ଭୁବନେଶ୍ୱର / ରାଜ୍ୟ ଭାରତୀୟ ଜନତା ପାର୍ଟି କାର୍ଯ୍ୟାଳୟରେ କ୍ଷେତ୍ରୀୟ ପ୍ରଭାରୀ ଶ୍ରୀ ସୁନୀଲ ବଂଶଲ ପ୍ରଭାରୀ ଶ୍ରୀମତୀ ଦାଗଗୁ ବତୀ ପୁରେନ୍ଦର ଶ୍ୱରୀ , କେନ୍ଦ୍ରମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ , ସହ ପ୍ରଭାରୀ ଶ୍ରୀ ବିଜୟ ପାଲ ସିଂ ତୋମାର , ସଭାପତି ଶ୍ରୀ ସମୀର ମହାନ୍ତି ଏବଂ ବରିଷ୍ଠ ନେତୃବୃନ୍ଦଙ୍କ ଉପସ୍ଥିତିରେ କୋର୍ କମିଟି ବୈଠକରେ ଯୋଗଦେଲେ ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ତଥା କେନ୍ଦ୍ରାପଡ଼ାର ପୂର୍ବତନ ସାଂସଦ ଶ୍ରୀ ବୈଜୟନ୍ତ ପଣ୍ଡା ମହୋଦୟ । ଅନେକ ଦିନପରେ ଯୋଗଦାନ କରିଥିବାରୁ ବିଭିନ୍ନ ଜିଲ୍ଲା ଓ ବ୍ଲକ ରେ ନେତା ଓ କର୍ମୀ ମାନଙ୍କ ମହଲରେ ଖୁସି ର ଲହରୀ ଦୃଶ୍ୟ ଦେଖିବାକୁ ମିଳିଛି,!
previous post