ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଆଇନ ମହାବିଦ୍ୟାଳୟ ପୁରାତନ ଛାତ୍ର ସଂସଦର ସଚେତନତା କାର୍ଯ୍ୟକ୍ରମ 

ରାଉରକେଲା/ ରାଉରକେଲା ଆଇନ ମହାବିଦ୍ୟାଳୟ (ଆଲୁମନି)ପୁରାତନ ଛାତ୍ର ସଂସଦ ତରଫରୁ ସେକ୍ଟର ୨୧ ନୟାବଜାର ସ୍ଥିତ ଭବାନୀପୁର ଉତ୍ତମ ବସ୍ତି ଠାରେ ଏକ ଆଇନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଆଲୁମନି ଆସୋସିଏସନ୍ ର ସଭାପତି ଡଃ ସୁମନ ଦତ୍ତଙ୍କ ସଭାପତିତ୍ବ ଉପ ସଭାପତି ବବିତା ମହାପାତ୍ରଙ୍କ ଆବାହକତ୍ବରେ ଆୟୋଜିତ ଏହି କାର୍ଯ୍ୟକ୍ରମ ରେ ମୁଖ୍ୟଅତିଥି ଭାବେ ଆଇନ ମହାବିଦ୍ୟାଳୟ ର ଅଧ୍ୟକ୍ଷ ଡଃ ଦେବେନ୍ଦ୍ର ନାଥ ବେହେରା ଓ ସମ୍ମାନିତ ଅତିଥି ଭାବେ ଆଲୁମନି ତଥା ସାମାଜିକ କର୍ମୀ ପଶୁପତିନାଥ ଚାଟାର୍ଜୀ ଯୋଗଦେଇ ବସ୍ତି ବାସିନ୍ଦାଙ୍କ ମଧ୍ୟରେ ଆଇନ ସଂପର୍କୀତ ବିଭିନ୍ନ ତଥ୍ୟ ଉପସ୍ଥାପନ କରିବା ସହ ଏଭଳି କାର୍ଯ୍ୟକ୍ରମକୁ ଉଚ୍ଚ ପ୍ରଶଂସା କରିଥିଲେ। ସଭାପତି ଡଃ ଦତ୍ତ ଓ ଉପସଭାପତି ଶ୍ରୀ ମତୀ ମହାପାତ୍ର ଆଇନର ବିଭିନ୍ନ ଦିଗ ଉପରେ ଆଲୋଚନା କରି ବସ୍ତିବାସିନ୍ଦା ଙ୍କ ବିଭିନ୍ନ ପ୍ରଶ୍ନର ଉତ୍ତର ରଖିଥିଲେ। ଏହା ସହ କରୋନା ମହାମାରୀରୁ ରକ୍ଷା ପାଇବା ପାଇଁ ଆବଶ୍ୟକ ସଚେତନତା ବାର୍ତ୍ତା ସହ ମାସ୍କ ବଣ୍ଟନ କରାଯାଇଥିଲା।

ଅନ୍ୟ ମାନଙ୍କ ମଧ୍ୟରେ ମୁଖପାତ୍ର ସର୍ବଶ୍ରୀ କୁଞ୍ଜବିହାରୀ ରାଉତ, ଆଇନ ମହାବିଦ୍ୟାଳୟ ର ଅଧ୍ୟାପକ ତନ୍ମୟ ରାଜ ପାଢୀ, ଅଧ୍ୟାପିକା ଡଃ ପ୍ରଜ୍ଞା ପରମିତା ପଣ୍ଡା, ଡଃ ଦ୍ବିବେନ୍ଦୁ କୁମାର ପଣ୍ଡା, ଡଃ ସଂପାଦିକା ମହାନ୍ତି, ରାମ ବଣିଆ, ନିତ୍ୟାନନ୍ଦ ବିଶୋଇ,ହୃଦୟ ରଂଜନ ମହାନ୍ତି, ନନ୍ଦ କିଶୋର ମହନ୍ତ, ଦେବକୀ କାରୁଆ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ। ଶେଷରେ ଆଲୁମନି ଆସୋସିଏସନ୍ ର କୋଷାଧ୍ୟକ୍ଷା ଡଃ ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ। କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ 

Related posts

କୋକସରା ପୁଲିସ ରେ ବିଜୟା ଦଶମୀ ଉତ୍ସବ ରେ ପୁଜିତ ହେଲେ ମା ଭଣ୍ଡାର ଘରଣୀ

Sunil Chandra Nayak

ମହିଳା ସ୍ୱୟଂ ସହାୟକଙ୍କୁ ଚାଉଳ ବଣ୍ଟନରୁ ବାଦ ଦେବାକୁ ନେଇ ବ୍ଲକ ଘେରାଉ, ବିଡ଼ିଓଙ୍କୁ ଦାବିପତ୍ର ପ୍ରଦାନ

Sunil Chandra Nayak

2002 ମାଟ୍ରିକ ବ୍ୟାଚର ବନ୍ଧୁ ମିଳନ

Sunil Chandra Nayak

Leave a Comment

error: Content is protected !!
çukurova escort dalaman escort datça escort didim escort düzce escort edirne escort edremit escort fethiye escort gelibolu escort gemlik escort escort
boyabat escort inegöl escort kovancılar escort bolvadin escort meram escort çukurova escort nazilli escort aliağa escort karatay escort serdivan escort bozüyük escort muratpaşa escort ürgüp escort karacabey escort iskilip escort kelkit escort didim escort datça escort yüreğir escort escort osmaneli escort ayvalık escort escort odunpazarı escort zile escort amasra escort söke escort edremit escort sorgun escort hendek escort ilkadım escort kaman escort bayraklı escort lara escort banaz escort bandırma escort kepez escort osmancık escort sultanahmet escort akyazı escort kozan escort izmit escort gelibolu escort dudullu escort köyceğiz escort kemer escort çaycuma escort tepebaşı escort