁସାରେ, ବୀରେନ୍ଦ୍ର ଓ ଦେବ କୌଣସି କାମ ରେ ଆମ୍ବଡାପଦର ରୁ ବାହାରି ମୈଦଲପୁର ଅଭିମୁଖେ ଏକ ବାଇକ (OD 24E 8240)ରେ ଅପରାହ୍ନ 5ଟା ସମୟରେ ଆସୁଥିବା ବେଳେ ଅପର ପଟରୁ ଯାଉଥିବା ଏକ ଅଜଣା ଗାଡି ଧକ୍କା ଦେଇ ଘଟଣା ସ୍ଥଳରୁ ଫେରାର ହୋଇଯାଇଥିଲା l ସେଠାରୁ କିଛି ଗ୍ରାମବାସୀ ସେମାନଂକୁ ଉଦ୍ଧାର କରି ଅଟ ଯୋଗେ ମୈଦଲପୁର ମେଡିକାଲ ରେ ଭର୍ତ୍ତି କରି ପ୍ରାଥମିକ ଚିକିତ୍ସା କରି ଘର କୁ ଛାଡି ଦେଇଥିଲେ ।

ପାପଡାହାଣ୍ଡି ରୁ ସ୍ବପ୍ନଜିତ ପଟନାୟକ ଙ୍କ ରିପୋର୍ଟ 

Related posts

ଥୁଆମୂଳ ରାମପୁର ବ୍ଳକର ବିଭିନ୍ନ ସ୍ଥାନରେ ଆଦିବାସୀ ଙ୍କ ଗୁଡିଚଗା ପର୍ବ 

Sunil Chandra Nayak

ଶ୍ରୀମତୀ କଲ୍ୟାଣୀ ନନ୍ଦ ଙ୍କ ପ୍ରବନ୍ଧ ଶ୍ରୀମନ୍ଦିରରେ ଗଣପତିଙ୍କ ପୂଜନ

Sunil Chandra Nayak

ଜୀ ସାର୍ଥକରେ ‘ସାରେଗାମାପା’ର ପ୍ରସାରଣ ୨୦ ଅଗଷ୍ଟରୁ ଆରମ୍ଭ ହୋଇଛି..

Sunil Chandra Nayak

Leave a Comment

error: Content is protected !!
çukurova escort dalaman escort datça escort didim escort düzce escort edirne escort edremit escort fethiye escort gelibolu escort gemlik escort escort
boyabat escort inegöl escort kovancılar escort bolvadin escort meram escort çukurova escort nazilli escort aliağa escort karatay escort serdivan escort bozüyük escort muratpaşa escort ürgüp escort karacabey escort iskilip escort kelkit escort didim escort datça escort yüreğir escort escort osmaneli escort ayvalık escort escort odunpazarı escort zile escort amasra escort söke escort edremit escort sorgun escort hendek escort ilkadım escort kaman escort bayraklı escort lara escort banaz escort bandırma escort kepez escort osmancık escort sultanahmet escort akyazı escort kozan escort izmit escort gelibolu escort dudullu escort köyceğiz escort kemer escort çaycuma escort tepebaşı escort