ଗୋଳାମୁଣ୍ଡା/ମସିହା/୧୮/୨/ଗୋଳାମୁଣ୍ଡା ବ୍ଲକରେ ବିଗତ ୨୦ବର୍ଷ ତଳେ ନିର୍ବାଚନ ସମୟରେ ଷ୍ଟ୍ରଙ୍ଗ ରୁମୁକୁ ପୋଡା ଘଟଣାକୁ ନେଇ ଚଳିତ ନିର୍ବାଚନ ରେ ପୁନରାବୃତ୍ତି ହେବ ନି ତୋ ବୋଲି ରାଜନୀତି ମହଲରେ ଆଶଙ୍କା ସୃଷ୍ଟି ହୋଇଛି, ଏହି ପରିପ୍ରେକ୍ଷୀରେ ଅଞ୍ଚଳର ଆଶାୟୀ ସରପଞ୍ଚପ୍ରାଥୀ ଏବଂ ତାଙ୍କର ସମର୍ଥକ ମାନେ ଷ୍ଟ୍ରଙ୍ଗ ରୁମୁରୁ ଚାରି ଶହ ମିଟର ଦୁରତାରେ ଏକ ଖୋଲା ପଡ଼ିଆରେ ରାତ୍ର ଉଜାଗର ରହି ଜଗୁଥିବା ସାଧାରଣ ରେ ଚର୍ଚ୍ଚାର ବିଷୟ ପାଲଟିଛି,
ଗୋଳାମୁଣ୍ଡା ବ୍ଲକରୁ ରାମକୁମାର ସେନାପତି ଙ୍କ ରିପୋର୍ଟ ମସିହା ପ୍ରତିନିଧି,