ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

 ସଂଧ୍ୟା  ୭ ଘଣ୍ଟା ସୁଦ୍ଧା କଳାହାଣ୍ଡି ର ଜିଲ୍ଲା ପରିଷଦ  ୩ ନମ୍ବର ଜୋନର ଭୋଟ ଗଣତି 

ଭବାନୀପାଟଣା:୨୮/୨- ମ.ନି.ସ:- କଳାହାଣ୍ଡି ଜିଲ୍ଲାରେ ଗତ ଜିଲ୍ଳାପରିଷଦ ନିର୍ବାଚନର ଗଣତି କାର୍ଯ୍ଯକ୍ରମର ସଂନ୍ଧ୍ୟା ୭ ଘଣ୍ଟା ସୁଦ୍ଧା ୧୦ ଟି ଜୋନର ଫଳାଫଳ ସୂଚନାରୁ ଜଣାପଡିଛି ଯେ, ଭବାନୀପାଟଣା ୩ ନମ୍ବର ବିଜେଡି ପ୍ରାର୍ଥୀନୀ ପୁଷ୍ପଲତା ନାଏକ ଆଗରେ ଥିବାବେଳେ କଂଗ୍ରେସ ପ୍ରାର୍ଥୀନୀ ଅଙ୍କିତା ବାଗ ପଛରେ ରହିଛନ୍ତି, ଧର୍ମଗଡ ବ୍ଳକର ୩ -ନମ୍ବର ଜୋନରେ ବିଜେଡି ପ୍ରାର୍ଥୀ ପ୍ରଣବ କିଶୋର ଭଇଁସାଲ ଆଗରେ ଥିବାବେଳେ ପଛରେ ବିଜେପି ପ୍ରାର୍ଥ ଅମଜ୍ କୁମାର ପଣ୍ତା ଅଛନ୍ତି,ଗୋଲାମୁଣ୍ତା ବ୍ଳକରେ ବିଜେଡି ପ୍ରାର୍ଥୀ ଜୟସେନ ସାହୁ ଆଗରେ ଅଛନ୍ତି ତାଙ୍କ ପଛରେ ବିଜେପି ପ୍ରାର୍ଥୀ ମୂଖ୍ଯରାଜ୍ ସାହୁ ରହିଛନ୍ତି, ଜୟପାଟଣା ବ୍ଳକରେ ବିଜେଡି ପ୍ରାର୍ଥୀ ମଧୁମିତା ରାଉତ ଆଗରେ ରହିଛନ୍ତି, ତାଙ୍କ ପଛରେ ଅଛନ୍ତି ବିଜେପି ପ୍ରାର୍ଥୀ ଶୁଭସ୍ମିତା ପାଣିଗ୍ରାହୀ,ଜୁନାଗଡ ବ୍ଳକର ୩- ନମ୍ବର ଜୋନର ବିଜେଡି ପ୍ରାର୍ଥୀ ଲାଲବାହାଦୂର ଜାନୀ ଆଗରେ ଓ ପଛରେ ବିଜେପି ପ୍ରାର୍ଥୀ ନୂରର୍ଜୟ ମାଝୀ, କେସିଙ୍ଗା ବ୍କକରେ ବିଜେଡି ପ୍ରାର୍ଥୀ ସୁନୀତା ଶବର ଆଗେ ଓ ପଛରେ କଂଗ୍ରେସ ପ୍ରାର୍ଥ ରତ୍ନମାଳା ମାଝୀ ଅଛନ୍ତି,କୋକସରା ବ୍ଳକର ୩ ନମ୍ବର ଜୋନରେ ବିଜେଡି ପ୍ରାର୍ଥୀନୀ ବୈଜୟନ୍ତୀ ପୁଝାରୀ ଆଗରେ ଓ ପଛରେ ଅଛନ୍ତି ବିଜେପି ପ୍ରାର୍ଥୀନୀ ପ୍ରତିମା ପୂଝାରୀ, ନର୍ଲାବ୍ଳକରେ ବିଜେଡି ପ୍ରାର୍ଥୀନୀ ଲିଲି ଦୀପ ଆଗରେ ଥିବାବେଳେ ପଛରେ ଅଛନ୍ତି କଂଗ୍ରେସ ପ୍ରାର୍ଥୀନୀ ସୁନିତା ନାଏକ, ଭବାନୀପାଟଣା ବ୍ଳକରେ ବିଜେଡି ପ୍ରାର୍ଥୀନୀ ଲକ୍ଷ୍ମୀ ସାହୁ ଆଗରେ ଥିବାବେଳେ ବିଜେପି ପ୍ରାର୍ଥୀନୀ ସନ୍ତୋଷୀ ଦାସ ପଛରେ ରହିଛନ୍ତି,ଜୁନାଗଡ ବ୍ଳକରେ ବିଜେଡି ପ୍ରାର୍ଥୀନୀ ସଙ୍ଗୀତା ଖରସେଲ ଆଗରେ ଆଉ ପଛରେ ବିଜେପି ପ୍ରାର୍ଥୀନୀ ନୀରୁପମା ନାଏକ ରହିଛନ୍ତି,

Related posts

ଶ୍ରୀ ବିଦ୍ୟାଧର ମହାନ୍ତ ଙ୍କ ଅଣୁ ଗଳ୍ପ ହତଭାଗ୍ୟ

Sunil Chandra Nayak

ହସ୍ପିଟାଲକୁ ଆସୁନାହାନ୍ତି ଡାକ୍ତର କିମ୍ବା ନର୍ସ, ରେଜିଷ୍ଟରରେ ଗଡୁଛି ନାଁ

କୁରୁଗୁଡା ଠାରେ ଜୋନ୍ ସ୍ତରୀୟ ଵିଜ୍ଞାନ ପ୍ରଦର୍ଶନୀ ଓ ଭଲିବଲ୍ ପ୍ରତିଯୋଗିତା

Sunil Chandra Nayak

Leave a Comment

error: Content is protected !!
çukurova escort dalaman escort datça escort didim escort düzce escort edirne escort edremit escort fethiye escort gelibolu escort gemlik escort escort
boyabat escort inegöl escort kovancılar escort bolvadin escort meram escort çukurova escort nazilli escort aliağa escort karatay escort serdivan escort bozüyük escort muratpaşa escort ürgüp escort karacabey escort iskilip escort kelkit escort didim escort datça escort yüreğir escort escort osmaneli escort ayvalık escort escort odunpazarı escort zile escort amasra escort söke escort edremit escort sorgun escort hendek escort ilkadım escort kaman escort bayraklı escort lara escort banaz escort bandırma escort kepez escort osmancık escort sultanahmet escort akyazı escort kozan escort izmit escort gelibolu escort dudullu escort köyceğiz escort kemer escort çaycuma escort tepebaşı escort