ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଉତ୍ତର ବନଖଣ୍ଡ ନର୍ଲା ରେଞ୍ଜରେ ହାତୀ ମୃତ

ନର୍ଲା ( ମପ୍ର) କଳାହାଣ୍ଡି ଜିଲ୍ଲା ଉତ୍ତର ବନଖଣ୍ଡ ନର୍ଲା ରେଞ୍ଜର ଜାମପଡା ଗାଁ ନିକଟରୁ ଏକ ମୃତ ହାତୀକୁ ଠାବ କରାଯାଇଛି। ପ୍ରଥମେ ସ୍ଥାନୀୟ ଲୋକେ ଆଜି ମୃତ ହାତୀକୁ ଦେଖି ନର୍ଲା ବନବିଭାଗକୁ ଖବର ଦେଇଥିଲେ। ଖବର ପାଇ ନର୍ଲା ରେଞ୍ଜର ଓ ଫରେଷ୍ଟର ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ। ମୃତ ହାତୀର କାରଣ ଶବ ବ୍ୟବଚ୍ଛେଦ ରିପୋର୍ଟ ପରେ ଜଣାପଡ଼ିବ ବୋଲି ନର୍ଲା ବନପାଳ ଭବାନୀ ନାଏକ ଜଣାଇଛନ୍ତି।  ତେବେ ହାତୀ ମରିଥିବା ସ୍ଥାନର ଠିକ୍ ଉପରେ ଉଚ୍ଚ କ୍ଷମତା ସମ୍ପନ୍ନ ବିଦ୍ୟୁତ ତାର ଓହ୍ଲେଇ ହୋଇ ରହିଥିବା ଓ ନିକଟରେ ବିଦ୍ୟୁତ ଖୁଣ୍ଟ ଢଳି ରହିଥିବାରୁ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ହାତୀର ମୃତ୍ୟୁ ଘଟିଥିବା ଜନସାଧାରଣରେ ଆଲୋଚନା ହେଉଛି। ଏଠାରେ ସୂଚନାଯୋଗ୍ୟ ଏହି ଅଞ୍ଚଳରେ ଦୀର୍ଘ ଦିନରୁ ହାତୀପଲ ରହି ଆସୁଥିବା ବେଳେ ଗତ କାଲି ପଲସାପଡା ଗ୍ରାମର ଫକୀର ନାଏକଙ୍କ କଦଳୀ ବଗିଚାରେ ପଶି କଦଳୀ ଚାଷ ନଷ୍ଟ କରିଥିବା ଅଭିଯୋଗ ହୋଇଛି।

ରିପୋର୍ଟ ପ୍ରଦୀପ କୁମାର ଗଉଡ ନର୍ଲା ମସୀହା ପ୍ରତିନିଧି।

Related posts

କୋକସରା – ଏନ୍‌ପିଏସ୍ ଶିକ୍ଷକ ଓ କର୍ମଚାରୀ ସଂଘର ବୈଠକ

ଜନଜାତି ବିଦ୍ୟାଳୟ ପରିଦର୍ଶନ କଲେ ରାଜ୍ୟସଭା ସାଂସଦ, ଯୁକ୍ତ ୨ ଖୋଲିବାକୁ ଦାବି ଜଣାଇଲେ ଅଞ୍ଚଳବାସୀ

Sunil Chandra Nayak

ବର୍ଷା ରେ ଭୁଶୁଡ଼ିଲା ଘର ଅଳ୍ପକେ ବର୍ତିଲେ ୨ ବର୍ଷର ପୁଅ

Sunil Chandra Nayak

Leave a Comment

error: Content is protected !!
çukurova escort dalaman escort datça escort didim escort düzce escort edirne escort edremit escort fethiye escort gelibolu escort gemlik escort escort
boyabat escort inegöl escort kovancılar escort bolvadin escort meram escort çukurova escort nazilli escort aliağa escort karatay escort serdivan escort bozüyük escort muratpaşa escort ürgüp escort karacabey escort iskilip escort kelkit escort didim escort datça escort yüreğir escort escort osmaneli escort ayvalık escort escort odunpazarı escort zile escort amasra escort söke escort edremit escort sorgun escort hendek escort ilkadım escort kaman escort bayraklı escort lara escort banaz escort bandırma escort kepez escort osmancık escort sultanahmet escort akyazı escort kozan escort izmit escort gelibolu escort dudullu escort köyceğiz escort kemer escort çaycuma escort tepebaşı escort