ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ସମିତି ବୈଠକ ଅନୁଷ୍ଠିତ

ପାପଡାହାଣ୍ଡି,15/ 12,ମନିସ – ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ସଭା ଗୃହ ଠାରେ ଗୁରୁବାର ସ୍ୱତନ୍ତ୍ର ସମିତି ବୈଠକ ଅନୁଷ୍ଠିତ ହୋଇଯାଇଛି | ବ୍ଲକ ଅଧକ୍ଷା ହେମଲତା ମାଝୀ ଙ୍କ ଅଧକ୍ଷତା ରେ ଅନୁଷ୍ଠିତ ଏହି ବୈଠକ ରେ ସରକାରୀ ଯୋଜନା କୁ 100 ପ୍ରତିଶତ କାର୍ଯ୍ୟ କରିବାକୁ ନିର୍ଦେଶ ଥିବାବେଳେ ଲୋକ ଯୋଜନା ଅଭିଯାନ କାର୍ଯ୍ୟକ୍ରମ ରେ ଦରିଦ୍ର ମୁକ୍ତ ଏବଂ ଜୀବନ ଜୀବିକା ଗ୍ରାମ, ସୁସ୍ଥ ପଂଚାୟତ ଗଠନ, ଶିଶୁ ପ୍ରିୟ ଗ୍ରାମ ପଂଚାୟତ ଆଦି ସମସ୍ତ ଯୋଜନା କୁ କିପରି 100 ପ୍ରତିଶତ ସଫଳ ହୋଇ ପାରିବ ସେ ନେଇ ବିସ୍ତୃତ ଆଲୋଚନା ହୋଇଥିଲା | ଏହି ବୈଠକରେ ପାପଡାହାଣ୍ଡି ବ୍ଲକ ଉପାଧ୍ୟକ୍ଷ ସୁଶାନ୍ତ କୁମାର ବେହେରା ସମସ୍ତ ପଂଚାୟତ ସ୍ତରରେ ଲୋକ ପ୍ରତିନିଧି ଏବଂ ସରପଞ୍ଚ ମାନେ ପ୍ରତ୍ୟେକ ଗ୍ରାମରେ ଲୋକଙ୍କୁ ସଚେତନ କରାଇବା ପାଇଁ କହିବା ସହ ସରକାର ଙ୍କ ସମସ୍ତ ଯୋଜନା ସଫଳ କରିବାକୁ ପରାମର୍ଶ ଦେଇଥିଲେ | ଏହି କାର୍ଯ୍ୟକ୍ରମ କୁ ବ୍ଲକ ପଂଚାୟତ ଅଧିକାରୀ ଅକ୍ଷୟ ପଟନାୟକ ପରିଚାଳନା କରିଥିବା ବେଳେ, ମୁଖ୍ୟ ଅଥିତି ଭାବେ ନବରଙ୍ଗପୁର ଜିଲ୍ଲାପରିଷଦ ଅଧକ୍ଷ ମୋତିରାମ ନାୟକ, ବିଡ଼ିଓ ରଂଜିତା ମଲିକ, ତହସିଲଦାର ଜଗେଶ୍ୱର ଭୋଇ, ରଜନୀ ଶାସମଲ ପ୍ରମୁଖ ମଂଚାସୀନ ଥିଲେ | ଏହି କାର୍ଯ୍ୟକ୍ରମ ରେ ବିଭିନ୍ନ ବିଭାଗ ର ଅଧିକାରୀ ଓ କର୍ମଚାରୀ ଙ୍କ ସମେତ ସମସ୍ତ ସରପଞ୍ଚ ଏବଂ ସମିତି ସଭ୍ୟା ସଭ୍ୟ ପ୍ରମୁଖ ଉପସ୍ଥିତ ଥିଲେ |

ପାପଡାହାଣ୍ଡି ରୁ ସ୍ବପ୍ନଜିତ ପଟନାୟକ ଙ୍କ ରିପୋର୍ଟ 

Related posts

ପୋଷାକ ବିତରଣ ଉତ୍ସବ

Sunil Chandra Nayak

ବିଜେପି ନଦୀ ସୁରକ୍ଷା ସମିତି ତରଫରୁ ରାଇରଙ୍ଗପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ 

ଜୀ ସାର୍ଥକର ନୂଆ ଓଡିଆ ଚଳଚ୍ଚିତ୍ର ‘ପାରି କରିବେ ଭୋଳା ଶଙ୍କର’ର ଅଡିଓ ରିଲିଜ

Sunil Chandra Nayak

Leave a Comment

error: Content is protected !!
çukurova escort dalaman escort datça escort didim escort düzce escort edirne escort edremit escort fethiye escort gelibolu escort gemlik escort escort
boyabat escort inegöl escort kovancılar escort bolvadin escort meram escort çukurova escort nazilli escort aliağa escort karatay escort serdivan escort bozüyük escort muratpaşa escort ürgüp escort karacabey escort iskilip escort kelkit escort didim escort datça escort yüreğir escort escort osmaneli escort ayvalık escort escort odunpazarı escort zile escort amasra escort söke escort edremit escort sorgun escort hendek escort ilkadım escort kaman escort bayraklı escort lara escort banaz escort bandırma escort kepez escort osmancık escort sultanahmet escort akyazı escort kozan escort izmit escort gelibolu escort dudullu escort köyceğiz escort kemer escort çaycuma escort tepebaşı escort