ଓରମାସ ସି ଇ ଓ ଙ୍କ ଅନ୍ତଃଚାଷ ପ୍ରଣାଳୀରେ ହୋଇଥିବା ମକା ଓ କାନ୍ଦୁଲ କ୍ଷେତ୍ର ପରିଦର୍ଶନmasihaAugust 19, 2023 by masihaAugust 19, 20230 ତେନ୍ତୁଳିଖୁଣ୍ଟି ୧୯/୦୮/୨୩ // ନବରଙ୍ଗ ପୁର ଜିଲ୍ଲାରେ ରାଜ୍ୟ ସରକାର ଙ୍କ ମକା ମିଶନ ଯୋଜନାରେ ହୋଇଥିବା କୃଷି କ୍ଷେତ୍ର ପରିଦର୍ଶନ କରିଛନ୍ତି ପଞ୍ଚାୟତ... Read more
ଆପ୍ ହିନ୍ଦୋଳ ନିର୍ବାଚନ ମଣ୍ଡଳୀ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ ଛଅ ଦଫା ଦାବିପତ୍ର masihaAugust 19, 2023 by masihaAugust 19, 20230 ଢେଙ୍କାନାଳ -(ମନିସ )19/8/23//ଆମ୍ ଆଦମୀ ପାର୍ଟି ହିନ୍ଦୋଳ ନିର୍ବାଚନ ମଣ୍ଡଳୀରେ ସ୍ଥାନୀୟ ସମସ୍ୟାର ସମାଧାନ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ଛଅ ଦଫା ସମ୍ବଳିତ ଏକ... Read more
ରାଇରଙ୍ଗପୁର ଉଚ୍ଚ ବାଳିକା ବିଦ୍ୟାଳୟ ପରିସରରେ ତ୍ରିଦୀଵସୀୟ ଅଣଆଵାସିକ ଶିକ୍ଷକ ପ୍ରଶିକ୍ଷଣ ‘ ସାମର୍ଥ୍ୟ ‘ ଶିବିର ଅନୁଷ୍ଠିତmasihaAugust 19, 2023 by masihaAugust 19, 20230 ମୟୂରଭଞ୍ଜ- ୧୯/୮ ( ମସିହା)ସ୍କୁଲ ଓ ଗଣଶିକ୍ଷା ଵ ଭାଗ ପକ୍ଷରୁ ରାଇରଙ୍ଗପୁର ଉଚ୍ଚ ବାଳିକା ବିଦ୍ୟାଳୟର ସ୍ମାର୍ଟ ରୁମରେ ତ୍ରିଦିବସୀୟ (୧୭,୧୮,୧୯) ଅଣଆବାସିକ... Read more
ଅଦ୍ଵିକା କାର୍ଯ୍ୟକ୍ରମ ମାଧ୍ୟମରେ କିଶୋର କିଶୋରୀ ମାନଙ୍କୁ ନେଇ ନାଗରିକ ଦାୟିତ୍ଵ ବୋଧ ଶିକ୍ଷା ସହିତ ବୃକ୍ଷ ରୋପଣ କାର୍ଯ୍ୟକ୍ରମmasihaAugust 19, 2023 by masihaAugust 19, 20230 ରାୟଗଡ଼ : ୧୯/ ୮/୨୦୨୩ ରାୟଗଡ ଜିଲ୍ଲାରେ ଜିଲ୍ଲା ପ୍ରଶାସନ, ଜିଲ୍ଲା ସମାଜ ମଙ୍ଗଳ ବିଭାଗ, ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ, ୟୁନିସେଫ ଓ... Read more
ରାଇରଙ୍ଗପୁରରେ ଗାଈଗୋରୁଙ୍କୁ ଚର୍ମଗଣ୍ଡି ରୋଗ ଚିହ୍ନଟmasihaAugust 19, 2023 by masihaAugust 19, 20230 ମୟୂରଭଞ୍ଜ – ୧୯/୮ ( ମସିହା) ପୁଣିଥରେ ରାଇରଙ୍ଗପୁର ଆଖପାଖ ଅଞ୍ଚଳରେ ମାରାତ୍ମକ ଚର୍ମଗଣ୍ଡି ସଂକ୍ରମିତ ରୋଗ ପୁଣି ଥରେ ଦେଖାଦେଲାଣି । ଗତବର୍ଷ... Read more
ବାଜପେୟୀଙ୍କ ପୁଣ୍ୟ ତିଥିରେ ବିଜେପିର ଶ୍ରଦ୍ଧାଞ୍ଜଳିmasihaAugust 19, 2023 by masihaAugust 19, 20230 ରାଉରକେଲା/ ଆଜି ପୂର୍ବତନ ପ୍ରଧାନମନ୍ତ୍ରୀ , ଭାରତରତ୍ନ ତଥା ଭାରତୀୟ ଜନତା ପାର୍ଟିର ପ୍ରତିଷ୍ଠାତା ଓ ପ୍ରଥମ ରାଷ୍ଟ୍ରୀୟ ସଭାପତି ଅଟଳ ବିହାରୀ ବାଜପେୟୀଙ୍କ... Read more
ରାୟଗଡ ଜିଲ୍ଲାର ବିଭିନ୍ନ ସ୍ଥାନରେ ସଦ ଭାବନା ଦିବସ ପାଳିତmasihaAugust 19, 2023 by masihaAugust 19, 20230 ରାୟଗଡ ତା:18-08-2023ରିଖ ଦିନ ରାଉଗଡ଼ ଜିଲ୍ଲାର ବିଭିନ୍ନ ସ୍ଥାନରେ ସଦ ଭାବନା ଦିବସ ପାଳିତ ହୋଇ ଯାଇଛି । ରାୟଗଡ ଜିଲ୍ଲା ସଦର ଜିଲ୍ଲାପାଳଙ୍କ... Read more
ରାୟଗଡ଼ା ବିଜେପି ପକ୍ଷରୁ ସାମ୍ବାଦିକ ସମ୍ମିଳନୀରmasihaAugust 19, 2023 by masihaAugust 19, 20230 ରାୟଗଡା :- ରାୟଗଡା ନଗରରେ ଭାରତୀୟ ଜନତା ପାର୍ଟି ରାୟଗଡା ବିଧାନସଭା ନିର୍ବାଚନ ମଣ୍ଡଳୀ ତରଫରୁ ଏକ ସାମ୍ବାଦିକ ସମ୍ମିଳନୀର ଆୟୋଜନ ହେଇଥିଲା |... Read more
ସାପ କାମୁଡ଼ାରେ ୬ ବର୍ଷର ଶିଶୁପୁତ୍ର ମୃତmasihaAugust 19, 2023 by masihaAugust 19, 20230 ମୟୂରଭଞ୍ଜ -୧୯/୮ ( ମସିହା)ଦିନକୁ ଦିନ ସାପ କାମୁଡାରେ ମୃତ୍ୟୁ ସଂଖ୍ୟା ଵଢିଵଢି ଚାଲିଛି ।ଇତି ମଧ୍ୟରେ ବାମନଘାଟୀ ଉପଖଣ୍ଡରେ ୧୨ ଜଣରୁ ଉର୍ଦ୍ଧ୍ବ... Read more
କୃଷି ସେବା ସଂଘ ର କ୍ୟାଡ଼ର ପୁନର୍ବିନ୍ୟାସ ଦାବିରେ ମୁଖ୍ୟମନ୍ତ୍ରୀ ଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳ ଙ୍କୁ ଦେଲେ ଦାବି 30 ରୁ କାର୍ଯ୍ୟବନ୍ଦ ଆନ୍ଦୋଳନ ଅନେକ ସେବା ବାଧିତ ହେବା ସମ୍ଭାବନାmasihaAugust 19, 2023 by masihaAugust 19, 20230 ତେନ୍ତୁଳିଖୁଣ୍ଟି ୧୮/୦୮/୨୩ //;ଓଡିଶା କୃଷି ସେବା ସଂଘ ଖାଲି ଥିବା ପଦବୀ ପୂରଣ , ପଦବୀ ଅନୁସାରେ ଦରମା ହାର ନିର୍ଦ୍ଧରଣ ଆଦି... Read more