ଶେଷ ହେଲା ଗୋଳାମୁଣ୍ଡାପଞ୍ଚାୟତ ସମିତି ଅଧ୍ୟକ୍ଷ ନିର୍ବାଚନSunil Chandra NayakMarch 12, 2022 by Sunil Chandra NayakMarch 12, 20220 ଗୋଳାମୁଣ୍ଡା-ତା୧୨/୦୩ (ମସିହା) ସରିଲା ପଂଚାୟତ ସମିତି ଅଧ୍ୟକ୍ଷ ପଦ ପାଇଁ ନିର୍ବାଚନ।କଳାହାଣ୍ଡି ଜିଲ୍ଲାର ଗୋଳାମୁଣ୍ଡା ବ୍ଲକରେ ଆଜି ବ୍ଲକ ଅଧ୍ୟକ୍ଷ ପଦବୀ ପାଇଁ ଦୁଇଜଣ... Read more
ଖାଇବା ତେଲର କୁତ୍ରିମ ମାହାଙ୍ଗା, ଖାଉଟି ହନ୍ତସନ୍ତ , ଯୋଗାଣ ବିଭାଗ ଚୁପ୍Sunil Chandra NayakMarch 12, 2022 by Sunil Chandra NayakMarch 12, 20220 ଜୁନାଗଡ଼, କଳାହାଣ୍ଡି ଜିଲ୍ଲା ଜୁନାଗଡ ସହରରେ ଖାଇବା ତେଲର କୁତ୍ରିମ ମହଙ୍ଗା ଡେଖା ଦେଇଛି ଫଳରେ ଖାଉଟି ହନ୍ତସନ୍ତ ହେଉଛନ୍ତି ,ଏପଟେ ଯୋଗାଣ ବିଭାଗ... Read more
ଥୁଆମୂଳ ରାମପୁର ବ୍ଳକର ଅଧ୍ଯକ୍ଷ ଭାବରେ ଦୟାନିଧି ମାଝୀ ନିର୍ବାଚିତSunil Chandra NayakMarch 12, 2022 by Sunil Chandra NayakMarch 12, 20220 ଥୁଆମୂଳ ରାମପୁର:୧୨/୩- ମ.ନି.ସ:- କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଳକ ଏକ ଆଦିବାସୀ ଅଧ୍ୟୁଷିତ ଦୁର୍ଗମ ଅଞ୍ଚଳ।ଏହି ବ୍ଳକରେ ୨୪ ଗୋଟି ଗ୍ରାମପଞ୍ଚାୟତ ରହିଅଛି।... Read more
ସବୁ କଳ୍ପନା ଜଳ୍ପନାର ହେଲା ଅନ୍ତ , ନର୍ଲାବ୍ଲକ ଅଧ୍ୟକ୍ଷା ଭାବରେ ପୁଣି ନିର୍ବାଚିତ ହେଲେ ମନୋରମା ମହାନ୍ତିSunil Chandra NayakMarch 12, 2022 by Sunil Chandra NayakMarch 12, 20220 ୨୦୧୭ ନିର୍ବାଚନରେ ମଧ୍ୟ ଅଧ୍ୟକ୍ଷା ଭାବରେ ହୋଇଥିଲେ ନିର୍ବାଚିତ ରୁପ୍ରା, – କଳାହାଣ୍ଡି ଜିଲ୍ଲା ନର୍ଲାବ୍ଲକ୍ ହେଉଛି ଜିଲ୍ଲାର ଏକ ଗୁରୁତ୍ୱପୁର୍ଣ୍ଣ ବ୍ଲକ୍ ଅଟେ... Read more
ଲାଞ୍ଜିଗଡ଼ ବ୍ଲକ ଅଧ୍ୟକ୍ଷା ଭାବେ ନିର୍ବାଚିତ ହେଲେ କମଳା ପାତ୍ରSunil Chandra NayakMarch 12, 2022 by Sunil Chandra NayakMarch 12, 20220 ଲାଞ୍ଜିଗଡ଼,୧୨/୦୩-ବହୁ ପ୍ରତୀକ୍ଷିତ ବ୍ଲକ ଅଧ୍ୟକ୍ଷା ନିର୍ବାଚନ ଶେଷ ହୋଇଥିବାବେଳେ ଲାଞ୍ଜିଗଡ଼ ବ୍ଲକରେ ଏଥର ଅଧ୍ୟକ୍ଷା ପଦବୀରେ ନିର୍ବାଚିତ ହୋଇଛନ୍ତି ପୋଖରୀବନ୍ଧ ସମିତିସଦସ୍ୟା କମଳା ପାତ୍ର... Read more
ନୂଆପଡା ଜିଲ୍ଲା ର ପାଞ୍ଚ ଗୋଟି ପଂଚାୟତ ସମିତି ନିର୍ବାଚନ ଅନୁଷ୍ଠିତ, ଦୁଇ ଗୋଟି ବ୍ଲକରେ ବିଜେଡି ସମର୍ଥିତ, ୩ ଗୋଟି ବ୍ଲକ ରେ କଂଗ୍ରେସ ସମର୍ଥିତ ପ୍ରାର୍ଥୀ ବିଜୟୀSunil Chandra NayakMarch 12, 2022 by Sunil Chandra NayakMarch 12, 20220 ନୁଆପଡା ଜିଲ୍ଲା ର ପାଞ୍ଚ ଗୋଟି ପଂଚାୟତ ସମିତି ନିର୍ବାଚନ ଅନୁଷ୍ଠିତ, ଦୁଇ ଗୋଟି ବ୍ଲକରେ ବିଜେଡି ସମର୍ଥିତ, ୩ ଗୋଟି ବ୍ଲକ ରେ... Read more
ଲାଞ୍ଜିଗଡ଼ ବ୍ଲକ ଅଧ୍ୟକ୍ଷା ପଦବୀ ନିର୍ବାଚନSunil Chandra NayakMarch 12, 2022 by Sunil Chandra NayakMarch 12, 20220 ଶ୍ରୀମତୀ ଓ କମଳାଙ୍କ ମଧ୍ୟରେ କଡ଼ା ଟକ୍କର ଲାଞ୍ଜିଗଡ଼,୧୨/୦୩-ଲାଞ୍ଜିଗଡ଼ ବ୍ଲକ ଅଧ୍ୟକ୍ଷା ପଦବୀ ପାଇଁ ଆଜି ବ୍ଲକ ମୁଖ୍ୟାଳୟ ବିଶ୍ବନାଥପୁରଠାରେ ନିର୍ବାଚନ ଅନୁଷ୍ଠିତ ହେଉଛି... Read more
କଳାହାଣ୍ଡି -୨୩୧ ବିଶେଷଜ୍ଞ ଡାକ୍ତର ପଦବୀ ଖାଲି, ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟ ସେବା।Sunil Chandra NayakMarch 12, 2022 by Sunil Chandra NayakMarch 12, 20220 ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ସ୍ୱାସ୍ଥ୍ୟ ର ସୁବିଧା ନିମନ୍ତେ ବ୍ୟାପକ ଯୋଜନା ପ୍ରଣୟନ କରି ବହୁକୋଟି ଟଙ୍କା ବ୍ୟୟ ବରାଦ କରୁଛନ୍ତି।... Read more
ପ୍ରଗତି ଉତ୍କଳ ସଂଘ ଓ ଓଡ଼ିଆ ଭାଷା ବିକାଶ ମଞ୍ଚର ଶାସ୍ତ୍ରୀୟ ଭାଷା ଦିବସ ପାଳନSunil Chandra NayakMarch 12, 2022 by Sunil Chandra NayakMarch 12, 20220 ରାଉରକେଲା / ସହରର ଅଗ୍ରଣୀ ସାହିତ୍ୟାନୁଷ୍ଠାନ ପ୍ରଗତି ଉତ୍କଳ ସଂଘ ଓ ପ୍ରଗତିଶୀଳ ସାହିତ୍ୟାନୁଷ୍ଠାନ ଓଡିଆ ଭାଷା ବିକାଶ ମଞ୍ଚ ର ମିଳିତ ଆନୁକୂଲ୍ୟରେ... Read more
କାର୍ଯ୍ୟଭାର ଗ୍ରହଣ କଲେ ଗୋବର୍ଦ୍ଧନପୁରର ନବନିର୍ବାଚିତ ସରପଞ୍ଚ ବୈଦେହୀ ମାଝୀSunil Chandra NayakMarch 12, 2022 by Sunil Chandra NayakMarch 12, 20220 ଲାଞ୍ଜିଗଡ,୧୧/୦୩(ମ.ନି.ସ)-ଲାଞ୍ଜିଗଡ ବ୍ଲକ ଗୋବର୍ଦ୍ଧନପୁର ଗ୍ରାମପଞ୍ଚାୟତର ନବନିର୍ବାଚିତ ସରପଞ୍ଚ ବୈଦେହୀ ମାଝୀ ଆଜି ପଦ ଓ ଗୋପନୀୟତାର ଶପଥ ନେବା ସହିତ ବିଧିବଦ୍ଧ ଭାବେ ସରପଞ୍ଚ... Read more