ମହିଳାଙ୍କ ନିଖୋଜ ଘଟଣାକୁ ନେଇ ଥୁଆମୂଳ ରାମପୁର ଥାନାରେ ଅଭିଯୋଗSunil Chandra NayakJune 26, 2022 by Sunil Chandra NayakJune 26, 20220 ଥୁଆମୂଳ ରାମପୁର:୨୬/୬- ମ.ନି.ସ:- ମହିଳାଙ୍କ ନିଖୋଜ ଘଟଣାକୁ ନେଇ ପରିବାର ଲୋକ ଓ ଗ୍ରାମବାସୀ ଥୁଆମୂଳ ରାମପୁର ଥାନାରେ ଅଭିଯୋଗ ହୋଇଛି । ସୂଚନାରୁ... Read more
ତାରିଣୀ ଚରଣ ସାହୁ ଙ୍କ ପୁସ୍ତକ ପାବକ କନ୍ୟା ଓ ସରଳ ରାମାୟଣ ଲୋକାର୍ପିତSunil Chandra NayakJune 26, 2022 by Sunil Chandra NayakJune 26, 20220 ରାଉରକେଲା/ ସହରର ଜଣେ ଜଣାଶୁଣା ଶିକ୍ଷାବିତ୍ ତଥା କବି, ଗୀତିକବି ସମାଜ ର ସଭାପତି ତାରିଣୀ ଚରଣ ସାହୁ ଙ୍କ ପୁସ୍ତକ ପାବକ କନ୍ୟା... Read more
ବଦଳିବେ ବିରୋଧୀ ଦଳ ନେତା ?Sunil Chandra NayakJune 26, 2022 by Sunil Chandra NayakJune 26, 20220 ବିଧାନସଭା ଅଧିବେଶନ ପୂର୍ବରୁ ବିରୋଧୀଦଳ ନେତା ବଦଳିବେ ସୁନ୍ଦରଗଡ଼ର ବିଜେପି ବିଧାୟିକା କୁସୁମ ଟେଟେ ସୂଚନା ଦେଇଛନ୍ତି.. ୧୫ ମାସ ହେଲାଣି ରାଜ୍ୟ ବିରୋଧୀ... Read more
ନର୍ଲା ଏବିଇଓ ଓ ମୁଖ୍ୟ କିରାଣୀଙ୍କୁ ବିଦାୟ ସମ୍ବର୍ଦ୍ଧନାSunil Chandra NayakJune 26, 2022 by Sunil Chandra NayakJune 26, 20220 ନର୍ଲା (ମନିସ): ନର୍ଲା ବିଇଓ ଅଫିସରୁ ଅନ୍ୟତ୍ର ବଦଳି ହୋଇଥିବା ଏବିଇଓ ଜୟସେନ ନିଆଲ ଓ ମୁଖ୍ୟ କିରାଣୀ ପରମାନନ୍ଦ ମାଝୀଙ୍କୁ ଅଫିସ ସମ୍ମିଳନୀ... Read more
ଦେଢ ବର୍ଷର ଶିଶୁକନ୍ୟା ମୃତ ;କାରଣ ଅସ୍ପଷ୍ଟ Sunil Chandra NayakJune 26, 2022 by Sunil Chandra NayakJune 26, 20220 ମୟୂରଭଞ୍ଜ – ୨୬/୬/୨୨ (ମସିହା) ମୟୂରଭଂଜ ଜିଲ୍ଲାର ବାଦାମ ପାହାଡ଼ ଥାନା ଅନ୍ତର୍ଗତ ସୁଲାଇପାଟ ଫାଣ୍ଡି ଅଧିନସ୍ଥ ମୟୂରର ପଞ୍ଚାୟତର କାରାନବୁଟୁ ସାହିର ମାନସିଂ... Read more
ପୋଖରୀରୁ ଅଗ୍ନିଶମ ବିଭାଗ ଦ୍ବାରା ଯୁବକର ମୃତଦେହ ଉଦ୍ଧାରSunil Chandra NayakJune 26, 2022 by Sunil Chandra NayakJune 26, 20220 ମୟୂରଭଞ୍ଜ – ୨୬/୬/୨୨(ମସିହା) ମୟୂରଭଂଜ ଜିଲ୍ଲାର ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ବିଜାତଳା ବ୍ଲକର ବାଘିଆଟାଙ୍ଗର ଗ୍ରାମର ଭାଗବତ ମାଝୀ(୪୭) ସକାଳେ ଘର ପଛପାଖ... Read more
ରାଇରଙ୍ଗପୁର ମହାବିଦ୍ୟାଳୟର +୩ ବିଜ୍ଞାନ ଛାତ୍ରୀଙ୍କ ଝୁଲନ୍ତା ମୃତଦେହ ପୋଲିସ ଦ୍ବାରା ଉଦ୍ଧାରSunil Chandra NayakJune 26, 2022 by Sunil Chandra NayakJune 26, 20220 ମୟୂରଭଞ୍ଜ – ୨୬/୬/୨୨(ମସିହା) ମୟୂରଭଂଜ ଜିଲ୍ଲାର ରାଇରଙ୍ଗପୁର ପୌରାଞ୍ଚଳ ଅନ୍ତର୍ଗତ ୧୩ ନମ୍ବର ଓ୍ବାର୍ଡର ବଣସାହିର ଘର ଭିତରୁ ଝୁଲନ୍ତା ଅବସ୍ଥାରେ ଜଣେ ଯୁବତୀଙ୍କ... Read more
ଚିଲିଗୁଡା ସି ଏ ଚ ସି ରେ ଅଳ୍ପ ବର୍ଷାରେ ସରକାରୀ ଘର ଛାତରୁ ଝରୁଛି ପାଣି , କର୍ମଚାରୀ ଚିନ୍ତାରେSunil Chandra NayakJune 26, 2022 by Sunil Chandra NayakJune 26, 20220 ଚିଲିଗୁଡା( ମ ନି ସ ) କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ବ୍ଲକ ଅନ୍ତର୍ଗତ ଚିଲିଗୁଡା ଠାରେ ଥିବା ଗୋଷ୍ଟି ସ୍ଵାସ୍ତ୍ୟ କେନ୍ଦ୍ର ଠାରେ ଅଞ୍ଚଳର... Read more
ବହୁଜନ ସଂଗଠନ ମାନଙ୍କ ପକ୍ଷରୁ ଭାରତ ବନ୍ଦ ଡାକରା: ୨୬ ନଂ ଜାତୀୟ ରାଜପଥରେ ଯାନବାହାନ ଚଳାଚଳ ଠପ୍Sunil Chandra NayakJune 26, 2022 by Sunil Chandra NayakJune 26, 20220 ଭବାନୀପାଟଣା -,ସାରା ଭାରତରେ ପରିବର୍ତ୍ତନ ମୋର୍ଚ୍ଚା ବହୁଜନ କ୍ରାନ୍ତି ମୋର୍ଚ୍ଚା, ଭାରତର ମୁକ୍ତି ମୋର୍ଚ୍ଚା ପକ୍ଷାରୁ ଭାରତର ଏକତା ଏବଂ ଅଖଣ୍ଡତାକୁ ବଜାୟ ରଖିବା... Read more
ସମସ୍ୟା ଘେରରେ ବିଲାବାଡି ଗ୍ରାମ ପଂଚାୟତ , ନୂତନ ଜିଲ୍ଲାପାଳ ଙ୍କ ନିକଟରେ ଅଭିଯୋଗSunil Chandra NayakJune 26, 2022 by Sunil Chandra NayakJune 26, 20220 ଫୁଲବାଣୀ -: କନ୍ଧମାଳ ଜିଲ୍ଲା ର ଖଜୁରୀପଡା ବ୍ଲକ ବୌଦ୍ଧ ଓ କନ୍ଧମାଳ ଜିଲ୍ଲାର ସୀମାନ୍ତ ବର୍ତ୍ତୀ ଅଂଚଳରେ ଅବସ୍ଥିତ ବିଲାବାଡି ଗ୍ରାମପଞ୍ଚାୟତ |... Read more