ସ୍ଵଛ ସର୍ବେକ୍ଷଣ ଗ୍ରାମୀଣ -୨୦୨୩ ର କେନ୍ଦ୍ରୀୟ ଦଳ ଙ୍କ ଡାବୁଗାଁ ବ୍ଲକ ଗସ୍ତSunil Chandra NayakAugust 2, 2023 by Sunil Chandra NayakAugust 2, 20230 ଡାବୁଗାଁ, ୨/୮ (ମ.ନି.ସ.)- ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ କୁ କେନ୍ଦ୍ରୀୟ ଦଳ ବୁଧବାର ଗସ୍ତ କରିଛନ୍ତି | ଉକ୍ତ କେନ୍ଦ୍ରୀୟ ଦଳର ଅଧିକାରୀ... Read more
ନିର୍ମାଣଧିନ ବ୍ରିଜ ର ସେଟରିନ ଦବିଥିଲା ଏବେ ବର୍ଷା ରେ ଆପ୍ରୋତ ରୋଡ଼ ଭାସି ଯାଇଛି ଯାତାୟତ ର ବିକଳ୍ପ ଅନ୍ୟ ରାସ୍ତାSunil Chandra NayakAugust 2, 2023 by Sunil Chandra NayakAugust 2, 20230 ତେନ୍ତୁଳିିଖୁଣ୍ଟି ୦୨-/୦୮/୨୩ //ତେନ୍ତୁଳିଖୁ୍ଣ୍ଟିବ୍ଳକର ମୂଷାମୁଣ୍ଡି ଗୁଡା ଠାରୁ କଣ୍ଟାଗାଁ ଭାୟା ଅଞ୍ଚଳଗୁମା ଦେଇ ଯାଉଥିବା ପ୍ରଧାନ ମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନା ରାସ୍ତାରେ ଉମରି... Read more
ନିଖିଳ ଉତ୍କଳ ନିର୍ବାହୀ ଅଧିକାରୀ ବିଡ଼ିଓ ଙ୍କ ଜରିଆରେ ଚାରି ଦଫା ଦାବି ପତ୍ର ପ୍ରଦାନSunil Chandra NayakAugust 2, 2023 by Sunil Chandra NayakAugust 2, 20230 ରାଇଘର, ୨/୮ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ରେ କାର୍ଯ୍ୟରତ ନିଖିଳ ଉତ୍କଳ ନିର୍ବାହୀ ଅଧିକାରୀ ବିଡ଼ିଓ ଲକ୍ଷ୍ମୀ ସାଗର ମାଝୀ ଙ୍କ ଜରିଆରେ ଚାରି... Read more
ପିଇଓ ସଂଘ ତରଫରୁ ଦାବି ପତ୍ର ପ୍ରଦାନSunil Chandra NayakAugust 2, 2023 by Sunil Chandra NayakAugust 2, 20230 ବନ୍ଧୁଗାଁ.(ଆପ୍ର).୦୨।୦୮ // ନୀଖିଳ ଉତ୍କଳ ପଞ୍ଚାୟତ ନିର୍ବାହି ଅଧିକାରି ସଂଘ ଡାକରାରେ ଆଜି ବନ୍ଧୁଗାଁ ବ୍ଲକର କାର୍ଯ୍ୟରତ ସମସ୍ତ ପଞ୍ଚାୟତର ନିର୍ବାହି ଅଧିକାରି ମାନେ... Read more
ତେନ୍ତୁଳିଖୁଣ୍ଟି ବ୍ଲକର ଗୌରବ ଆଣିଥିବା ବିଶ୍ଵଜିତ କୁ ସମ୍ବର୍ଦ୍ଧନାSunil Chandra NayakAugust 2, 2023 by Sunil Chandra NayakAugust 2, 20230 ତେନ୍ତୁଳିଖୁଣ୍ଟି ୦୨/୦୮/୨୩// ଓଡିଶା ସିଭିଲ ସର୍ଭିସ ଫଳାଫଳରେ ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଳକର ବିଶ୍ୱଜିତ କର୍କରା ୨୮୯ ନମ୍ବର ରେଙ୍କ ରଖି ଓଡିଶା ପ୍ରଶାସନିକ... Read more
ଲଗାଣ ବର୍ଷା ରେ ଗଛପଡି ସମ୍ପୂର୍ଣ ଘର ଭାଙ୍ଗି ନଷ୍ଟ , ଅଳ୍ପକେ ବର୍ତ୍ତିଗଲେ ପରିବାର ଲୋକେ Sunil Chandra NayakAugust 2, 2023 by Sunil Chandra NayakAugust 2, 20230 ପାପଡାହାଣ୍ଡି ,2/08, ମନିସ – ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ଅଂଚଳରେ ଲଗାଣ ବର୍ଷା ଯୋଗୁଁ ପାପଡାହାଣ୍ଡି ବ୍ଲକ ଅନ୍ତର୍ଗତ ନାକଟିଗୁଡା ପଂଚାୟତ ର... Read more
ଜୁନାଗଡ଼ ର ଦେବସ୍ମିତା ଓ ନମିତା,ଓପିଏସି ରେ କୃତିତ୍ୱSunil Chandra NayakAugust 2, 2023 by Sunil Chandra NayakAugust 2, 20230 ଜୁନାଗଡ଼,୨/୮ ଜୁନାଗଡ ବ୍ଲକ ଅନ୍ତର୍ଗତ କୁପାଗାଁ ନିବାସୀ ଆଞ୍ଚଳିକ ଗ୍ରାମ୍ୟ ବ୍ୟାଙ୍କ୍ ମ୍ୟାନେଜର ଭାବେ କାର୍ଯ୍ୟରତ ପ୍ରଭାକର ଦୀପ୍ ଙ୍କ କନିଷ୍ଠ ଝିଅ ଦେବସ୍ମୀତା... Read more
ଅତିରିକ୍ତ ଜିଲ୍ଲାପାଳ ଦ୍ୱୟଙ୍କ ବିଦାୟ କାଳୀନ ସମ୍ବର୍ଦ୍ଧନl ଅନୁଷ୍ଠିତSunil Chandra NayakAugust 2, 2023August 2, 2023 by Sunil Chandra NayakAugust 2, 2023August 2, 20230 ରାୟଗଡ:-ତା.2/08 – ରାୟଗଡ ଜିଲ୍ଲାର ଦୁଇଜଣ ଅତିରିକ୍ତ ଜିଲ୍ଲାପାଳଙ୍କ ଆଜି ବିଦାୟ କାଳୀନ ସମ୍ବର୍ଦ୍ଧନା ସଭା ଜିଲ୍ଲାପାଳ ଶ୍ରୀମତି ସ୍ଵଧା ଦେବ ସିଂଙ୍କ ଅଧକ୍ଷତlରେ... Read more
ଓଡିଶା ପ୍ରଶାସନିକ ସେବା ପରୀକ୍ଷାରେ ସଫଳ ପାଇଥିବା ୨ଜଣ ମେଧାବିଙ୍କୁ ଭେଟିଲେ ଠାକୁର ରଞ୍ଜିତ ଦାସSunil Chandra NayakAugust 2, 2023 by Sunil Chandra NayakAugust 2, 20230 ବାଲେଶ୍ଵର,୦୨/୮/୨୩ – ଓଡିଶା ପ୍ରଶାସନିକ ସେବା ପରୀକ୍ଷାରେ ବାଲେଶ୍ୱର ଜିଲ୍ଲା ଖଇରା ବ୍ଲକରେ ଦୁଇଜଣ ସଫଳତା ହାସଲ କରିଥିବା ମେଧାବୀ ଛାତ୍ରଛାତ୍ରୀଙ୍କୁ ଭେଟି ସମ୍ବର୍ଦ୍ଧିତ... Read more
ଜାତୀୟ ସ୍ତରୀୟ କବି ସମ୍ମିଳନୀ – ” କାବ୍ୟାଞ୍ଜଳି”Sunil Chandra NayakAugust 2, 2023 by Sunil Chandra NayakAugust 2, 20230 ନବରଙ୍ଗପୁର–(ମସିହା) ସୃଜନୀ ପରିବାର ,ଚେନ୍ନାଇ ଆନୁକୁଲ୍ୟରେ ୩୦ ଜୁଲାଇରେ ଜାତୀୟ ସ୍ତରର କବି ସମ୍ମିଳନୀ “କାବ୍ୟାଞ୍ଜଳି” ଆଭାସି ମାଧ୍ୟମରେ ଅନୁଷ୍ଠିତ ହୋଇଯାଇଛି।ଏହି କାର୍ଯ୍ୟକ୍ରମରେ ଭାରତର... Read more