ନୂଆପଡା ଜିଲ୍ଲା ଖଡିଆଳ ସ୍ବୟଂଶାସିତ ମହାବିଦ୍ୟାଳୟର ଏନଏସଏସ ୟୁନିଟ୍ ତରଫରୁ ଅନ୍ତର୍ଜାତୀୟ ମହିଲା ଦିବସ ପାଳିତ ହୋଇ ଯାଇଛି । କଲେଜ ଅଧ୍ୟକ୍ଷ ଗଙ୍ଗାଧର ପାଣିଗ୍ରାହୀ ମୁଖ୍ୟ ଅତିଥି ଭାବେ ଯୋଗଦାନ କରି ଥିବା ବେଳେ ଅଧ୍ୟାପିକା ଡ.ଗୀତାଶ୍ରୀ ପ୍ରିୟମ୍ବଦା ମୁଖ୍ୟ ବକ୍ତା , ଅଧ୍ୟାପିକା ପ୍ରଣତି ପଣ୍ତା ଅତିଥି ଭାବେ ଯୋଗଦାନ କରି ଥିଲେ । ମହିଲାଙ୍କ ଅଧିକାର ସଂପର୍କରେ ବିଶେଷ ଆଲୋଚନା କରା ଯାଇଥିଲା । ନୂଆପଡା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ
next post