ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ନିଆଁ ରେ ପୋଡି ବୃଦ୍ଧା ଙ୍କ ମୃତ୍ୟୁ

କୋକସରା,୧।୨- କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ବ୍ଲକ କୋକସରା ଥାନା ଜୟନ୍ତପୁର ପଞ୍ଚାୟତ ଅନ୍ତର୍ଗତ ରଇନଗୁଡା ଗ୍ରାମରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ସୁରେନ୍ଦ୍ରୀ ମାଝୀ ନାମ୍ନୀ ଜଣେ ୮୪ ବର୍ଷୀୟ ମହିଳା ନିଆଁ ପୋଡି ଜୀବନ୍ତ ଦଗ୍ଧ ହୋଇ ଥିବା ଦେଖାଦେଇଛି। ସୂଚନା ମତେ ମହିଳା ଜଣକ ନିଜ କୋଠରୀ ଭିତରେ ଖଟ ରେ ଶୋଇଥିବା ଅବସ୍ଥାରେ ନିଜ କପଡା ରେ ନିଆ ଲାଗିଯାଇଥିଲା । ବୃଦ୍ଧା ଜଣକ ଶୀତ ଦାଉ ରୁ ରକ୍ଷା ପାଇବାକୁ ଶୋଇଥିବା ଖଟ ତଳରେ ନିଆଁ ରଖିଥିଲେ । କୌଣସି କାରଣ ବଶତଃ ନିଜ ଗୋଡେଇ ହୋଇଥିବା କମଳ ରେ ନିଆଁ ଲାଗି ଦଗ୍ଧ ହୋଇ ଯାଇଥିବା ପରିବାର ଲୋକ ପ୍ରକାଶ କରିଛନ୍ତି। ଖବର ପାଇ କୋକସରା ପୋଲିସ ଘଟଣା ସ୍ଥଳରେ ଆସି ଶବ ଉଦ୍ଧାର କରିବା ସହ ଶବ ବ୍ୟବଚ୍ଛେଦ ପାଇଁ କୋକସରା ଡାକ୍ତର ଖାନା ପଠାଇବା ସହ ଅଧିକ ତଦନ୍ତ ଆରମ୍ଭ କରିଛି। ଏନେଇ କୋକସରା ଥାନା ଏ ଏସ ଆଇ ଭରତ ଲାଲ ଅହୀର ଙ୍କୁ ପଚାରିବାରୁ ପ୍ରାଥମିକ ଭାବେ ନିଆଁ ରେ ପୋଡି ମୃତ୍ୟୁ ହୋଇଥିବା ଜଣାପଡିଛି ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିଲେ ପ୍ରକୃତ ଘଟଣା ଜଣାପଡିବ ବୋଳି କହିଛନ୍ତି। ଏ ନେଇ କୋକସରା ଥାନା କେଶ ନମ୍ବର ୩/୨୦୨୨ରେ ଏକ ଅପମୃତ୍ୟ ମାମଲା ରୁଜୁ ହୋଇଥିବା ସୂଚନା ମିଳିଛି।

Related posts

ଲଙ୍ଗଳେଶ୍ଵର ମିଡିଆ ହାଉସ୍ ପକ୍ଷରୁ ଜାତୀୟ ପ୍ରେସ ଦିବସ ପାଳିତ

Sunil Chandra Nayak

ପ୍ରଫେଟ ମହମ୍ମଦ ଙ୍କ ଜନ୍ମ ଜୟନ୍ତି ଉପଲକ୍ଷେ ଶୋଭାଯାତ୍ରା

masiha

ବିଦେଶୀ ମଦ ବୋଝେଇ ବୋଲେରୋ ଜବତ 

Sunil Chandra Nayak

Leave a Comment

error: Content is protected !!
çukurova escort dalaman escort datça escort didim escort düzce escort edirne escort edremit escort fethiye escort gelibolu escort gemlik escort escort
boyabat escort inegöl escort kovancılar escort bolvadin escort meram escort çukurova escort nazilli escort aliağa escort karatay escort serdivan escort bozüyük escort muratpaşa escort ürgüp escort karacabey escort iskilip escort kelkit escort didim escort datça escort yüreğir escort escort osmaneli escort ayvalık escort escort odunpazarı escort zile escort amasra escort söke escort edremit escort sorgun escort hendek escort ilkadım escort kaman escort bayraklı escort lara escort banaz escort bandırma escort kepez escort osmancık escort sultanahmet escort akyazı escort kozan escort izmit escort gelibolu escort dudullu escort köyceğiz escort kemer escort çaycuma escort tepebaşı escort