ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଓଡ଼ିଆ ଭାଷା ବିକାଶ ମଞ୍ଚର ବସନ୍ତ କବିତା ପାଠୋତ୍ସବ ଓ ସାଂପ୍ରତିକ ଯୁଦ୍ଧ ଆଲୋଚନା 

ରାଉରକେଲା/ ଓଡ଼ିଆ ଭାଷା ବିକାଶ ମଞ୍ଚ ଆନୁକୁଲ୍ୟରେ କଲଚରାଲ ଏକାଡେମୀ ସଭାଗୃହରେ କବି ବଳରାମ ରାଉଳ ଙ୍କ ସଭାପତିତ୍ବରେ ବସନ୍ତ କବିତା ପାଠୋତ୍ସବ ଓ ସାଂପ୍ରତିକ ଯୁଦ୍ଧ ସମ୍ପର୍କରେ ଆଲୋଚନା ସଭା ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିଲେ ଓଡ଼ିଆ ଭାଷା ବିକାଶ ମଞ୍ଚର ସମ୍ପାଦକ ଗାଳ୍ପିକ ନାଟ୍ୟକାର କବି ଆର୍ତ୍ତତ୍ରାଣ ମହାପାତ୍ର। ସାଂପ୍ରତିକ ବିଶ୍ବର ଯୁଦ୍ଧ ବିଭୀଷିକା ଆଲୋଚନା ପରିପ୍ରେକ୍ଷୀରେ ଆମେରିକା ସ୍ବାଧୀନତା ସଂଗ୍ରାମ, ଫରାସୀ ରାଷ୍ଟ୍ର ବିପ୍ଳବ, ପ୍ରଥମ ବିଶ୍ଵଯୁଦ୍ଧ ଓ ଦ୍ବିତୀୟ ବିଶ୍ବଯୁଦ୍ଧ ର ଭୟାବହତା ଓ ମାନବିକତାର ଅଧୋପତନ କେଉଁ ଭଳି ଭାବରେ ନିମ୍ନମାନ ହୋଇ ଚାଲିଛି ସେ ସମ୍ପର୍କରେ ପୁଙ୍ଖାନୁପୁଙ୍ଖ ଭାବରେ ଅଭିଭାଷଣ ପ୍ରଦାନ କରିଥିଲେ। ମୁଖ୍ୟବକ୍ତା ଭାବେ ରାଉରକେଲାର ବିଶିଷ୍ଟ ସାମାଜିକ କର୍ମୀ ପ୍ରଗତିବାଦୀ ଚିନ୍ତକ ପଶୁପତିନାଥ ଚାଟାର୍ଜୀ ଯୁଦ୍ଧ ଜର୍ଜରିତ ବିଶ୍ବର ଦୁରାବସ୍ଥା ଏହାର ସାମାଜିକ ମୌଳିକ କାରଣ ଗତି ପ୍ରକୃତି ସମ୍ପର୍କରେ ଗଭୀର ଆଲୋକପାତ କରି କହିଲେ ରୁଷିଆ ଓ ୟୁକ୍ରେନ ଯୁଦ୍ଧ ର ପଶ୍ଚାତଭାଗରେ ଥିବା ପୁଞ୍ଜିବାଦୀ ସାମ୍ରାଜ୍ୟବାଦୀ ରାଷ୍ଟ୍ର ମାନଙ୍କର ସଂଘବଦ୍ଧ କୁତ୍ସିତ ମାନସିକତା ଓ ଚକ୍ରାନ୍ତକୁ ଉନ୍ମୋଚନ କରିବା ସଙ୍ଗେ ପାନାମା, ଜର୍ଜିଆ, ଇରାକ୍ ଓ ଆଫଗାନିସ୍ତାନ, ଲିବ୍ୟା ଆଦିର ମାନବିକ, ଆର୍ଥିକ, ରାଜନୈତିକ, ସାଂସ୍କୃତିକ ସଙ୍କଟ କଥା ଉପସ୍ଥାପନ କରିଥିଲେ। ଯୁଦ୍ଧକୁ ନେଇ ବ୍ୟବସାୟ କରୁଥିବା ରାଷ୍ଟ୍ର ମାନେ ମଣିଷ ସମାଜକୁ ଧ୍ବଂସ ଆଡ଼କୁ ଠେଲିଦେଉଛନ୍ତି। ଆଜି ଯୁଦ୍ଧ ବିଧ୍ବସ୍ତ ପୃଥିବୀରେ ଯଦିଓ ବସନ୍ତ ବାରମ୍ବାର ରକ୍ତ ଜର୍ଜରିତ ହୋଇଛି ତଥାପି ପ୍ରକୃତି ମାନବ ଜାତିକୁ ନିରାଶ କରିବ ନାହିଁ। କିନ୍ତୁ ଆଗାମୀ ଶତାବ୍ଦୀ ପାଇଁ କେତେଦୂର ଏହାର କ୍ରମ ଓ ମାଦକତା ମାନବ ସମାଜକୁ ପ୍ରଲୁବ୍ଧ କରିବ ଏହା ଯୁଦ୍ଧର ପୃଥିବୀରେ ଦ୍ବନ୍ଦର ବିଷୟ ଅଟେ। ପରବର୍ତ୍ତୀ ପର୍ଯ୍ୟାୟରେ ରାଉରକେଲା ବେତାର କେନ୍ଦ୍ରର ଘୋଷକ ଯୁବକବି ଅଶୋକ ରାଉତଙ୍କ ସଂଯୋଜନାରେ ବସନ୍ତ କବିତା ପାଠୋତ୍ସବ ଅନୁଷ୍ଠିତ ହୋଇଥିଲା। ରାଉରକେଲାର କବି ମାନଙ୍କ ମଧ୍ୟରେ ସଂଗୀତକାର ଶରତ ଚନ୍ଦ୍ର ପଣ୍ଡା, ସ୍ମିତା ମିଶ୍ର, ଜଳଧର ପ୍ରଧାନ, କନକଲତା ମିଶ୍ର, ଅଭିରାମ ପ୍ରଧାନ, କାଶୀନାଥ ନନ୍ଦୀ, ସଂଜୀବ କୁମାର ଭୋଇ, ଉପେନ୍ଦ୍ର ବସ୍ତିଆ, ଅର୍ଚ୍ଚନା ପାତ୍ର, ପ୍ରତାପ କୁମାର ପଣ୍ଡା, ନୃସିଂହ ଚରଣ ବିଶ୍ବାଳ, ବସନ୍ତ ବିଶ୍ଵକର୍ମା, ଗୌତମ ଦାସ, ଧୋବେଇ ବେହେରା, ପ୍ରକାଶ ଚନ୍ଦ୍ର ସେଠୀ, ଗୀତାରାଣୀ ବେହେରା, ଶ୍ରୀଧର ସୁନା, ଅଶୋକ ରାଉତ ଓ ବଳରାମ ରାଉଳ ସୁନ୍ଦର ସ୍ବରଚିତ କବିତାମାନ ପାଠ କରିଥିଲେ। ସଭାପତି ଅଭିଭାଷଣରେ ଓଡ଼ିଶାର ବରେଣ୍ୟ କବି ମାନଙ୍କର ବସନ୍ତ ଉପରେ ରଚିତ କବିତା ଗୁଡ଼ିକର କେତେକ ପଂକ୍ତି ଆଲୋଚନା ଛଳରେ ସାଂପ୍ରତିକ ମାନବୀୟ ସଂପ୍ରୀତି ସଂକଟ ଉପରେ ଆଲୋକପାତ କରିଥିଲେ। ଏହି ସଭାରେ ରାଉରକେଲାର ସାହିତ୍ୟ ସଂସ୍କୃତି ଭାଷାପ୍ରେମୀ ଡଃ କୃପାସିନ୍ଧୁ ନାୟକ, ନଳିନୀକାନ୍ତ ଧର, ଅମୂଲ୍ୟ ଚରଣ ବରାଳ, ବସନ୍ତ କୁମାର ଦାସ, ଅକ୍ଷର କୁମାର ଜେନା, ଅନନ୍ତ ପଟ୍ଟନାୟକ, ସୁକାନ୍ତ ମହାପାତ୍ର, ବିଜୟ ରାୟ, ଗଙ୍ଗାଧର ପୁହାଣ, ପଙ୍କଜ କୁମାର ପାତ୍ର, ବିଭୁ ନାୟକ, ସୁମନ ଦତ୍ତ ପ୍ରମୁଖ ଉପସ୍ଥିତ ଥିଲେ। ପରିଶେଷରେ କବି ଚନ୍ଦ୍ରଶେଖର ପାଇକରାୟ ଧନ୍ୟବାଦ ଅର୍ପଣ କରିଥିଲେ। କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ 

Related posts

ଗଳ୍ପ ସଂକଳନ “ଭାଗ୍ୟର ଭାଗଫଳ ” ଲୋକାର୍ପିତ

masiha

ଢେଙ୍କାନାଳ – ବିରାଶାଳ ଏୟାର ଷ୍ଟ୍ରିପ ବିମାନ ଦୁର୍ଘଟଣା

କବିତା – ଏକାନ୍ତ ର ସମ୍ବାଦ

Sunil Chandra Nayak

Leave a Comment

error: Content is protected !!
çukurova escort dalaman escort datça escort didim escort düzce escort edirne escort edremit escort fethiye escort gelibolu escort gemlik escort escort
boyabat escort inegöl escort kovancılar escort bolvadin escort meram escort çukurova escort nazilli escort aliağa escort karatay escort serdivan escort bozüyük escort muratpaşa escort ürgüp escort karacabey escort iskilip escort kelkit escort didim escort datça escort yüreğir escort escort osmaneli escort ayvalık escort escort odunpazarı escort zile escort amasra escort söke escort edremit escort sorgun escort hendek escort ilkadım escort kaman escort bayraklı escort lara escort banaz escort bandırma escort kepez escort osmancık escort sultanahmet escort akyazı escort kozan escort izmit escort gelibolu escort dudullu escort köyceğiz escort kemer escort çaycuma escort tepebaşı escort