ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

କଂଗ୍ରେସର ଭୂବନେଶ୍ବର ଚାଲ

  ମୟୂରଭଞ୍ଜ – (ମସିହା) ଆଜି ତା ୧୩ ତାରିଖ ଦିନ ଅଦାନୀ ଜାଲିଆତି ପ୍ରସଙ୍ଗରେ ପ୍ରଦେଶ କଂଗ୍ରେସ ପକ୍ଷରୁ ରାଜଭବନ ଚାଲ ଡାକରା ଦିଆଯାଇଥିଲା l ଅଖିଳ ଭାରତ କଂଗ୍ରେସ କମିଟି ଆହ୍ୱାନ  କ୍ରମେ ପ୍ରଦେଶ କଂଗ୍ରେସ ସଭାପତି ଶ୍ରୀଯୁକ୍ତ ଶରତ ପଟ୍ଟନାୟକଙ୍କ ନେତୃତ୍ୱ ରେ ଏହିକାର୍ଯ୍ୟକ୍ରମ କରାଯାଇ ରାଜଭବନ ମୁଖେ ଏକ ବିରାଟ କଂଗ୍ରେସ କର୍ମୀଙ୍କ ପଟୁଆର ହିଣ୍ଡେନବର୍ଗ ରିପୋର୍ଟ ଓ ପ୍ରଧାନ ମନ୍ତ୍ରୀ ମୋଦିଙ୍କ ଅସାଧୁ ମେଣ୍ଟ ବିରୋଧରେ ଗର୍ଜନ ସଭା ଅନୁଷ୍ଠିତ ହୋଇଯାଇଛି l ଉକ୍ତ କାର୍ଯ୍ୟକ୍ରମରେ ମୟୁରଭଞ୍ଜ ଜିଲ୍ଲାର ଟାଣୁଆ ଯୁବ ସଂଗଠକ କଂଗ୍ରେସ ନେତା ସୁକୁମାର ରଞ୍ଜନ ପ୍ରଧାନ ସମେତ ନୂତନ ଭାବେ ଯୋଗଦାନ କରିଥିବା ବରିଷ୍ଠ କଂଗ୍ରେସ ନେତା ଚନ୍ଦନ କିସ୍କୁ, ବାଦଲ ହେମ୍ବ୍ରମ, ଚନ୍ଦରାୟ ହାଁସଦା ସମେତ ବହୁ କଂଗ୍ରେସ କର୍ମୀ ଯୋଗଦାନ ଦେଇଥିଲେ l

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ 

Related posts

ଝାଡ଼ଖଣ୍ଡ ମୁକ୍ତିମୋର୍ଚା ଦଳରେ ୪୧ ଜଣ ବିଭିନ୍ନ ଦଳର କର୍ମକର୍ତ୍ତା ସାମିଲ 

masiha

ବିଜେପି ନେତା ଲଳିତ ବେହେରା ଙ୍କ ନେତୃତ୍ୱରେ ରାଜନଗର ନିର୍ବାଚନ ମଣ୍ଡଳୀରେ ଶକ୍ତିଶାଳୀ ହେଉଛି ବିଜେପି 

Sunil Chandra Nayak

ବ୍ଲକ ସ୍ତରୀୟ ଆନ୍ଦୋଳନ ପାଇଁ ବ୍ଲକ କଂଗ୍ରେସ ର ପ୍ରସ୍ତୁତି ବୈଠକ

Sunil Chandra Nayak

Leave a Comment

error: Content is protected !!