ବାହାନଗା ମର୍ମନ୍ତୁଦ ରେଳ ଦୁର୍ଘଟଣାର ଏସ ଆଇ ଟି ତଦନ୍ତ ଓ ରେଳମନ୍ତ୍ରୀ ଅଶ୍ଵିନୀ ବୈଷ୍ଣବ ଙ୍କ ଇସ୍ତଫା ସମେତ ୧୩ ଦଫା ଦାବିରେ ମିଳିତ ବିରୋଧୀ ରାଜନୈତିକ ଦଳ ପକ୍ଷରୁ ରାଉରକେଲା ରେଳଷ୍ଟେସନ ସମ୍ମୁଖରେ ଗଣଧାରଣା
ରାଉରକେଲା/ଗତ ଜୁନ୍ ୨ ତାରିଖ ଦିନ ବାଲେଶ୍ୱର ନିକଟସ୍ଥ ବାହାନଗା ଷ୍ଟେସନ ନିକଟରେ ଘଟିଥିବା ମର୍ମନ୍ତୁଦ ରେଳ ଦୁର୍ଘଟଣା ଯେଉଁଥିରେ କରମଣ୍ଡଳ ସୁପର ଫାଷ୍ଟ...
