କାମାକ୍ଷାନଗର (ମ ନି ସ)21/12/ କାମାକ୍ଷାନଗର ବ୍ଳକ୍, ଢେଙ୍କାନାଳ, ଅଣ୍ଡର ୧୪ ଏବଂ ସେକେଣ୍ଡ ଅଣ୍ଡର ୧୭ ପୁଅ ଏବଂ ଝିଅ ଗ୍ରୁପ ଯାହା କୁ ଗୋଷ୍ଠୀ ଶିକ୍ଷାଧିଶ, କାମାକ୍ଷାନଗର, ଢେଙ୍କାନାଳ ଦ୍ବାରା ଆୟୋଜନ କରାଯାଇଥିଲା l ଏଥିରେ ମୁଖ୍ୟ ଅତିଥି ଭାବେ କାମାକ୍ଷାନଗର ବ୍ଲକ ଅଧ୍ୟକ୍ଷ ଶ୍ରୀ ପ୍ରେମାନନ୍ଦ ସାହୁ ଯୋଗ ଦେଇଥିଲେ ବେଳେ ଅନ୍ୟତମ ଅତିଥି ଭାବେ କାମାକ୍ଷାନଗର ବ୍ଲକ ଉପାଧ୍ୟକ୍ଷା ଶ୍ରୀମତୀ ରଞ୍ଜିତା ବିଶ୍ଵାଳ ,ଜିଲ୍ଲା ଶାରୀରିକ ନିରୀକ୍ଷକ ଶ୍ରୀଯୁକ୍ତ ଜ୍ୟୋତି ପ୍ରକାଶ ପରିଡା, ଅବସରପ୍ରାପ୍ତ ରାଷ୍ଟ୍ରପତି ପୁରସ୍କାରପ୍ରାପ୍ତ ପ୍ରଧାନଶିକ୍ଷକ ଶ୍ରୀଯୁକ୍ତ ଗଗନ ବିହାରୀ ପଣ୍ଡା, ବ୍ଲକ ଶିକ୍ଷା ଅଧିକାରୀ, ସ୍ଥାନୀୟ ସରପଞ୍ଚ ଶ୍ରୀଯୁକ୍ତ ରାଧାନାଥ ନାୟକ ଓ ସ୍କୁଲରେ ପରିଚାଳନା ସଦସ୍ୟ ଉପସ୍ଥିତ ଥିଲେ |
କାମାକ୍ଷାନଗରରୁ ପ୍ରହ୍ଲାଦ ମୁଦୁଲିଙ୍କ ରିପୋର୍ଟ