ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ନିଆଁ ଲାଗି ଧାନଗଦା ନଷ୍ଟ

ଡ଼ାବୁଗାଁ, ୨୦/୧୨ (ମ.ନି.ସ.)- ନବରଙ୍ଗପୁର ଜିଲ୍ଲା ଡ଼ାବୁଗାଁ ଥାନା ଅଧୀନ ଝରିଗାଁ ବ୍ଲକ ଧାମଣାଗୁଡା ପଂଚାୟତ ଅନ୍ତର୍ଗତ ଖୁଟୁବାଇ ଗ୍ରାମରେ ଘଟିଯାଇଛି ଏକ ଅଭାବନିୟ ଘଟଣା |ଗ୍ରାମର ୮ଜଣ ବ୍ୟକ୍ତି ୨୩ଏକର ଜମିରୁ ୮ଗଦା ଧାନ ଅମଳ କରି ଘର ପାଖରେ ସାଇତି ରଖିଥିଲେ, ହେଲେ ସୋମବାର ମଧ୍ୟ ରାତ୍ରି ସମୟରେ ଧାନଗଦା ରେ କୌଣସି କାରଣ ବଶତଃ ନିଆଁ ଲାଗିଯାଇଥିଲା | ସୂଚନା ପ୍ରକାରେ ଖୁଟୁବାଇ ଗ୍ରାମର ଦୀନବନ୍ଧୁ ଗୌଡ଼, ଜୟମଣୀ ଗୌଡ଼, କରୁଣା ଗୌଡ , ବୈକୁଣ୍ଠ ଗୌଡ଼ ବୁଟୁ ଗୌଡ଼ , କେଶବ ଗୌଡ , ସେବତୀ ଗୌଡ ଓ କହ୍ନେଇ ଗୌଡ ନିଜ ନିଜ ଜମିରୁ ଧାନ ସବୁ କାଟିଆଣି ଘର ପାଖରେ ଗଦା କରି ରଖିଥିଲେ |ଦୁଃର୍ଭାଗ୍ୟ ବଶତଃ କୌଣସି ସୂତ୍ରରୁ ଧାନ ଗଦା ରେ ନିଆଁ ଲାଗି ଯାଇଥିଲା | ଏହାଦେଖି ଗ୍ରାମବାସୀ ନିଆଁ କୁ ଆୟତ କରିବା ନିମନ୍ତେ ଚେଷ୍ଟା କରିଥିଲେ ପରେ ଡ଼ାବୁଗାଁ ଦମକଳ ବାହିନୀ କୁ ଖବର ଦିଆଯାଇଥିଲା ଖବର ପାଇ ରାତ୍ର ପ୍ରାୟ ୧୨ ଘ ସମୟରେ ଦମକଳ ବାହିନୀ ସେଠାରେ ପହଞ୍ଚି ନିଆଁ କୁ ଆୟତ କରିଥିଲେ । ୮ଜଣ ଧାନ ଜମାକାରୀ ଙ୍କ ମଧ୍ୟରେ ଜୟମଣୀ ଅଧିକ କ୍ଷତିଗ୍ରସ୍ତ ହୋଇଥିବା ସୂଚନା ମିଳିଛି | ଗ୍ରାମବାସୀ ଓ ଅଗ୍ନିଶମ ବିଭାଗ ର କର୍ମଚାରୀ ମିଶି ନିଆଁ କୁ ଆୟତ କରିବାକୁ ଚେଷ୍ଟା କରି ସଫଳ ହୋଇଥିଲେ । ଏହି ଅଗ୍ନିକାଣ୍ଡ ରେ ମୋଟ ୧ଲକ୍ଷ ୨୦ହଜାର ଟଙ୍କା ର ଧାନ ନଷ୍ଟ ହୋଇଥିବା ସୂଚନା ମିଳିଛି । ଡାବୁଗାଁ ଅଗ୍ନିଶମ ବିଭାଗ ର ଏଫ୍ ଏମ୍ ଡି ଉପେନ୍ଦ୍ର ମହାରଣା , ଅଗ୍ନିକ ପ୍ରସନ୍ନ ବିଶ୍ୱାସ , ହିରୋଜ କୁମାର ବେହେରା , ମାନସିଂ ଶବର ଓ ହେମନ୍ତ ମାଝୀ ସେଠାରେ ପହଞ୍ଚି ନିଆଁ କୁ ଆୟତ କରିଥିଲେ ।ଅଗ୍ନିଶମ ବିଭାଗ କୁ ସୂଚନା ଦେଇଥିଲେ |ଅଗ୍ନିଶମ ଗାଡି ଗ୍ରାମ ରେ ପହଂଚି ନିଆଁ କୁ ଆୟତ କରିଥିଲେ | ଜଳି ଯାଇଥିବା ଧାନ ର ପରିମାଣ ଫେରିପାଇବା ଆଶାରେ ଜଗିବସିଛନ୍ତି ଚାଷୀ । ସୂଚନା ଥାଉକି ଜୟମଣି ଯାହାର ୪ ଏକର ଜମିରୁ ଧାନ ସଂଗ୍ରହ ହୋଇ ରହିଥିଲା ସେଥିରେ ମଧ୍ୟ ନିଆଁ ଲାଗିଯାଇଥିଲା । ବହୁ ଚେଷ୍ଟା ପରେ ନିଆଁ ଆୟତ ହୋଇଥିଲା । ଜୟମଣୀ ଜଣେ ବିଧବା ସ୍ତ୍ରୀ ହୋଇଥିବାରୁ ତାଙ୍କୁ ସହାୟତା ପ୍ରଦାନ କରାଯିବା ନେଇ ଗ୍ରାମବାସୀ ଦାବିକରିଛନ୍ତି ।

ଡାବୁଗାଁ ରୁ ପ୍ରଜ୍ଞାରଞ୍ଜନ ପରିଡାଙ୍କ ରିପୋର୍ଟ

Related posts

ବିପର୍ଯ୍ୟୟ ପରିଚାଳନା ପାଇଁ ବିଶୋଇବ୍ଲକସ୍ତରୀୟ ବିପର୍ଯ୍ୟୟ ପରିଚାଳନା ମକଡ୍ରିଲ 

Sunil Chandra Nayak

ବନ୍ଧୁକ ଦେଖାଇ ମାଓବାଦୀ ନାମରେ ଟଙ୍କା ମାଗି ଜଣେ ଗିରଫ

ଲୋକପ୍ରତିନିଧିଙ୍କ 5 ଟି ସ୍କୁଲ ପରିଦର୍ଶନ , ନିମ୍ନମାନର କାମ ହୋଇଥିବା ଅଭିଯୋଗ

Sunil Chandra Nayak

Leave a Comment

error: Content is protected !!
çukurova escort dalaman escort datça escort didim escort düzce escort edirne escort edremit escort fethiye escort gelibolu escort gemlik escort escort
boyabat escort inegöl escort kovancılar escort bolvadin escort meram escort çukurova escort nazilli escort aliağa escort karatay escort serdivan escort bozüyük escort muratpaşa escort ürgüp escort karacabey escort iskilip escort kelkit escort didim escort datça escort yüreğir escort escort osmaneli escort ayvalık escort escort odunpazarı escort zile escort amasra escort söke escort edremit escort sorgun escort hendek escort ilkadım escort kaman escort bayraklı escort lara escort banaz escort bandırma escort kepez escort osmancık escort sultanahmet escort akyazı escort kozan escort izmit escort gelibolu escort dudullu escort köyceğiz escort kemer escort çaycuma escort tepebaşı escort