ଆମପାଣି ବୁଢ଼ାରଜା ହାଇସ୍କୁଲ ଶିକ୍ଷକଙ୍କୁ ଅବସର କାଳୀନ ବିଦାୟ ସମ୍ବର୍ଦ୍ଧନା, ଯୋଗଦେଲେ ବିଧାୟକSunil Chandra NayakAugust 3, 2023 by Sunil Chandra NayakAugust 3, 20230 କୋକସରା,୨/୦୮ //କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଆମପାଣି ବୁଢାରଜା ଉଚ୍ଚ ବିଦ୍ୟାଳୟ ଠାରେ ବିଦ୍ୟାଳୟର ବରିଷ୍ଠ ଶିକ୍ଷକ ଚିତ୍ତରଞ୍ଜନ ଠାକୁରଙ୍କ ଅବସର କାଳୀନ ସମ୍ବର୍ଦ୍ଧନା... Read more
କନିଷ୍ଠ ଯନ୍ତ୍ରୀ ଙ୍କ ବିୟୋଗରେ ଡାବୁଗାଁ ବ୍ଳକ ରେ ପାଳିଲେ ଶୋକ ସଭାSunil Chandra NayakAugust 3, 2023 by Sunil Chandra NayakAugust 3, 20230 ନବରଙ୍ଗପୁର–(ମସିହା )ନବରଙ୍ଗପୁର ଜିଲ୍ଲା ଡାବୁଗାଁ ବ୍ଳକର ପୂର୍ବତନ କନିଷ୍ଠ ଯନ୍ତ୍ରୀ ସୁବାସ ଚନ୍ଦ୍ର ଖାଡ଼ଙ୍ଗା ଙ୍କ ବିୟୋଗରେ ସ୍ଥାନୀୟ ବ୍ଳକ କାର୍ଯ୍ୟାଳୟରେ ଏକ ଶୋକ... Read more
ଶୁଣିଲାଣି କ୍ଷୁଦ୍ର ଜଳସେଚନ ବିଭାଗ, ନିଜସ୍ଵ ଉଦ୍ୟମରେ ଭଙ୍ଗା କେନାଲକୁ ମରାମତି କରି ଜଳସେଚନ କରୁଛନ୍ତି ଚାଷିSunil Chandra NayakAugust 3, 2023 by Sunil Chandra NayakAugust 3, 20230 କୋକସରା,୨/୦୮ // ଜଳସେଚନର ସୁବ୍ୟବସ୍ଥା ଓ ଚାଷିଙ୍କ ଚାଷଜମିକୁ ଜଳସେଚନ ପାଇଁ କୋଟି କୋଟି ଟଙ୍କା ଅନୁଦାନରେ କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକର ବିଭିନ୍ନ... Read more
ବ୍ୟାଙ୍କ କର୍ମଚାରୀ ଙ୍କୁ ଅବସର କାଳୀନ ସମ୍ବର୍ଦ୍ଧନାSunil Chandra NayakAugust 3, 2023 by Sunil Chandra NayakAugust 3, 20230 ଚିଲିଗୁଡା ( ମ ନି ସ) ଜୁନାଗଡ଼ ବ୍ଲକ ଅନ୍ତର୍ଗତ ଚିଲିଗୁଡା ଉତ୍କଳ ଗ୍ରାମୀଣ ବ୍ୟାଙ୍କ ରେ କାର୍ଯ୍ୟରତ ଶାଖା ପରିଚାଳକ ସୁବାଷ ଚନ୍ଦ୍ର... Read more
ଧର୍ମଗଡ ଠାରେ ୭୭ତମ ଉପଖଣ୍ଡ ସ୍ତରୀୟ ସ୍ୱାଧୀନତା ଦିବସ ପାଳନ ନିମନ୍ତେ ପ୍ରସ୍ତୁତି ବୈଠକSunil Chandra NayakAugust 3, 2023 by Sunil Chandra NayakAugust 3, 20230 କଳାହାଣ୍ଡି ଜିଲ୍ଲା ଧର୍ମଗଡ ଠାରେ ୭୭ତମ ଉପଖଣ୍ଡସ୍ତରୀୟ ସ୍ବାଧିନତା ଦିବସ ପାଳନ ନିମନ୍ତେ ଏକ ପ୍ରସ୍ତୁତି ବୈଠକ ତହସିଲଦାର ହରେକୃଷ୍ଣ ବରିହା ଙ୍କ ଅଧ୍ୟକ୍ଷତାରେ... Read more
ମସିହା NEWS ର ମହାପ୍ରଭାବ , ଖବର ପ୍ରକାଶ ପରେ, କଙ୍କଡ଼ାହାଡ଼ ସମ୍ମନିତ ଶିଶୁ ବିକାଶ ପ୍ରକଳ୍ପ କାର୍ଯ୍ୟାଳୟ ଅଧିକାରୀଣି ସୋପାନ ଟଙ୍କା ହେରେଫେର ବାବଦରେ ନେଲେ ଦୃଢ଼ କାର୍ଯ୍ୟାନୁଷ୍ଠାନSunil Chandra NayakAugust 3, 2023 by Sunil Chandra NayakAugust 3, 20230 କାମାକ୍ଷାନଗର (ମିନିସ )2/7/23//ଢେଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ସମ୍ମନିତ ଶିଶୁ ବିକାଶ ପ୍ରକଳ୍ପ କାର୍ଯ୍ୟାଳୟରେ ସୋପାନ ଟଙ୍କା ହେରେଫେର ବାବଦରେ ଅନେକ ଥର ଆମେ ଖବର... Read more
ମହାବୀର ସାଂସ୍କୃତିକ ଅନୁଷ୍ଠାନ ଦ୍ବାରା ମହାରାଜା ପ୍ରତାପ କେଶରୀ ଦେଓ ଘୁମୁରା ଏକାଡେମୀର ୪୩ତମ ପ୍ରତିଷ୍ଠା ଦିବସ ପାଳିତSunil Chandra NayakAugust 3, 2023 by Sunil Chandra NayakAugust 3, 20230 ସ୍ଥାନୀୟ ମହାବୀର ସାଂସ୍କୃତିକ ଅନୁଷ୍ଠାନ ପକ୍ଷରୁ ମହାରାଜା ପ୍ରତାପ କେଶରୀ ଦେଓ ଘୁମୁରା ଏକାଡେମୀର ୪୩ତମ ପ୍ରତିଷ୍ଠା ଦିବସ ଅନୁଷ୍ଠାନର ସଭାଗୃହରେ ପାଳିତ ହୋଇଯାଇଛି... Read more
ଶିକ୍ଷକ ସଂଘ ର ଆନ୍ଦୋଳନ ପାଇଁ ପ୍ରସ୍ତୁତି ବୈଠକSunil Chandra NayakAugust 3, 2023 by Sunil Chandra NayakAugust 3, 20230 ରାଜ୍ୟ ସରକାର ଶିକ୍ଷକ ମାନଙ୍କ ବିଭିନ୍ନ ଦାବୀ ସବୁ କୁ ପୂରଣ କରିବାରେ ଟାଳଟୁଳ ନୀତି ଅବଲମ୍ବନ କରୁଛନ୍ତି । ଦାବୀ ହାସଲ ନିମନ୍ତେ... Read more
ସ୍ଵଛ ସର୍ବେକ୍ଷଣ ଗ୍ରାମୀଣ -୨୦୨୩ ର କେନ୍ଦ୍ରୀୟ ଦଳ ଙ୍କ ଡାବୁଗାଁ ବ୍ଲକ ଗସ୍ତSunil Chandra NayakAugust 2, 2023 by Sunil Chandra NayakAugust 2, 20230 ଡାବୁଗାଁ, ୨/୮ (ମ.ନି.ସ.)- ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ କୁ କେନ୍ଦ୍ରୀୟ ଦଳ ବୁଧବାର ଗସ୍ତ କରିଛନ୍ତି | ଉକ୍ତ କେନ୍ଦ୍ରୀୟ ଦଳର ଅଧିକାରୀ... Read more
ନିର୍ମାଣଧିନ ବ୍ରିଜ ର ସେଟରିନ ଦବିଥିଲା ଏବେ ବର୍ଷା ରେ ଆପ୍ରୋତ ରୋଡ଼ ଭାସି ଯାଇଛି ଯାତାୟତ ର ବିକଳ୍ପ ଅନ୍ୟ ରାସ୍ତାSunil Chandra NayakAugust 2, 2023 by Sunil Chandra NayakAugust 2, 20230 ତେନ୍ତୁଳିିଖୁଣ୍ଟି ୦୨-/୦୮/୨୩ //ତେନ୍ତୁଳିଖୁ୍ଣ୍ଟିବ୍ଳକର ମୂଷାମୁଣ୍ଡି ଗୁଡା ଠାରୁ କଣ୍ଟାଗାଁ ଭାୟା ଅଞ୍ଚଳଗୁମା ଦେଇ ଯାଉଥିବା ପ୍ରଧାନ ମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନା ରାସ୍ତାରେ ଉମରି... Read more