ମହା ଶିବରାତ୍ରି ଅବସରରେ ଚଳ ଚଞ୍ଚଳ ବିଭିନ୍ନ ଶୈବପୀଠ,ରୁପ୍ରା ଖମ୍ୱପଡା ବିଶେଶ୍ୱର ମହାଦେବଙ୍କ ମନ୍ଦିରରେ ରାତି ୧୦ଟା ରେ ଉଠିଲା ମହାଦୀପSunil Chandra NayakFebruary 18, 2023 by Sunil Chandra NayakFebruary 18, 20230 ରୁପ୍ରା, ୧୮/୨ : ନର୍ଲାବ୍ଲକ୍ ଅଧିନ ରୁପ୍ରା ଖମ୍ୱପଡା ସ୍ଥିତ ଶ୍ରୀ ବିଶେଶ୍ୱର ମହାଦେବଙ୍କ ମନ୍ଦିର ସମେତ ବିଭିନ୍ନ ଶୈବପୀଠ ଗୁଡିକରେ ଆଜି ମହା... Read more
ଜାଗର ପାଇଁ ବିଭିନ୍ନ ଶୈବ ପୀଠ ଚଳଚଞ୍ଚଳSunil Chandra NayakFebruary 18, 2023 by Sunil Chandra NayakFebruary 18, 20230 ବୌଦ୍ଧ -18/02-( ହୃଦାନନ୍ଦ ମେହେର )- ଆଜି ହେଉଛି ମହାଶିବରାତ୍ରି l ବୌଦ୍ଧ ଜ଼ିଲ୍ଲା ର ବିଭିନ୍ନ ଶୈବ ପୀଠ ରେ ମହାଶିବରାତ୍ରି ପାଳିତ... Read more
ଡାବୁଗାଁ କେଲିଆ ଶୈବ ପୀଠରେ ମହାଶିବରାତ୍ରି ପାଳିତSunil Chandra NayakFebruary 18, 2023 by Sunil Chandra NayakFebruary 18, 20230 ଡାବୁଗାଁ, ୧୮/୨ (ମ.ନି.ସ.)- ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକର ଚଚରାଗୁଡା ପଞ୍ଚାୟତ ଅଧୀନ କେଲିଆ ଶୈବ ପୀଠରେ ମହା ଶିବରାତ୍ରି ମହାଡମ୍ବରରେ ଶନିବାର ପାଳିତ... Read more
ବ୍ରହ୍ମlକୁମାରୀ ଗୀତା ପାଠଶାଳା ରେ ତ୍ରିମୁର୍ତ୍ତି ଶିବ ଜୟନ୍ତୀ ପାଳିତSunil Chandra NayakFebruary 18, 2023 by Sunil Chandra NayakFebruary 18, 20230 ଚନ୍ଦାହାଣ୍ଡି -(ମ ନି ସ ) ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକ ପ୍ରଜାପିତା ବ୍ରହ୍ମlକୁମାରୀ ଇଶ୍ୱରୀୟ ବିଶ୍ୱ ବିଦ୍ୟାଳୟ ଶାଖା କେନ୍ଦ୍ର ବ୍ରହ୍ମlକୁମାରୀ ଗୀତା... Read more
ଜାଗର ପାଇଁ କପିଳାସ ଧାମ ଚଳଚଞ୍ଚଳSunil Chandra NayakFebruary 18, 2023 by Sunil Chandra NayakFebruary 18, 20230 ଢେଙ୍କାନାଳ(ମନିସ )18/2/23 // ପବିତ୍ର ଜାଗର ଉପଲକ୍ଷେ ରାଜ୍ୟର ଅନ୍ୟତମ ପ୍ରମୁଖ ଶୈବପୀଠ କପିଳାସ ଚଳଚଞ୍ଚଳ।ପୀଠରେ ସକାଳୁ ସକାଳୁ ହଜାର ହଜାର ସଂଖ୍ୟାରେ ଭକ୍ତଙ୍କ... Read more
ଆଜି ପବିତ୍ର ମହା ଶିବରାତ୍ରି , ଧର୍ମଗଡର ପାରଦେଶ୍ୱର ମନ୍ଦିର ଆଜି ଚଳଚଞ୍ଚଳSunil Chandra NayakFebruary 18, 2023February 18, 2023 by Sunil Chandra NayakFebruary 18, 2023February 18, 20230 ଆଜି ପବିତ୍ର ମହା ଶିବରାତ୍ରି ତଥା ଜାଗର,ମହାଶିବରାତ୍ରି ଅବସରରେ ଚଳଚଞ୍ଚଳ ହୋଇପଡ଼ିଛି ରାଜ୍ୟର ସମସ୍ତ ଶୈବପୀଠ । ଜାଗର ଉପଲକ୍ଷେ ବିଭିନ୍ନ ଶୈବପୀଠ ସ୍ୱତନ୍ତ୍ର... Read more
ଆଜି ମହା ଶିବ ରାତ୍ରି: ପାରଦେଶ୍ୱର ଙ୍କ ଦର୍ଶନ ରେ ରହିଛି ସ୍ୱତନ୍ତ୍ର ମହିମାSunil Chandra NayakFebruary 18, 2023 by Sunil Chandra NayakFebruary 18, 20230 ଧର୍ମଗଡ: ଫାଲଗୁନ ମାସ କୃଷ୍ଣ ପକ୍ଷ ଚତୁର୍ଦ୍ଦଶୀ ଦିନ କୁ ମହା ଶିବ ରାତ୍ରି ବା ଜାଗର ଓଷା ଭାବେ ପାଳନ କରାଯାଏ ।... Read more
ଚିଲିକା ମା, କାଳିଜାଇ ପୀଠରେ ପ୍ରଥମ ଥର ପାଇଁ ଅନୁଷ୍ଠିତ ହେବ ଜାଗର ଯାତ୍ରାSunil Chandra NayakFebruary 17, 2023 by Sunil Chandra NayakFebruary 17, 20230 ଚିଲିକା:- ଏସିଆ ମୋହାଦେଶର ଶର୍ବ ବୃହତ୍ତମ ଲବଣ ହ୍ରଦ ଚିଲିକା । ଏହି ହ୍ରଦ ମଧ୍ୟରେ ଜଟିଆ ନାଶି , ଚଢ଼େଇ ଗୁହା ଓ... Read more
ଆଜିଠାରୁ ଦୁଇ ଦିନିଆ କାମନା ଦଣ୍ଡ ଶତବାର୍ଷିକୀ ମହୋତ୍ସବSunil Chandra NayakFebruary 16, 2023 by Sunil Chandra NayakFebruary 16, 20230 ଢେଙ୍କାନାଳ,ବୌଦ୍ଧ ଓ ଖୋର୍ଦ୍ଧାର ସାଂସ୍କୃତିକ କାର୍ଯ୍ୟକ୍ରମ ମ.ରାମପୁର:୧୬/୨(ମସୀହା):୧୯୨୨ ମସିହାରେ କଳାହାଣ୍ଡି ଜିଲ୍ଲାର ମ.ରାମପୁରଠାରେ ଆରମ୍ଭ ହେଇଥିବା କାମନା ଦଣ୍ଡ କୁ ୨୦୨୨ ମସିହାରେ ଏକଶତ... Read more
ପ୍ରାଚୀନ ଶୈବପୀଠ : ମୋହନଗିରି ଧଵଳେଶ୍ୱର ମନ୍ଦିରରେ ଜାଗର ମେଳା ଏବଂ ଚଣ୍ଡୀ ପୂଜା ପାଇଁ ପ୍ରସ୍ତୁତିSunil Chandra NayakFebruary 15, 2023 by Sunil Chandra NayakFebruary 15, 20230 ମ.ରାମପୁର,୧୫/୨(ମସୀହା): କଳାହାଣ୍ଡି ଜିଲ୍ଲା ମ.ରାମପୁର ବ୍ଲକ ଅନ୍ତର୍ଗତ ମୋହନଗିରି ସ୍ଥିତ ପ୍ରାଚୀନ ଶୈବପୀଠ ଧବଳେଶ୍ୱର୍ ମନ୍ଦିର ରେ ଜାଗର ମେଳା ଏବଂ ଚଣ୍ଡୀ ପୂଜା... Read more