ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ପ୍ରଧାନମନ୍ତ୍ରୀ ଘର ଚୋରିର ପ୍ରଘଟ କରିବାରେ ସାମ୍ବାଦିକଙ୍କୁ ଗୋଳାମୁଣ୍ଡା ବିଡ଼ିଓଙ୍କ ଉପହାସ

ଗୋଳାମୁଣ୍ଡା/ମସିହା/ତା୪/୩/କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରକୁତ ଗରିବଙ୍କ ପାଇଁ ଘର ଯୋଗାଇ ଦେଇଥିବା ବେଳେ ପଞ୍ଚାୟତର ପିଓଙ୍କ ସହ ସଲାସୁତୁରା ହୋଇ ପ୍ରଧାନମନ୍ତ୍ରୀ ଘରକୁ ଚଞ୍ଚକତା କରି ଦୁଇଟି ଘରକୁ ଜଣେ ବ୍ୟକ୍ତିଙ୍କୁ ତିଆରି କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ପ୍ରଧାନମନ୍ତ୍ରୀଙ୍କୁ ଅଭିଯୋଗ ଘଟଣା ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି । ଏଭଳି ଘଟଣା ଦେଖିବାକୁ ମିଳିଛି କଳାହାଣ୍ଡି ଜିଲ୍ଲା ଗୋଳାମୁଣ୍ଡା ବ୍ଲକର ଖଳିଆପଲି ପଞ୍ଚାୟତ ସ୍ବର୍ଗତ ଋଷିମଣି ଚଳାନକୁ ୨୦୧୭/୧୮ମସିହାରେ ଏକ ଘର ମିଳିଥିଲା, ସେହି ସ୍ଥାନରେ ଲାଗି ଆଉ ଜଣେ ମହିଳା ସ୍ନେହଲତା ଚଳାନକୁ ମିଳିଥିଲା, ସ୍ନେହଲତାଙ୍କ ସ୍ୱାମୀ ମକାରୁ ଚଳାନ ପିଓଙ୍କ ନିର୍ଦ୍ଦେଶ କ୍ରମେ କିଏ ନ ଜାଣିଲା ପରି ଉକ୍ତ ଦୁଇଟି ଘରକୁ ଗୋଟିଏ ଘର କରି ତିଆରି କରିଥିଲେ,ହେଲେ ଗତ ୨୦୨୦ ମସିହାରେ ଋଷିମଣି ଚଳାନଙ୍କ ମୃତ୍ୟୁ ହେବା ପରେ ତାଙ୍କ ସ୍ତ୍ରୀ ଜୁଦ ବେୱା ସରକାରୀ ଘରପାଇଁ ଗତ ତା୧୭/ଜାନୁଆରୀ ମାସରେ ପ୍ରଧାନମନ୍ତ୍ରୀଙ୍କୁ ଅନଲାଇନରେ ଅଭିଯୋଗ କରିଥିଲେ, ଏନେଇ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ କଳାହାଣ୍ଡି ଜିଲ୍ଲାପାଲଙ୍କୁ ତଦନ୍ତ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ, ଜିଲ୍ଲାପାଳଙ୍କ ନିର୍ଦ୍ଦେଶ ମତେ ଗୋଳାମୁଣ୍ଡା ବିଡିଓ ସ୍ନିଗ୍ଧାରାଣୀ ପ୍ରଧାନ ଓ ଏପିଡ଼ି ସହ ପିଇଓ ରମାକାନ୍ତ ମହାପାତ୍ର ଆସି ତଦନ୍ତରୁ ଜାଣି ପାରି ସେହି ଘରକୁ ଋଷିମଣି ଚଳାନଙ୍କ ସ୍ତ୍ରୀ ଜୁଦ ବେୱା     ଙ୍କୁ  ଦୁଇଟି କୋଠରୀ ଦେବାପାଇଁ ମକାରୁ ଚଳାନଙ୍କୁ କହିଵାରୁ ଉଭୟଙ୍କ ମଧ୍ୟରେ ବୁଝାମଣା ହୋଇଛି ବୋଲି ପ୍ରକାଶ କରିଥିଲେ,ଉକ୍ତ ଘଟଣା ଗଣମାଧ୍ୟମ ଦ୍ୱାରା ପ୍ରକାଶିତହୋଇ ଥିବାରୁ ଗଣମାଧ୍ୟମ ପ୍ରତିନିଧିଙ୍କୁ ଗୋଳାମୁଣ୍ଡା ବିଡିିଓ ଉପହାସିତ ଲେଖି ପଠାଇ ଥିବାରୁ ଗଣମାଧ୍ୟମ ପ୍ରତିନିଧିମାନେ ଖୋଭପ୍ରକାଶ କରିଛନ୍ତି,ପୁଣି ଗତକାଲି ଗଣମାଧ୍ୟମ ପ୍ରତିନିଧିମାନେ ଖଳିଆପଲି ଆସି ମକାରୁଚଳାନ, ତାଙ୍କ ସ୍ତ୍ରୀ ସ୍ନେହଲତା ଚଳାନ,ଓ ଜୁଦ ବେୱାଙ୍କୁ ପଚାରିବାରୁ ଉଭୟେ କହିଛନ୍ତି ଯେ ଉକ୍ତ ପ୍ରଧାନମନ୍ତ୍ରୀ ଆବସ ଘରର ସମସ୍ୟା ପିଇଓଙ୍କ ଦ୍ଵାରା ଏଭଳି ଘଟଣା ଘଟିଛି ବୋଲି ଉଭୟେ ହିତାଧିକାରୀ ଗତକାଲି ମେଡିଆ ସାମ୍ନାରେ       ପ୍ରକାଶ କରିଛନ୍ତି,

ଗୋଳାମୁଣ୍ଡା ବ୍ଲକ ମସିହା ପ୍ରତିନିଧି ରାମକୁମାର ସେନାପତି ଙ୍କ ରିପୋର୍ଟ।

Related posts

୫୫ ନଂ. ଜାତୀୟ ରାଜପଥ ସଂପ୍ରସାରଣରେ ଅହେତୁକ ବିଳମ୍ବ ପ୍ରତିବାଦରେ ଧାରଣା, ସାମିଲ ହେଲେ ବିଜେଡି ସାଂସଦ

Sunil Chandra Nayak

ରାଇଘର ଠାରେ ସାହିତ୍ୟ ଏକାଡେମୀର ଅମୃତ ମହୋତ୍ସବ ଓ ଦେଶାତ୍ମବୋଧ କବିତା ଆସର ଅନୁଷ୍ଠିତ

Sunil Chandra Nayak

ନାଗରାଜି ଙ୍କୁ  ପ୍ରଥମ ସୁରେଶ ସମ୍ମାନ ପ୍ରଦାନ

Sunil Chandra Nayak

Leave a Comment

error: Content is protected !!
çukurova escort dalaman escort datça escort didim escort düzce escort edirne escort edremit escort fethiye escort gelibolu escort gemlik escort escort
boyabat escort inegöl escort kovancılar escort bolvadin escort meram escort çukurova escort nazilli escort aliağa escort karatay escort serdivan escort bozüyük escort muratpaşa escort ürgüp escort karacabey escort iskilip escort kelkit escort didim escort datça escort yüreğir escort escort osmaneli escort ayvalık escort escort odunpazarı escort zile escort amasra escort söke escort edremit escort sorgun escort hendek escort ilkadım escort kaman escort bayraklı escort lara escort banaz escort bandırma escort kepez escort osmancık escort sultanahmet escort akyazı escort kozan escort izmit escort gelibolu escort dudullu escort köyceğiz escort kemer escort çaycuma escort tepebaşı escort