ପୁରୀ-ରାଉରକେଲା ଦିନବେଳା ସ୍ବତନ୍ତ୍ରଟ୍ରେନ ସବୁଦିନିଆ ହେଉSunil Chandra NayakJanuary 21, 2023 by Sunil Chandra NayakJanuary 21, 20230 ରାଉରକେଲା/ଓଡିଶାରେ ଭୁବନେଶ୍ବର ଏବଂ ରାଉରକେଲାରେ ବଶ୍ବକପ୍ ହକି ମ୍ୟାଚ ହେଉଥିବାରୁ ଭାରତୀୟ ରେଳବାଇ ପୁରୀ-ଭୂବନେଶ୍ବର-ରାଉରକେଲା ମଧ୍ୟରେ ଦିନବେଳା ଏକ ସ୍ବତନ୍ତ୍ରଟ୍ରେନ ପ୍ରଚଳନ କରିଛନ୍ତି। ବହୁପୁର୍ବରୁ... Read more
ଖଡ଼ିଆଲ ବିଜ୍ଞାପିତ ଅଞ୍ଚଳ ପରିଷଦ ର ସୁବର୍ଣ୍ଣ ଜୟନ୍ତୀSunil Chandra NayakJanuary 21, 2023 by Sunil Chandra NayakJanuary 21, 20230 ନୂଆପଡା // ନୂଆପଡା ଜିଲ୍ଲା ଖଡ଼ିଆଳ ବିଜ୍ଞାପିତ ଅଞ୍ଚଳ ପରିଷଦର ପଚାଶ ବର୍ଷ ପୂର୍ତ୍ତି ଅବସରରେ ସୁବର୍ଣ୍ଣ ଜୟନ୍ତୀ ସମାରୋହ ଖଡ଼ିଆଳ ନଗରପାଳ ଉଜ୍ଜଳ... Read more
ଯୋରନ୍ଦା ମାଘମେଳା ପାଇଁ ବାଟ ଫିଟିଲାSunil Chandra NayakJanuary 21, 2023 by Sunil Chandra NayakJanuary 21, 20230 ଢେଙ୍କାନାଳ (ମ ନି ସ)୨୧/୦୧_ ଗଁଦିଆ ବ୍ଲକ ର ଯୋରନ୍ଦା ମହିମାଗାଦି ଠାରେ ଦୁଇ ବର୍ଷପରେ ହେବାକୁ ଥିବା ବିଶ୍ବ ପ୍ରସିଦ୍ଧ ଯୋରନ୍ଦା ମାଘ... Read more
ଜିଲ୍ଲା ସ୍ତରୀୟ ଯୁବ ରେଡକ୍ରସ ଶିବିର ଉଦଘାଟିତSunil Chandra NayakJanuary 21, 2023 by Sunil Chandra NayakJanuary 21, 20230 କୋକସରା,୨୧/୦୧// ସ୍ଥାନୀୟ ପଞ୍ଚାୟତ ସମିତି ଡିଗ୍ରୀ ମହାବିଦ୍ୟାଳୟ ଠାରେ ତିନିଦିନିଆ ଜିଲ୍ଲା ସ୍ତରୀୟ ସ୍ବେଚ୍ଛାସେବୀ ମାନଙ୍କ ପାଇଁ ଅଧ୍ୟୟନ ଓ ପ୍ରଶିକ୍ଷଣ ଶିବିର ଉଦଘାଟିତ... Read more
ଆମ ୪୨ ମୌଜ଼ା ତରଫରୁ ବଂଧୁମିଳନSunil Chandra NayakJanuary 21, 2023 by Sunil Chandra NayakJanuary 21, 20230 କଟକ(ମନିସ),୨୧/୦୧ : କଟକ ସଦର ଆମ ୪୨ ମୌଜ଼ା ସଂଗଠନ ତରଫରୁ ବଳିବାମନ ପୀଠ ,ଚାନ୍ଦୁଲି ଠାରେ ଏକ ବଂଧୁମିଲନ ମକର ସଂକ୍ରାନ୍ତି ଉପଲକ୍ଷେ... Read more
ସାଧାରଣତନ୍ତ୍ର ଦିବସ ପାଳନ ନିମନ୍ତେ ପ୍ରସ୍ତୁତି ବୈଠକSunil Chandra NayakJanuary 21, 2023 by Sunil Chandra NayakJanuary 21, 20230 ଡାବୁଗାଁ, ୨୧/୧ (ମ.ନି.ସ.)- ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ ବିଡିଓ ଙ୍କ ପ୍ରକୋଷ୍ଠରେ ସାଧାରଣତନ୍ତ୍ର ଦିବସ ପାଳନ ନିମନ୍ତେ ଏକ ପ୍ରସ୍ତୁତି ବୈଠକ ବିଡିଓ... Read more
ଆତ୍ମା କମିଟି ତରଫରୁ ସ୍ୱୟଂ ସହାୟକ ଗୋଷ୍ଠୀ ଙ୍କୁ ବିହନ ଟଙ୍କା ପ୍ରଦାନSunil Chandra NayakJanuary 21, 2023 by Sunil Chandra NayakJanuary 21, 20230 ଗୋଲାମୁଣ୍ଡା,୨୧|୦୧(ସମିସ ) କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକରେ ଆଜି ଆତ୍ମା କମିଟି ଆନୁକୂଲ୍ୟରେ କୃଷି ସୂଚନା ଓ ପରାମର୍ଶ କେନ୍ଦ୍ର ତରଫରୁ ସ୍ୱୟଂ ସହାୟକ... Read more
ହକି ବିଶ୍ୱ କପ ହକିର ପଲିଶ୍ରୀ ମେଳା ଉଦଯାପିତSunil Chandra NayakJanuary 21, 2023 by Sunil Chandra NayakJanuary 21, 20230 ନବରଙ୍ଗପୁର(ମସିହା) ହକି ବିଶ୍ୱ କପ ୨୦୨୩ ର ଅବସରରେ ସ୍ଥାନୀୟ ସର୍କିଟ ହାଉସ ନିକଟସ୍ଥ ପଡ଼ିଆରେ ଅନୁଷ୍ଠିତ ପଲିଶ୍ରୀ ମେଳା ଓ ସାଂସ୍କୃତିକ ଉତ୍ସବ... Read more
ଆବାସ ଯୋଜନାରୁ ବଞ୍ଚିତ କୁହୁରା ଗ୍ରାମର ବିଧବା ଦହନା ବାଗSunil Chandra NayakJanuary 21, 2023 by Sunil Chandra NayakJanuary 21, 20230 ଗୋଳାମୁଣ୍ଡା/୨୧/୧/ମସିହା/ ପ୍ରଧାନମନ୍ତ୍ରୀ ଆବସ ଯୋଜନା କେବଳ ନିରୀହ ଗରୀବ ଙ୍କ ପାଇଁ କେନ୍ଦ୍ର ସରକାର ଘୋଷଣା କରିଥିଲା ବେଳେ ସେହି ଘୋଷଣା କୁ ସ୍ଥାନୀୟ... Read more
ମଧ୍ୟାହ୍ନ ଭୋଜନ ଚାଉଳ ବୋହି ନେଲେ ହାତୀSunil Chandra NayakJanuary 21, 2023 by Sunil Chandra NayakJanuary 21, 20230 ଢେ଼ଙ୍କାନାଳ(ମ ସୀ ହା)୨୧/୦୧_ଢେଙ୍କାନାଳ ବନଖଣ୍ଡ ଅଧିନ ମେରାମଣ୍ଡଳି ସେକ୍ସନ ଅଧିନ ସୁରଭି ସ୍ଥିତ ପ୍ରାଥମିକ ବିଦ୍ୟାଳୟରୁ ବଣୁଆ ହାତୀପଲ ଛାତ୍ରଛାତ୍ରୀଙ୍କ ମଧ୍ୟାହ୍ନ ଭୋଜନ ପାଇଁ... Read more