ଗମ୍ଭାରୀଗୁଡା ମଣ୍ଡି ରେ ପଡିଛି ଧାନ, ଉଠାଉନାହିଁ ପ୍ରଶାସନSunil Chandra NayakFebruary 28, 2022 by Sunil Chandra NayakFebruary 28, 20220 ମୁଣ୍ଡ ରେ ହାତ ଦେଇ ବସିଛି ଚାଷି କୋକସରା,୨୮ା୨- କେବେ ମଣ୍ଡି ରୁ ଧାନ ଉଠିବ, କେବେ... Read more
ଚନାବେଡା ସରପଞ୍ଚ ଭୋଟ ଗଣତି ରେ ଅନିମିୟତା ହୋଇଥିବା ଅଭିଯୋଗSunil Chandra NayakFebruary 28, 2022 by Sunil Chandra NayakFebruary 28, 20220 ନୂଆପଡା ଜିଲ୍ଲା ଖଡ଼ିଆଳ ବ୍ଲକ ଚନାବେଡା ସରପଞ୍ଚ ଭୋଟ ଗଣତି ରେ ଅନିମିୟତା ହୋଇଥିବା ଅଭଯୋଗ, ସରପଞ୍ଚ ପ୍ରାର୍ଥୀନୀ ଜୟନ୍ତୀ ସୁନାନୀ ପ୍ରଶାସନ ଦ୍ବାରସ୍ତ... Read more
ଆଇନଜିବୀ ଶଙ୍କର୍ଷଣ ପଣ୍ଡାଙ୍କ ବାଇକ ଚୋରୀSunil Chandra NayakFebruary 28, 2022 by Sunil Chandra NayakFebruary 28, 20220 ନୂଆପଡା ଜିଲ୍ଲା ଖଡିଆଳ ସହର ବସବାସ କରୁଥିବା ଆଇନଜିବୀ ଶଙ୍କର୍ଷଣ ପଣ୍ଡା ଙ୍କ ମୋଟର ସାଇକେଲ ଓଆର ୨୬ ଏ ୧୭୮୦ ପଲସର ଗାଡି... Read more
ସାମ୍ବାଦିକ ରୁ ସରପଞ୍ଚSunil Chandra NayakFebruary 28, 2022 by Sunil Chandra NayakFebruary 28, 20220 ସିନାପାଲି ବ୍ଲକ ଘଣ୍ଟିଗୁଡା ସରପଞ୍ଚ ପ୍ରାର୍ଥୀ ତଥା ବରିଷ୍ଠ ସାମ୍ବାଦିକ ଖୁଟୁରାମ ସୁନାନୀ ୧୮୪ ଖଣ୍ଡ ଭୋଟ ରେ ବିଜୟୀ... Read more
କୂଳପତି ନିର୍ବାଚନ ପାଇଁ କାଶିପଳା ଠାରେ ଆସନ୍ତା ଅପ୍ରିଲ ୩ ତାରିଖ ମହାସଭାSunil Chandra NayakFebruary 28, 2022 by Sunil Chandra NayakFebruary 28, 20220 ନୂଆପଡା ଜିଲ୍ଲା ଖଡିଆଳ ସ୍ଥିତ ଖଡିଆଳ ପାଟଣା କ୍ଷତ୍ରୀୟ ସମାଜର ନିଜସ୍ଵ ଭବନ ପରିସରରେ ଏକ ଜରୁରୀ କେନ୍ଦ୍ର ବୈଠକ କୁଳପତୀ ବିଜୟ ତାତାପ... Read more
ଜାତୀୟ ବିଜ୍ଞାନ ଦିବସ ପାଳିତSunil Chandra NayakFebruary 28, 2022 by Sunil Chandra NayakFebruary 28, 20220 ନୂଆପଡା ଜିଲ୍ଲା ଖଡିଆଳ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ପରିସରରେ ସୋମବାର ଜାତୀୟ ବିଜ୍ଞାନ ଦିବସ ପାଲିତ ହୋଇଯାଇଛି। ଏ ଅବସରରେ ମହାନ ବୈଜ୍ଞାନିକ ଚନ୍ଦ୍ରଶେଖର... Read more
ଆମପାଣି ବୁଢାରଜା ହାଇସ୍କୁଲ କର୍ମଚାରୀଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନାSunil Chandra NayakFebruary 28, 2022 by Sunil Chandra NayakFebruary 28, 20220 କୋକସରା,୨୮ା୨- କୋକସରା ବ୍ଲକ ଆମପାଣି ବୁଢ଼ାରଜା ଉଚ୍ଚ ବିଦ୍ୟାଳୟ ର କର୍ମଚାରୀ ଙ୍କୁ ସୋମବାର ସ୍କୁଲ ପରିସରରେ ଅବସର କାଳୀନ ବିଦାୟ ସମ୍ବର୍ଦ୍ଧନା ଦିଆଯାଇଛି... Read more
ଟେମରି ଗ୍ରାମ ପଂଚାୟତ ରେ ତ୍ରି ସ୍ତରୀୟ ପଞ୍ଚାୟତ ନିର୍ବାଚନ ଫଳାଫଳ Sunil Chandra NayakFebruary 28, 2022 by Sunil Chandra NayakFebruary 28, 20220 ଟେମରୀ -: ଗୋଲାମୁଣ୍ଡା ଜୋନ 2 ର ଟେମରି ଗ୍ରାମ ପଞ୍ଚାୟତ 6ଜଣ ସରପଞ୍ଚ ପ୍ରାର୍ଥୀନୀ ପ୍ରତିଦ୍ବନ୍ଦୀତା କରୁଥିଲେ l ନିର୍ବାଚନ ଫଳାଫଳ ତଥ୍ୟ... Read more
ବିଦ୍ୟାଳୟ ଗଣଶିକ୍ଷାମନ୍ତ୍ରୀ ଙ୍କ ନିର୍ଦ୍ଦେଶ ରେ ପଣ୍ଡକୁଳ ପ୍ରାଥମିକ ବିଦ୍ୟାଳୟ ଖୋଲିଲେ,Sunil Chandra NayakFebruary 28, 2022 by Sunil Chandra NayakFebruary 28, 20220 ଗୋଳାମୁଣ୍ଡା/ମସିହା/ତା୨୮/୨/ ମହାମାରୀ କୋରନା କଟକଣା କୁ ନେଇ ଦୀର୍ଘ ଦୁଇବର୍ଷ କାଳ ବିଦ୍ୟାଳୟ ବନ୍ଦ ରହିଥିବା ବେଳେ ଆଜି ବିଦ୍ୟାଳୟ ଖୋଲିବା ପାଇଁ ବିଦ୍ୟାଳୟ... Read more
ତାଲୁକ ଆଇନ ସେବା ସମିତି ଧର୍ମଗଡ ତରଫରୁ ମହାମାରୀ ଅଧିନିୟମ ଓ କୋଭିଡ-୧୯ ଗାଇଡଲାଇନ ଉପରେ ଆଇନ ସଚେତନତା କାର୍ଯ୍ୟକ୍ରମSunil Chandra NayakFebruary 28, 2022 by Sunil Chandra NayakFebruary 28, 20220 ଧର୍ମଗଡ-୨୮/୨/୨୨ । ତାଲୁକ ଆଇନ ସେବା ସମିତୀ, ଧର୍ମଗଡ ତରଫରୁ ମହାମାରୀ ଅଧିନିୟମ ଓ କୋଭିଡ ଗାଇଡଲାଇନ ଉପରେ ସ୍ଥାନିୟ ଜଶୋଦା ଅନାଥ ଆଶ୍ରମ... Read more