ଖଡ଼ିଆଳ ରାଜା ଆର୍ତ୍ତତ୍ରାଣ ହାଇସ୍କୁଲ ରେ ଥିବା ଆଦିବାସୀ ହଷ୍ଟେଲ ରୁ ବର୍ଷା ପାଣି ଝରୁଛି, କେନ୍ଦ୍ରୀୟ ବିଦ୍ୟାଳୟ ପରିଚାଳିତ ବନ୍ଦ କରି ଥିବା ବେଳେ ତୁରନ୍ତ ମରାମତି ନେଇ ଦାବୀ ହୋଇଛି
ନୂଆପଡ଼ା ଜିଲ୍ଲା ଖଡ଼ିଆଳ ସ୍ଥିତ ରାଜା ଆର୍ତ୍ତତ୍ରାଣ ହାଇସ୍କୁଲ ପଡ଼ିଆ ଠାରେ ରହିଅଛି ଆଦିବାସୀ ହଷ୍ଟେଲ। ଏହି ହଷ୍ଟେଲ ର ଛାତ ରୁ ବର୍ଷା...
