ଭୁବନେଶ୍ୱର ବିଶିଙ୍କ ପରଲୋକ
ଖଡିଆଳ ପାଟଣା କ୍ଷତ୍ରିୟ ସମାଜ ଅନ୍ତର୍ଗତ ନେହେନା ଅଞ୍ଚଳର ବିଛନାପାଲି ଗ୍ରାମର ସ୍ବର୍ଗତ ଭୁବନେଶ୍ୱର ବିଶିଙ୍କ ୭୦ବର୍ଷ ବୟସରେ ସ୍ଵର୍ଗବାସ ହୋଇଯାଇଛି । ସେ ତାଙ୍କର ଟେନ୍ଟ ଦୋକାନ ପାଇଁ ସୁପରିଚିତ ଥିଲେ । ତାଙ୍କର ମୃତ୍ୟୁରେ ଚିହ୍ନା ମହଲ ସମେତ ନେହେନା ଅଞ୍ଚଳ ପକ୍ଷରୁ ଗଭୀର ଶୋକ ପ୍ରକାଶ କରାଯାଇଛି । ତାଙ୍କର ଦୁଇ ଗୋଟି ପୁଅ ଓ ଚାରି ଗୋଟି ଝିଅ ଓ ଜ୍ୱ।ଇଁ ଉପସ୍ଥିତ ଥିବା ବେଳେ ବଡ଼ପୁଅ ପ୍ରସନ୍ନ କୁମାର ବିଶି ମୁଖାଗ୍ନି ଦେଇଥିଲେ । ଦାହ ସମୟରେ ଅନେକ ବନ୍ଧୁ ବାନ୍ଧବ ଓ ଗ୍ରାମର ଲୋକମାନେ ଉପସ୍ଥିତ ରହି ସହଯୋଗ କରିଥିଲେ।