ସାତଦିନ ମଧ୍ୟରେ ହେବ ସମସ୍ୟାର ସମାଧାନ: ହିନ୍ଦୋଳଗସ୍ତରେ ଆସି ପ୍ରତିଶ୍ରୁତିଦେଲେ 5T ସଚିବSunil Chandra NayakJuly 12, 2023 by Sunil Chandra NayakJuly 12, 20230 ଢେଙ୍କାନାଳ (ମ ସୀ ହା)ହିନ୍ଦୋଳବ୍ଲକ ଗୋଇଲପଡିଆ ଠାରେ 5T ସଚିବ ଭିକେ ପାଣ୍ଡିଆନ ପହଂଚି ଲୋକମାନଙ୍କ ସହ ମିଶିବା ସହିତ ଅଭିଯୋଗ ଶୁଣିଛନ୍ତି ।... Read more
ନିଖିଳ ଓଡିଶା 662 ବେସରକାରୀ ଅଧ୍ୟାପକ ଓ କର୍ମଚାରୀ ସଂଘ ତରଫରୁ ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କୁ ଦାବିପତ୍ର ପ୍ରଦାନSunil Chandra NayakJuly 12, 2023 by Sunil Chandra NayakJuly 12, 20230 ନବରଙ୍ଗପୁର—(ମସିହା)ନିଖିଳ ଓଡିଶା 662 (+2ଓ +3)ବେସରକାରୀ ଅଧ୍ୟାପକ ଓ କର୍ମଚାରୀ ରାଜ୍ୟ ସଂଘ ର ଆହ୍ୱାନ କ୍ରମେ ନବରଙ୍ଗପୁର ଜିଲ୍ଲା ସଂଘ ତରଫରୁ ଆଜି... Read more
ତେନ୍ତୁଳୀଖୁଣ୍ଟି ବ୍ଲକ ପରେ ମୈଦଲପୁର ଅଞ୍ଚଳରେ ହାତୀSunil Chandra NayakJuly 12, 2023 by Sunil Chandra NayakJuly 12, 20230 ପାପଡାହାଣ୍ଡି,12/7, ମନିସ —- ନବରଙ୍ଗପୁର ଜିଲ୍ଲା ତେନ୍ତୁଳୀଖୁଣ୍ଟି ଅଂଚଳରେ ଜଙ୍ଗଲୀ ହାତୀ ତାର ଉପଦ୍ରଵ ଦେଖାଇବା ପରେ ମଙ୍ଗଳବାର ମଇଦଳପୁର ଅଂଚଳରେ ହାତୀ ଦେଖିବାକୁ... Read more
ନିତ୍ୟବ୍ୟବହାର୍ଯ୍ୟ ଖାଦ୍ୟ ସାମଗ୍ରୀ ଓ ପନିପରିବା ର ଆକାଶଛୁଆଁ ଦରବୃଦ୍ଧି ନିୟନ୍ତ୍ରଣ କରିବା ଦାବିରେ ସି ପି ଆଇ ଏମ୍ ର ବିକ୍ଷୋଭSunil Chandra NayakJuly 12, 2023 by Sunil Chandra NayakJuly 12, 20230 ରାଉରକେଲା/ସି ପି ଆଇ ଏମ୍, ରାଉରକେଲା ଆଂଚଳିକ କମିଟି ପକ୍ଷରୁ ନିତ୍ୟବ୍ୟବହାର୍ଯ୍ୟ ଖାଦ୍ୟ ସାମଗ୍ରୀ ଯଥା ଖାଇବା ତେଲ, ଡାଲି,ଆଳୁ, ପିଆଜ, ମସଲା ଓ... Read more
ଗୋଷ୍ଠୀ ଉନ୍ନୟନ ଅଧିକାରୀ ଙ୍କ ବିଦ୍ୟାଳୟର ଗସ୍ତ ସହ ଖେଳ ପଡ଼ିଆ ପାଇଁ ଜମି ଚିହ୍ନଟSunil Chandra NayakJuly 12, 2023July 12, 2023 by Sunil Chandra NayakJuly 12, 2023July 12, 20230 କୋଲନରା :୧୨/୭ କୋଲନରା ବ୍ଲକ ଅନ୍ତର୍ଗତ ମୁକୁନ୍ଦପୁର ଗ୍ରାମରେ ଥିବା ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କ ନିମନ୍ତେ ଖେଳକୁଦ ପାଇଁ ଖେଳ... Read more
ଡାବୁଗାଁ ଅବସରପ୍ରାପ୍ତ ସରକାରୀ କର୍ମଚାରୀ କଲ୍ୟାଣ ସଂଘ ବୈଠକSunil Chandra NayakJuly 12, 2023 by Sunil Chandra NayakJuly 12, 20230 ଡାବୁଗାଁ, ୧୨/୭ (ମ.ନି.ସ.)- ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ ର ଜୟନ୍ତୀନଗର ସ୍ଥିତ ଶ୍ରୀ ରାଧାକୃଷ୍ଣ ମନ୍ଦିର ପ୍ରାଙ୍ଗଣରେ ଅବସରପ୍ରାପ୍ତ ସରକାରୀ କର୍ମଚାରୀ କଲ୍ୟାଣ... Read more
5T ଉପକ୍ରମରେ ଗୁପ୍ତେଶ୍ୱର ପୀଠର ହେବ ରୂପାନ୍ତର , ୨୦ କୋଟି ଟଙ୍କା ମଞ୍ଜୁର କଲେ ମୁଖ୍ୟମନ୍ତ୍ରୀSunil Chandra NayakJuly 12, 2023 by Sunil Chandra NayakJuly 12, 20230 ପ୍ରାକୃତିକ ସୌନ୍ଦର୍ଯ୍ୟରେ କୌଣସି ଆଞ୍ଚ ନ ଆଣି ପୀଠର ଉନ୍ନତି ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କୋରାପୁଟ ଜିଲ୍ଲାର ପ୍ରସିଦ୍ଧ ଗୁପ୍ତେଶ୍ୱର ପୀଠର ରୂପାନ୍ତର ପାଇଁ... Read more
ବଧିର ବିଦ୍ୟାଳୟରେ ଶିକ୍ଷାଉପକରଣ ଓ ଚଷମା ବଣ୍ଟନ , ମହାନଦୀ ବିହାର ପେନସନ ଆସୋସିଏସନ ଆନୁକୂଲ୍ୟରେ ଶିକ୍ଷା ସାମଗ୍ରୀ ବଣ୍ଟନSunil Chandra NayakJuly 12, 2023 by Sunil Chandra NayakJuly 12, 20230 କଟକ : କଟକ ସଦର ୪୨ ମୌଜା ବେଲେଶ୍ୱର ବଧିର ଉଚ୍ଚ ବିଦ୍ୟାଳୟ ପରିସରରେ ମହାନଦୀ ବିହାର ପେନସନ ଆସୋସିଏସନ ଆନୁକୂଲ୍ୟରେ ଶିକ୍ଷାଉପକରଣ ଅଧୟନରତ... Read more
ଢୁଷଗୁଡ଼ା ରେତ୍ ଡ୍ୟାମରେ ବୁଡ଼ି କଲେଜ ଛାତ୍ର ନିଖୋଜ ଘଟଣା , ଆଠଘଣ୍ଟା ବିତିଲା, ପତ୍ତା ମିଳିଲାନି : ରାତିହେବାରୁ ଅଧାରେ ଅଟକିଲା ଉଦ୍ଧାର କାର୍ଯ୍ୟSunil Chandra NayakJuly 12, 2023 by Sunil Chandra NayakJuly 12, 20230 ଲାଞ୍ଜିଗଡ଼,୧୨/୦୭(ମନିସ)-କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ଓ ନର୍ଲା ବ୍ଲକ ସୀମାନ୍ତ ଢୁଷଗୁଡାସ୍ଥିତ ରେତ୍ ନଦୀ ଡ୍ୟାମ୍ ରେ ବୁଡ଼ି ଜଣେ କଲେଜ ଛାତ୍ର ନିଖୋଜ ଥିବା... Read more
୪୨ମୌଜ଼ା ବଣିକ ମହାସଙ୍ଘ ତରଫରୁ ଯୁବ ସଙ୍ଗଠକ ଇଂ. ପ୍ରକାଶ ଚଂଦ୍ର ସେଠୀଙ୍କ ନେତୃତ୍ୱରେ କଟକ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନSunil Chandra NayakJuly 12, 2023 by Sunil Chandra NayakJuly 12, 20230 କଟକ : କଟକ ସଦର ୪୨ ମୌଜ଼ା ବଣିକ ମହାସଙ୍ଘ ତରଫରୁ କଟକ ଜିଲ୍ଲାପାଳଙ୍କୁ ୭ଦଫା ଦାବି ପତ୍ର ସଦର ଅଂଚଳର ଅଗ୍ରଣୀ... Read more