ଡାବୁଗାଁ ସିଡିପିଓ ଙ୍କୁ ବିରୋଧରେ ଡାବୁଗାଁ କଂଗ୍ରେସ ର ଖବରଦାତା ସମ୍ମିଳନୀSunil Chandra NayakJuly 2, 2023 by Sunil Chandra NayakJuly 2, 20230 ଡାବୁଗାଁ, ୨ /୭ (ମ.ନି.ସ.)- ନବରଙ୍ଗପୁର ଜିଲା ଡାବୁଗାଁ ସମନ୍ଵିତ ଶିଶୁ ବିକାଶ କେନ୍ଦ୍ର ର ସିଡିପିଓ ଗୀତାଞ୍ଜଳି ମହାରଣା ଓ ବରିଷ୍ଠ କିରାଣି... Read more
ଆପ୍ ଦଳର ଜିଲ୍ଲା ସଭାପତିଙ୍କ ଝରିଗାଁ ଓ ଚନ୍ଦାହାଣ୍ଡି ଗସ୍ତSunil Chandra NayakJune 30, 2023 by Sunil Chandra NayakJune 30, 20230 ନବରଙ୍ଗପୁର,୩୦/୬(ମସିହା) ନବରଙ୍ଗପୁର ଜିଲ୍ଲା ଆପ୍ ର ଜିଲ୍ଲା ସଭାପତି ଲକ୍ଷ୍ମୀ ଚନ୍ଦ୍ର ଟାକ୍ରୀ ଦିନିକିଆ ଝରିଗାଁ ବିଧାନସଭା ନିର୍ବାଚନ ମଣ୍ଡଳୀ ଗସ୍ତ କରିଥିଲେ। ପ୍ରଥମେ... Read more
ଜିଲ୍ଲା କଂଗ୍ରେସ କିଷାନ ସେଲ ର ଚିଠା ପ୍ରସ୍ତୁତ ବୈଠକSunil Chandra NayakJune 24, 2023 by Sunil Chandra NayakJune 24, 20230 ନବରଙ୍ଗପୁର– (ମସିହା) ଆଜି ତା ୨୪.୦୬.୨୦୨୩ ରିଖ ଦିନ ନବରଙ୍ଗପୁର ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟ ଠାରେ ନବରଙ୍ଗପୁର ଜିଲ୍ଲା କଂଗ୍ରେସ କିଷାନ ସେଲ ର... Read more
ତେନ୍ତୁଳିଖୁଣ୍ଟି ଚାଉଳ ଦୁର୍ନୀତି କୁ ନେଇ ପ୍ରଶାସନ ଓ ଜନ ପ୍ରତିନିଧି ଙ୍କ ଉପରେ ବର୍ଷିଲେ_ଜିଲ୍ଲା ଆପ୍ ଆବାହକSunil Chandra NayakJune 24, 2023 by Sunil Chandra NayakJune 24, 20230 ନବରଙ୍ଗପୁର,୨୩/୬(ମସିହା) ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ୍ ର ୬ଗୋଟି ଗ୍ରାମ ପଞ୍ଚାୟତ କଣ୍ଟାଗାଁ ଅଞ୍ଚଳଗୁମ୍ମା କଂଗ୍ରା କାମତା ପୂଜାରୀଗୁଡ଼ା ଦିଗି ରେ ଜାତୀୟ ଖାଦ୍ୟ... Read more
“ଗରିବ କଲ୍ୟାଣ ସମାବେଶ ପୂର୍ବରୁ ତାଳଚେର ଭାଜପାର ସାମ୍ବାଦିକ ସମ୍ମିଳନୀ”Sunil Chandra NayakJune 23, 2023 by Sunil Chandra NayakJune 23, 20230 ତାଳଚେର,( ଆର୍ତ୍ତତ୍ରାଣ ପାଣି ) : ଆସନ୍ତା କାଲି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ତଳଚେର ମାଟିର ତୁଙ୍ଗ ଭାଜପା ନେତା ଧର୍ମେନ୍ଦ୍ର ପ୍ରଧାନ ଦ୍ୱାରା... Read more
ଦୁଇ ଶହ ୟୁନିଟ ଦେୟମୁକ୍ତ ବିଜୁଳି ଯୋଗାଇବା ଏବଂ ଅଘୋଷିତ ବିଜୁଳି କାଟ୍ ବିରୁଦ୍ଧରେ ଆନ୍ଦୋଳନ ପାଇଁ ଆପ୍ ର ପ୍ରସ୍ତୁତି ବୈଠକSunil Chandra NayakJune 23, 2023 by Sunil Chandra NayakJune 23, 20230 ଢ଼େଙ୍କାନାଳ : ଦୁଇ ଶହ ୟୁନିଟ ଦେୟମୁକ୍ତ ବିଜୁଳି ଯୋଗାଇବା, ଅଘୋଷିତ ବିଜୁଳି କାଟ୍ ଓ ଲୋ-ଭୋଲ୍ଟେଜ ବିରୁଦ୍ଧରେ ଆମ୍ ଆଦମୀ ପାର୍ଟି ଢ଼େଙ୍କାନାଳ... Read more
ରାଜ୍ୟ କଂଗ୍ରେସ ପ୍ରଚାର କମିଟି ଅଧ୍ୟକ୍ଷଙ୍କ ବାଲିଗୁଡା ଗସ୍ତ : ତୃଣମୂଳ ସ୍ତରରେ କଂଗ୍ରେସକୁ ମଜଭୂତ କରିବାକୁ ଆହ୍ୱାନSunil Chandra NayakJune 22, 2023 by Sunil Chandra NayakJune 22, 20230 କନ୍ଧମାଳ,22/06/23(ମନିସ): ରାଜ୍ୟ କଂଗ୍ରେସ ପ୍ରଚାର କମିଟି ଅଧ୍ୟକ୍ଷ ବିଜୟ ପଟ୍ଟନାୟକ ଗୁରୁବାର ଦିନ ଦିନିକିଆ ବାଲିଗୁଡା ଗସ୍ତ କରିଥିଲେ। ଏହି ପରିପ୍ରେକ୍ଷୀରେ ସ୍ଥାନୀୟ ଦଣ୍ଡପଦର... Read more
ବ୍ଲକ କଂଗ୍ରେସ ର ମେଡିକାଲ, ବ୍ଲକ ଓ ତହସିଲ କାର୍ଯ୍ୟ|ଳୟରେ ଅଧିକାରୀ ମାନଙ୍କୁ ଦାବିପତ୍ର ପ୍ରଦାନSunil Chandra NayakJune 19, 2023 by Sunil Chandra NayakJune 19, 20230 ଡାବୁଗାଁ, ୧୯/୬ (ମ.ନି.ସ.)- ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ କଂଗ୍ରେସ ତରଫରୁ ମେଇକାଲ, ବ୍ଲକ ଓ ତହସିଲ କାର୍ଯ୍ୟ|ଳୟରେ ଡାବୁଗାଁ ବ୍ଲକ ଲୋକଙ୍କ ବିଭିନ୍ନ... Read more
ଆସୁଛନ୍ତି ନଡ୍ଡାSunil Chandra NayakJune 19, 2023 by Sunil Chandra NayakJune 19, 20230 ଭବାନୀପାଟଣା,୧୯ l୬:ଆସନ୍ତା ୨୨ ତାରିଖରେ କଳାହାଣ୍ଡି ଆସୁଛନ୍ତି ଭାରତୀୟ ଜନତା ପାର୍ଟି ର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ ପି ନଡ୍ଡା l ଏନେଇ ଭାଜପା... Read more
ବ୍ଲକ କଂଗ୍ରେସର ସାଙ୍ଗଠନିକ ବୈଠକSunil Chandra NayakJune 17, 2023 by Sunil Chandra NayakJune 17, 20230 ଡାବୁଗାଁ, ୧୭/୬ (ମ.ନି.ସ.)-ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ ସଦରମହକୁମା ସ୍ଥିତ ପଥପ୍ରାନ୍ତ ଠାରେ ଡାବୁଗାଁ ବ୍ଲକ କଂଗ୍ରେସର ଏକ ସାଙ୍ଗଠନିକ ବୈଠକ ବ୍ଲକ କଂଗ୍ରେସ... Read more