ଢେ଼ଙ୍କାନାଳ(ମ ସୀ ହା )୧୯/୧୨_ ଆଜି ସକାଳ ଛଅଟା ସମୟ ରେ ଟାଟା ଷ୍ଟିଲ କମ୍ପାନୀ କୁ ଡିଉଟି କରିବା ପାଇଁ ବାଇକ୍ ଯୋଗେ ( OD 19F1631)ଯାଉଥିଲା ବେଳେ ହିନ୍ଦୋଳ ରୋଡ କଲେଜ ଛକ ଠାରେ ବାବନ୍ଧ୍ ଗ୍ରାମ ର ତପନ ଭରଦ୍ୱାଜ ଉପରକୁ ଟିପର ଗାଡ଼ି O D04 M4578 ଦୃତ ବେଗରେ ମାଡ଼ି ଆସିଥିଲା l ଫଳ ରେ ଗାଡି ଭାଙ୍ଗି ରୁଜି ଚୂର୍ ମାର ହୋଇ ଯାଇଛି ।ଚାଳକ ଗାଡ଼ି ରୁ ଡେଇଁ ପଡି ଥିଲେ ଓ ମୃତ୍ୟୁ ମୁଖରୁ ବଂଚିଗଲେ।
ଢେ଼ଙ୍କାନାଳ ରୁ ନାୟକ ଅକ୍ଷୟ ରାଜହସ୍ତୀ ଙ୍କ ରିପୋର୍ଟ୍