ଚାଷୀ ସମସ୍ୟାକୁ ନେଇ ରାଜରାସ୍ତାରେ ଓଲ୍ହାଇଲା ଜିଲ୍ଲା ଯୁବକଂଗ୍ରସSunil Chandra NayakFebruary 5, 2023 by Sunil Chandra NayakFebruary 5, 20230 ନବରଙ୍ଗପ୍ନର—-(ମସିହା) ନବରଙ୍ଗପୁର ଜିଲ୍ଲା ଯୁବ କଂଗ୍ରେସ ସଭାପତି ଶ୍ରୀ ଦ୍ଵାରିକା ମହାପାତ୍ରଙ୍କ ନେତୃତ୍ବରେ, ନବରଙ୍ଗପୁର ଜିଲ୍ଲାରେ ଚାଷୀଙ୍କ ଧାନ କ୍ରୟରେ ମଣ୍ଡିରେ ଲାଗି ରହିଥିବା... Read more
ବିଜୁ ଯୁବ ଛାତ୍ର ଜନତା ଦଳର ଡିଜିଟାଲ କର୍ମଶାଳାSunil Chandra NayakFebruary 5, 2023 by Sunil Chandra NayakFebruary 5, 20230 ଡାବୁଗାଁ, ୪/୨ (ମ.ନି.ସ.)- ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ ସଦରମହକୁମା ସ୍ଥିତ କଲ୍ୟାଣ ମଣ୍ଡପ ଠାରେ ଜିଲା ବିଜୁ ଯୁବ ଛାତ୍ର ଜନତା ଦଳର... Read more
ବିଜେପି ପକ୍ଷରୁ ବିଡ଼ିଓଙ୍କୁ ଦାବିପତ୍ର ପ୍ରଦାନSunil Chandra NayakFebruary 5, 2023 by Sunil Chandra NayakFebruary 5, 20230 ବନ୍ଧୁଗାଁ ବିଜେପି ପକ୍ଷରୁ ଆଜି ବନ୍ଧୁଗାଁ ବ୍ଲକ କୁ ଘେରାଉ କରାଯାଇଛି । ତହସିଲଦାର ଅଫିସ୍ ଠାରୁ ବିରାଟ ଶୋଭାଯାତ୍ରାରେ ବାହାରି ବ୍ଲକ ସମ୍ମୁଖରେ... Read more
ଭାରତୀୟ ଜନତା ପାର୍ଟି, ପାନପୋଷ ସାଂଗଠନିକ ଜିଲ୍ଲା ,ରାଉରକେଲା ଷ୍ଟିଲ ଟାଉନସିପ୍ ପଶ୍ଚିମ ମଣ୍ଡଳର କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତSunil Chandra NayakFebruary 5, 2023 by Sunil Chandra NayakFebruary 5, 20230 ରାଉରକେଲା/ ବିଜେପି ଷ୍ଟିଲ ଟାଉନସିପ୍ ପଶ୍ଚିମ ମଣ୍ଡଳର କାର୍ଯ୍ୟକାରିଣୀ ବୈଠକ ସେକ୍ଟର ୬ ସ୍ଥିତ ତାରାତାରିଣୀ ମନ୍ଦିର ପ୍ରାଙ୍ଗଣରେ ମଣ୍ଡଳ ସଭାପତି ବସନ୍ତ ସାମଲଙ୍କ... Read more
ଆବାସ ଯୋଜନାରେ ବ୍ୟାପକ ଦୁର୍ନୀତି ଅଭିଯୋଗ : ଭାଜପା ପକ୍ଷରୁ ଧର୍ମଗଡ ବ୍ଳକ ଘୋରାଉSunil Chandra NayakFebruary 4, 2023 by Sunil Chandra NayakFebruary 4, 20230 ଧର୍ମଗଡ଼:୪/୨/୨୩: ପ୍ରଧାନ ମନ୍ତ୍ରୀ ଆବାସ ଯୋଜନା ରେ ବ୍ୟାପକ ଦୁର୍ନିତି କୁ ନେଇ ଆଜି ଧର୍ମଗଡ ବ୍ଲକ କାର୍ଯ୍ୟଳୟ କୁ ଘେରିଛି ଭାଜପା ।... Read more
ପ୍ରଧାନମନ୍ତ୍ରୀ ଆବାସ ବଣ୍ଟନରେ ଚଞ୍ଚକତା କରାଯାଇଥିବା ପ୍ରତିବାଦରେ ବିଜେପିର ବ୍ଲକ ଘେରାଉSunil Chandra NayakFebruary 4, 2023 by Sunil Chandra NayakFebruary 4, 20230 ଜୟପାଟଣା:୦୪/୦୨ // ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଅନିୟମିତତାକୁ ନେଇ ସାରା ରାଜ୍ୟରେ ଗରିବ ହିତାଧିକାରୀଙ୍କ ମଧ୍ୟରେ ଅସନ୍ତୋଷର ବାତାବରଣ ଶ୍ରୁଷ୍ଟି ହୋଇଥିବା ଦେଖିବାକୁ ମିଳୁଛି... Read more
ବିଜେପି ପକ୍ଷରୁ ବ୍ଳକ କାର୍ଯ୍ଯାଳୟ ଘେରାଓ ଓ ବିଡିଓଙ୍କୁ ଦାବିପତ୍ର ପ୍ରଦାନSunil Chandra NayakFebruary 4, 2023 by Sunil Chandra NayakFebruary 4, 20230 ଥୁଆମୁଳ ରାମପୁର:୪/୦୨ – (ମ.ନି.ସ):- ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ହିତାଧିକାରୀ ଚୟନରେ ହୋଇଥିବା ଅନିୟମିତତାକୁ ବିରୋଧ କରି ଆଜି ଯଥା ତା ୦୪/୦୨/୨୦୨୩ ରିଖ... Read more
ଗଣତନ୍ତ୍ର ବଞ୍ଚାଅ ଦେଶ ବଞ୍ଚlଅ , ଫାସିବାଦ ହଟାଅ ଦେଶ ବଞ୍ଚାଅ , ଶହିଦ ମାନକଂ ସ୍ୱପ୍ନର ଭାରତ Sunil Chandra NayakFebruary 3, 2023 by Sunil Chandra NayakFebruary 3, 20230 ଚଳିତ ମାସ 02 02 2023 ଓ 03 02 2023 ଦୁଇ ଦିନ ସି ପି ଆଇ (ଏମ ଏଲ ) ଲିବେରେସନ... Read more
ଜାମଦା ବ୍ଳକରେ ଆବାସ ଯୋଜନାରେ ଅନିୟମିତତା ବିରୁଦ୍ଧରେ ବିଜେପିର ବ୍ଳକ ଘେରାଉSunil Chandra NayakFebruary 3, 2023 by Sunil Chandra NayakFebruary 3, 20230 ମୟୂରଭଞ୍ଜ – ୩/୨/୨୩ (ମସିହା)ଯାମଦା ବ୍ଳକରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ବ୍ୟାପକ ଅନିୟମିତତା ବିରୁଦ୍ଧରେ ଯୋଗ୍ଯ ହିତାଧିକାରୀଙ୍କୁ ଏହି ଯୋଜନାରେ ଘର ଯୋଗାଇ ଦେବା... Read more
ଜିଲ୍ଳା ରେ ମଣ୍ଡି ସମସ୍ୟା ତଥା ଗରିବ ଓ କୃଷକ ବିରୋଧୀ କେନ୍ଦ୍ର ବଜେଟ ବିରୁଦ୍ଧରେ ଯୁବ କଂଗ୍ରେସର ବିକ୍ଷୋଭ ପ୍ରଦର୍ଶନSunil Chandra NayakFebruary 3, 2023 by Sunil Chandra NayakFebruary 3, 20230 ଧର୍ମଗଡ଼:୦୩/୨/୨୩ :କଳାହାଣ୍ଡି ଜିଲ୍ଲାର ବିଭିନ୍ନ ମଣ୍ଡିରେ ଦେଖାଦେଇଥିବା ସମସ୍ୟା ଓ କେନ୍ଦ୍ର ଦ୍ବାରା ଆଗତ ବଜେଟ ବିରୁଦ୍ଧରେ ଧର୍ମଗଡ଼ ଯୁବ କଂଗ୍ରେସ ପକ୍ଷରୁ ଶୁକ୍ରବାର... Read more