ବ୍ୟାସ ଫାଉଣ୍ଡେସନ ର ବଦାନ୍ୟତା, ଅସହାୟ ମହିଳାଙ୍କୁ ଦେଲେ ଏକ ସିଲାଇ ମେସିନ !Sunil Chandra NayakJanuary 15, 2023 by Sunil Chandra NayakJanuary 15, 20230 ତିର୍ତ୍ତୋଲ :- ତା 15/01/23 /- ସଂସାର କରିବାର ସ୍ବପ୍ନକୁ ଅଧବାଟରେ ଛାଡ଼ିଦେଇ ସ୍ୱାମୀ ଚାଲିଗଲେ ଆରପାରିକି ! ମୁଣ୍ଡଉପରେ ଲଦି ଦେଇଗଲେ ଗତବୟସ୍କ... Read more
କଳାହାଣ୍ଡି ଉତ୍ସବ ଘୁମୁରା ୨୦୨୩ , ମନ ମୋହିଲା ପଥୋତ୍ସବ, ରାସ୍ତା ପାଲଟିଲା ଉତ୍ସବମୟSunil Chandra NayakJanuary 15, 2023 by Sunil Chandra NayakJanuary 15, 20230 କଳାହାଣ୍ଡି ଉତ୍ସବର ରୌପ୍ୟ ଜୟନ୍ତୀ ସମାରୋହକୁ ସ୍ମରଣୀୟ କରିବା ପାଇଁ କଳାହାଣ୍ଡି ଜିଲ୍ଲା ପ୍ରଶାସନ ତଥା ଜିଲ୍ଲା ସଂସ୍କୃତି ପରିଷଦ ଅନେକ ପଦକ୍ଷେପ ହାତକୁ... Read more
ଦୁଇ ବାଇକ ମୁହାଁମୁହିଁ ଧକ୍କା, ଦୁଇମୃତ ଦୁଇ ଗୁରୁତରSunil Chandra NayakJanuary 15, 2023 by Sunil Chandra NayakJanuary 15, 20230 ବୌଦ୍ଧ -୧୫।୧: ( ହୃଦାନନ୍ଦ ମେହେର )- ବୌଦ୍ଧ ଜିଲ୍ଲା କଣ୍ଟାମାଳ ଥାନା କଣ୍ଟାମାଳ -ମନମୁଣ୍ଡା ୪୧ନଂ ରାଜ୍ୟ ରାଜପଥ ଧାନଖଣ୍ଡି ଛକ ନିକଟରେ... Read more
ଚାରବାହାଲ ରେ ସେକ୍ଟର ସ୍ତରୀୟ ଆଶା ସଂଘ ଗଠିତSunil Chandra NayakJanuary 15, 2023 by Sunil Chandra NayakJanuary 15, 20230 ଚିଲିଗୁଡା ( ମ ନି ସ) ଜୁନାଗଡ଼ ବ୍ଲକ ଅନ୍ତର୍ଗତ ଚାରବାହାଲ ଗ୍ରାମର ସ।ପ୍ତ।ହିକ ବଜାର ପ୍ରାଙ୍ଗଣରେ ଚାର ବାହାଲ ସେକ୍ଟର ସମସ୍ତ ଆଶା... Read more
ପରିବାର ମଙ୍ଗଳରେ ରହିବାନେଇ ସତସଙ୍ଗ ପ୍ରଦାନ କଲେ ପୁଅ ବୋହୁSunil Chandra NayakJanuary 15, 2023 by Sunil Chandra NayakJanuary 15, 20230 ଡାବୁଗାଁ, ୧୫/୧(ମ.ନି.ସ.)- ନବରଙ୍ଗପୁର ଜିଲ୍ଲା ଡାବୁଗାଁ ବ୍ଲକ ସଦର ମହକୁମା ରାଜ୍ୟ ରାଜପଥ-୩୯ପାର୍ଶ୍ଵରେ ଗଢି ଉଠିଥିବା ସତସଙ୍ଗ ବିହାରରେ ଆଜି ବିଶେଷ ସତସଙ୍ଗ ଅନୁଷ୍ଠିତ... Read more
ଅନୁଷ୍ଠିତ ହେଲା ସାମ୍ବତ୍ସରିକ ସାରସ୍ଵତ ସମାରୋହ Sunil Chandra NayakJanuary 15, 2023 by Sunil Chandra NayakJanuary 15, 20230 ବାଲେଶ୍ଵର, ୧୫/୦୧/୨୩- ବାଲେଶ୍ଵର ଜିଲ୍ଲା କୁପାରୀ ସ୍ଥିତ ମା ଅମ୍ବିକା ଉଦାସୀନ ଆଶ୍ରମ ପରିସରରେ ମା ଅମ୍ବିକା ବିଶ୍ବକଲ୍ଯାଣ ସାହିତ୍ୟ ସଂସଦ, କୁପାରୀ ତରଫରୁ... Read more
ଅବସର ପ୍ରାପ୍ତ ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ବଳରାମ ସାରଙ୍କ ପାଠ ପଢ଼ାଇବା ନିଶାSunil Chandra NayakJanuary 15, 2023 by Sunil Chandra NayakJanuary 15, 20230 ଫୁଲବାଣୀ/ ଆଦିବାସୀ ଅଧ୍ୟୁଷିତ କନ୍ଧମାଳ ଜିଲ୍ଲାରେ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ବିଜ୍ଞାନ ପ୍ରତି ଆଗ୍ରହ ବଢାଇବା ପାଇଁ ଚାକିରୀରୁ ଅବସର ନେବାପରେ ମଧ୍ୟ ଘୁ.ଉଦୟଗିରି... Read more
ହେତୁବାଦୀ ସଂଗଠନ ପକ୍ଷରୁ ବନ୍ଧୁମିଳନ ଅନୁଷ୍ଠିତSunil Chandra NayakJanuary 15, 2023 by Sunil Chandra NayakJanuary 15, 20230 କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ବ୍ଳକ ଅନ୍ତର୍ଗତ ବୁଢୀପଦର ଠାରେ କଳାହାଣ୍ଡି ଜିଲ୍ଲା ହେତୁବାଦୀ ସଂଗଠନ ପକ୍ଷରୁ ଏକ ବନ୍ଧୁମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି... Read more
ବିଭିନ୍ନ ପ୍ରକଳ୍ପ ର ଭୂମିପୂଜନSunil Chandra NayakJanuary 15, 2023 by Sunil Chandra NayakJanuary 15, 20230 ଡାବୁଗାଁ, ୧୫/୧(ମ.ନି.ସ.) ନବରଙ୍ଗପୁର ଜିଲା ବୋରିଗାଁ ମିନିଷ୍ଟାଡିୟାମ ଠାରେ ବିଭିନ୍ନ ପ୍ରକଳ୍ପ ର ଭୂମିପୂଜନ କାର୍ଯ୍ୟକ୍ରମ ରବିବାର ଅନୁଷ୍ଠିତ ହୋଇଯାଇଛି | ଏଥିରେ ପ୍ରଧାନମନ୍ତ୍ରୀ... Read more
ସ୍ଵାମୀ ବିବେକାନନ୍ଦଙ୍କ ୧୬୧ ତମ ଜନ୍ମ ଦିବସ ପାଳିତSunil Chandra NayakJanuary 15, 2023 by Sunil Chandra NayakJanuary 15, 20230 ଫୁଲବାଣୀ :- କନ୍ଧମାଳ ଜିଲ୍ଲା ଫୁଲବାଣୀ ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିର ତରଫରୁ ସ୍ବାମୀ ବିବେକାନନ୍ଦଙ୍କ ୧୬୧ ତମ ଜନ୍ମ ଦିବସ ପ୍ରଧାନ ଆଚାର୍ଯ୍ଯ ରାଜେନ୍ଦ୍ର... Read more