ମହିଳା ସଂକୀର୍ତ୍ତନ ଦଳଙ୍କର ଲୋକପ୍ରିୟତା ବଢ଼ିବାରେ ଲାଗିଛିSunil Chandra NayakFebruary 13, 2023 by Sunil Chandra NayakFebruary 13, 20230 ତିର୍ତ୍ତୋଲ :- 13/02/23:- ଐତିହାସିକ ଯୁଗରେ ରାଧାକୃଷ୍ଣଙ୍କର ପ୍ରେମ ଗାଥାକୁ ଆଧାର କରି ଚୈତନ୍ୟ ଦେବ ଯାହା ପ୍ରଚାର କରିଥିଲେ, ତାହା ଅଷ୍ଟମପ୍ରହରୀ ବା... Read more
ତୃତୀୟ ମାଘମଣ୍ଡେଇ ସହ ଉଦଯାପିତ ହେଲା ମାଁ ଖଲିଗଢ଼େନଙ୍କ ମନ୍ଦିର ପ୍ରତିଷ୍ଠା ଉତ୍ସବSunil Chandra NayakFebruary 13, 2023 by Sunil Chandra NayakFebruary 13, 20230 ଚନ୍ଦାହାଣ୍ଡି :-(13/02/ମ ନି ସ )-ନବରଙ୍ଗ ପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକ ତେନ୍ତୁଳିପଡା ଗ୍ରାମରେ ପାନାବେଡା ଅଞ୍ଚଳର ଅଧିଷ୍ଠାତ୍ରୀ ଦେବୀ ମାଁ ଖଲିଗଢ଼େନଙ୍କ ମନ୍ଦିର... Read more
ଶ୍ରୀଜଗନ୍ନାଥ ଙ୍କ ମନ୍ଦିର ନିର୍ମାଣ ନିମନ୍ତେ….. ଭବାନୀପାଟଣା ଠାରେ ଶ୍ରୀ ଆଶୀର୍ବାଦ ମହାରାଜଙ୍କ ଶ୍ରୀ ଜଗନ୍ନାଥ କଥାମୃତର ଦିବ୍ୟ ପ୍ରବଚନ କାର୍ଯ୍ୟକ୍ରମSunil Chandra NayakFebruary 13, 2023 by Sunil Chandra NayakFebruary 13, 20230 ଭବାନୀପାଟଣା ଇରିଗେସନ୍ କଲୋନୀ ଛକ ଠାରେ ଥିବା ଶ୍ରୀ ଶ୍ରୀ ତ୍ରିନାଥ ମନ୍ଦିର ପରିସରରେ ଶ୍ରୀ ଶ୍ରୀ ଜଗନ୍ନାଥ ମନ୍ଦିର ନିର୍ମାଣ ନିମନ୍ତେ ଶ୍ରୀ... Read more
କୁଳେରଗୁଡା ଠାରେ ମାଁ ବସ୍ତରେନ ମାଉଲି ଙ୍କ ବାର୍ଷିକ ମଣ୍ଡେଇ ଯାତ୍ରା ଅନୁଷ୍ଠିତSunil Chandra NayakFebruary 13, 2023 by Sunil Chandra NayakFebruary 13, 20230 କୋକସରା,୧୨/୦୨ ପ୍ରାଚୀନ କାଳରୁ କଳାହାଣ୍ଡି ଜିଲ୍ଲାର ଆଦିବାସୀ ସଂସ୍କୃତି, ପରମ୍ପରା ଓ ଦେବାଦେବୀଙ୍କ ସାତ୍ଵିକ ଆରାଧନା ପାଇଁ ନିଜର ସ୍ୱତନ୍ତ୍ରତା ପ୍ରତିପାଦନ କରିଥାଏ l... Read more
ଠାକୁର ଅନୁକୂଳ ଚନ୍ଦ୍ର ଙ୍କ ୧୩୫ ଆବିର୍ଭାବ ଦିବସSunil Chandra NayakFebruary 12, 2023 by Sunil Chandra NayakFebruary 12, 20230 ନୂଆପଡା ,ଶ୍ରୀ ଶ୍ରୀ ଠାକୁର ଅନୁକୂଳ ଚନ୍ଦ୍ରଙ୍କ ୧୩୫ ତମ ଆବିର୍ଭାବ ଦିବସ ତଥା ଖଡ଼ିଆଳ ସତସଙ୍ଗ କେନ୍ଦ୍ର ସାନଦୋହେଲ ଠାରେ ପଞ୍ଚମ ବାର୍ଷିକ... Read more
ଦୀର୍ଘ 15 ବର୍ଷ ଧରି ହେଇଆସୁଛି ସାରଳା ମେସ ରେ ମା’ସାରଳା ଙ୍କ ମେଳାSunil Chandra NayakFebruary 12, 2023 by Sunil Chandra NayakFebruary 12, 20230 ତିର୍ତ୍ତୋଲ :- 11/02/23 :- ଅତି ପ୍ରଭାତରୁ କନକପୁରସ୍ଥିତ ମା’ ସାରଳାଙ୍କମନ୍ଦିରରୁ ଆଜ୍ଞାମାଳ ଓ ଦିବ୍ୟଜ୍ୟୋତିକୁ ସେବାୟତ ଓ ବିଦ୍ୟାର୍ଥୀ ମାନେ ପାଛୋଟି ଆଣି... Read more
ଭଦଯାପିତ ହେଲା ମନ୍ଦିର ପ୍ରତିଷ୍ଠା ଉସ୍ଵବSunil Chandra NayakFebruary 11, 2023 by Sunil Chandra NayakFebruary 11, 20230 ରାଇଘର, // ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ସଦମହକୁମା ସ୍ଥିତ ପୁରାତନ ବାଲୁଙ୍କେଶ୍ବର ମନ୍ଦିର ର ପ୍ରତିଷ୍ଠା ଉସ୍ଵବ ଉଦଯାପିତ ହୋଇଯାଇଛି। ଏହି ପ୍ରତିଷ୍ଠା... Read more
ରାମଚନ୍ଦ୍ରପୁର ଗାଁରେ ଭୂମି ଝାଙ୍କିର ପୂଜା Sunil Chandra NayakFebruary 11, 2023 by Sunil Chandra NayakFebruary 11, 20230 ତା ୧୧/୨/୨୩, ବନ୍ଧୁଗାଁ ବ୍ଲକର ଆଲୋମଣ୍ଡା ପଞ୍ଚାୟତର ରାମଚନ୍ଦ୍ରପୁର ଗାଁ ଠାରେ ତା,୯ ତାରିଖ ଠାରୁ ୧୧ ତାରିଖ ପର୍ଯ୍ୟନ୍ତ ଚାଲିଥିବା ଭୂଇଁ ଝାଙ୍କିର... Read more
କୁଟ୍ରାବାହାଲି ଗ୍ରାମରେ ଅଷ୍ଟପହରୀ ନାମଯଜ୍ଞ ଅନୁଷ୍ଠିତSunil Chandra NayakFebruary 11, 2023 by Sunil Chandra NayakFebruary 11, 20230 ପଲନା:୧୦/୦୨ – ମ.ନି.ସ:- କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ତା ବ୍ଳକ ଚହକା ଗ୍ରାମପାୟତ ଅନ୍ତର୍ଗତ କୁଟ୍ରାବାହାଲି ଗ୍ରାମ ସ୍ଥିତ ପ୍ରଭୂ ଶନି ମନ୍ଦିର ପ୍ରାଙ୍ଗରେ ଗତ... Read more
ପାଳିତ ହୋଇଛି ପ୍ରସିଦ୍ଧ ଐତିହାସିକ ପର୍ଜ୍ୟଟନ ସ୍ଥଳିର ପୋଡାଗଡ଼ ମଣ୍ଡେଇSunil Chandra NayakFebruary 10, 2023 by Sunil Chandra NayakFebruary 10, 20230 ନବରଙ୍ଗପୁର୍(ମସିହା)ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକ୍ ରେ ରହିଥିବା ନବରଙ୍ଗପୁର ଜିଲ୍ଲା ପ୍ରସିଦ୍ଧ ଐତିହାସିକ ପୋଡ଼ାଗଡ ପୀଠ ରେ ମାଘ ମଣ୍ଡେଇ ଧୂମଧାମ ରେ ପାଳିତ... Read more