ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

୧୯୯୨ମାଟ୍ରିକ ବ୍ୟାଚ ପୁରାତନଛାତ୍ର ଙ୍କ ବନ୍ଧୁ ମିଳନ।

ଜୁନାଗଡ଼ ୧୯/୧୨ (ମ ନି ସ)କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ସହର ର ସର୍ଵ ପୁରାତନ ସରକାରୀ ଉଚ୍ଚ ବିଦ୍ୟାଳୟ ର୧୯୯୨ମାଟ୍ରିକ ବ୍ୟାଚ ର ପୁରାତନ ଛାତ୍ର ଙ୍କ ବନ୍ଧୁ ମିଳନ ସହର ନିକଟସ୍ଥ ଡାବଝରଣ ସ୍ଥିତ ନାୟକ ଫାର୍ମ ହାଉସ ରେ ଅନୁଷ୍ଠିତ ହୋଇଯାଇଛି l ଏହି ବନ୍ଧୁ ମିଳନ ଦୀର୍ଘ ୩୦ ବର୍ଷ ପରେ ପ୍ରଥମ ଥର ହୋଇଥିଲା ଏବଂ ସମସ୍ତ ଛାତ୍ର ଙ୍କ ମଧ୍ୟରେ ଉସାହ ସହ ଭାବର ଆଦାନ ପ୍ରଦାନ କରିଥିଲେ।lଏଥିରେ ସହର ତଥା ଅlଖ ପାଖ ଅଞ୍ଚଳର ପ୍ରାୟ ୬୦ ଜଣ ପୁରାତନ ଛାତ୍ର ଉପସ୍ଥିତ ରହିଥିଲେ l ଦୀର୍ଘ ୩୦ ବର୍ଷ ପରେ ଏହି ବନ୍ଧୁ ମିଳନ ହୋଇ ଥିବାରୁ ସମସ୍ତେ ମିଳିତ ଭାବେ ସମାଜର ଉନ୍ନତି ପାଇଁ କାର୍ଯ୍ୟ କରିବାକୁ ଦୃଢ ସଂକଳ୍ପ ନେଇଥିଲେ l ଉପସ୍ଥିତ ସମସ୍ତ ଙ୍କ ମଧ୍ୟରେ ଥିବା ଦୀର୍ଘ ଦିନର ବ୍ୟବଧାନ ପରେ ଯେଉଁ ମାନେ ଉପସ୍ଥିତ ହୋଇଥିଲେ ପରବର୍ତ୍ତୀ ଦିନମାନଙ୍କରେ ଅନୁପସ୍ଥିତ ପୁରାତନ ଛାତ୍ରଙ୍କୁ ଏକତ୍ରିତ କରଯିବାକୁ ଆଲୋଚନା ହୋଇଥିଲା।

ଜୁନାଗଡ଼ ରୁ ନରେନ୍ଦ୍ର ଖିତି ଙ୍କ ରିପୋର୍ଟ 

Related posts

ଯାଦବ ମହାସଭା ପକ୍ଷରୁ ଯାଦବ ସୌର୍ଯ୍ୟ ଦିବସ ପାଳନ

Sunil Chandra Nayak

ସୁରେଶ ଚନ୍ଦ୍ର ପାଢୀ ଙ୍କ ଭଜନ ଜଗବନ୍ଧୁ

Sunil Chandra Nayak

ଜିଲ୍ଲା ସ୍ତରୀୟ ୭୧ ତମ ଗୋ_ସମ୍ବର୍ଦ୍ଧନା ଉତ୍ସବ ପାଳିତ

Sunil Chandra Nayak

Leave a Comment

error: Content is protected !!
çukurova escort dalaman escort datça escort didim escort düzce escort edirne escort edremit escort fethiye escort gelibolu escort gemlik escort escort
boyabat escort inegöl escort kovancılar escort bolvadin escort meram escort çukurova escort nazilli escort aliağa escort karatay escort serdivan escort bozüyük escort muratpaşa escort ürgüp escort karacabey escort iskilip escort kelkit escort didim escort datça escort yüreğir escort escort osmaneli escort ayvalık escort escort odunpazarı escort zile escort amasra escort söke escort edremit escort sorgun escort hendek escort ilkadım escort kaman escort bayraklı escort lara escort banaz escort bandırma escort kepez escort osmancık escort sultanahmet escort akyazı escort kozan escort izmit escort gelibolu escort dudullu escort köyceğiz escort kemer escort çaycuma escort tepebaşı escort