ବିଦେଶରେ ନବରଙ୍ଗପୁର ଜିଲ୍ଲାର ବାପା ପୁଅଙ୍କୁ ସ୍ଵର୍ଣ ପଦକSunil Chandra NayakFebruary 13, 2023 by Sunil Chandra NayakFebruary 13, 20230 ନବରଙ୍ଗପୁର—(ମସିହା) ଚଳିତ ମାସ ୧୧ ଓ ୧୨ ଫେୃଆରୀ – ରେ ଜାପାନ ର କେଶାରଜୁ, ଚିବାକାନ ସହର ଟୋକିଓ ରେ ଅନୁଷ୍ଠିତ ଆନ୍ତର୍ଜାତୀୟ... Read more
ସ୍ୱର୍ଣ୍ଣଲତା-ଗୋଲକବିହାରୀ ମେମୋରିଆଲ କ୍ରିକେଟ୍ କପ୍-୨୦୨୩ ଉଦ୍ଯାପିତSunil Chandra NayakFebruary 13, 2023 by Sunil Chandra NayakFebruary 13, 20230 ତୁଳାଗାଁକୁ ହରାଇ ଶଙ୍କରମାଲ ଦଳ ଚମ୍ପିୟାନ, ଯୋଗ ଦେଲେ ବିଧାୟକ ଲାଞ୍ଜିଗଡ଼,୧୩/୦୨(ମନିସ)-କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ ବ୍ଲକ ଗୋବର୍ଦ୍ଧନପୁର ଗ୍ରାମପଞ୍ଚାୟତ ଗୋପାଳପୁର ଚଞ୍ଚରାପଡା ଖେଳପଡିଆରେ ସପ୍ତାହେ... Read more
ନର୍ଲା କ୍ରିକେଟ କ୍ଳବ୍ ପକ୍ଷରୁ ରାଜ୍ୟ ସ୍ତରୀୟ ଟୁର୍ଣ୍ଣାମେଣ୍ଟରେ ଏମ ଏସ ଇଲେଭେନ ଦଳ ଚମ୍ପିୟାନSunil Chandra NayakFebruary 12, 2023 by Sunil Chandra NayakFebruary 12, 20230 ନର୍ଲା (ମନିସ) ନର୍ଲା କ୍ରିକେଟ କ୍ଳବ୍ ପକ୍ଷରୁ ରାଜ୍ୟ ସ୍ତରୀୟ କ୍ରିକେଟ ଟୁର୍ଣ୍ଣାମେଣ୍ଟ ନର୍ଲା ହାଇସ୍କୁଲ ଖେଳ ପଡ଼ିଆରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ୧୬... Read more
ମା ଠାକୁରାଣୀ ନକ ଆଉଟ ଟୁର୍ଣ୍ଣ।ମେଣ୍ଟ ମେରିଆବନ୍ଦଲି ଚମ୍ପିୟାନSunil Chandra NayakFebruary 12, 2023 by Sunil Chandra NayakFebruary 12, 20230 ଚିଲିଗୁଡା // ଜୁନାଗଡ଼ ବ୍ଲକ ଅନ୍ତର୍ଗତ ଚିଲିଗୁଡା ଗ୍ରାମରେ ମା ଠାକୁରାଣୀଙ୍କ ନକ ଆଉଟ ଟୁର୍ଣ୍ଣ।ମେଣ୍ଟ ଖାରି ପଡିଆ ଠାରେ ଅନୁଷ୍ଠିତ ହୋଇଯାଇଛି ।ଏହି... Read more
ଚକାମଲେନ୍ ନକ ଆଉଟ୍ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଘାଟିତSunil Chandra NayakFebruary 12, 2023 by Sunil Chandra NayakFebruary 12, 20230 ରାଜମୋଟେର କୁ ହରାଇ ଉଦ୍ଘଟିନ ମ୍ୟାଚ ଜିତିଲା ସର୍ଗିଗୁଡ଼ା ଦଳ । ଧର୍ମଗଡ:୧୨/୨/୨୩: ଧର୍ମଗଡ ବ୍ଲକ ବଡ଼ଘୁମେର ଗ୍ରାମ ଠାରେ ମାଁ ଚକାମଲେନ ନକ... Read more
ନର୍ଲା କ୍ରିକେଟ କ୍ଳବ ତରଫରୁ ରାଜ୍ୟ ସ୍ତରୀୟ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ୍ ରେ ଟିଟିଲାଗଡ଼ ଟିମ ଫାଇନାଲ୍ ରେ ପ୍ରବେଶSunil Chandra NayakFebruary 12, 2023 by Sunil Chandra NayakFebruary 12, 20230 ନର୍ଲା: ତା ୧୦/୦୨/୨୦୨୩ ରିଖ କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ ସ୍ଥାନୀୟ ହାଇ ସ୍କୁଲ ପଡିଆ ରେ ନର୍ଲା କ୍ରିକେଟ କ୍ଳବ ତରଫରୁ ଅନୁଷ୍ଟିତ... Read more
ଆନ୍ତର୍ଜାତୀୟ କରାଟେ ଖେଳାଳି ଭାବେ ବାପା ପୁଅ ଙ୍କ ଜାପାନ ଗ୍ରସ୍ତSunil Chandra NayakFebruary 11, 2023February 11, 2023 by Sunil Chandra NayakFebruary 11, 2023February 11, 20230 ନବରଙ୍ଗପୁର,୭/୨(ମସିହା ) ନବରଙ୍ଗପୁର ଜିଲ୍ଲାର ଆନ୍ତର୍ଜାତୀୟ କରାଟେ ଏବଂ କୋବୁଡ ୱପନ୍ସ ପଶିକ୍ଷକ ସେନସାଇ ଶରତ କୁମାର ରାଉତ ଓ ତାଙ୍କ ସୂ ପୁତ୍ର... Read more
ବୋବରିଆ ଠାରେ ମା ଲଙ୍କେଶ୍ୱରୀ ସପ୍ତମ ଦିବସୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦଘାଟିତSunil Chandra NayakFebruary 10, 2023 by Sunil Chandra NayakFebruary 10, 20230 କୋକସରା,୧୦/୦୨- କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଟେମରା ପଞ୍ଚାୟତ ବୋବରିଆ ଖେଳ ପଡ଼ିଆରେ ମା ଲଙ୍କେଶ୍ୱରୀ ଫୁଟବଳ ଆସୋସିଏସନ ପକ୍ଷରୁ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦଘାଟିତ... Read more
ଜବାହାର ଉଚ୍ଚ ବିଦ୍ୟାଳୟର ୨ ଛାତ୍ର ରାଜ୍ୟ କ୍ରିକେଟ ଚାମ୍ପିୟନସିପ ପାଇଁ ମନୋନୀତSunil Chandra NayakFebruary 10, 2023 by Sunil Chandra NayakFebruary 10, 20230 କୋକସରା,୧୦/୦୨- ୧୭ ବର୍ଷରୁ କମ ରାଜ୍ୟ ସ୍ତରୀୟ କ୍ରିକେଟ ଚାମ୍ପିୟନସିପ ୨୦୨୨-୨୩ ପାଇଁ କୋକସରା ବ୍ଲକ ଜବାହାର ସରକାରୀ ଉଚ୍ଚ ବିଦ୍ୟାଳୟର ଦୁଇଜଣ ଛାତ୍ର... Read more
ଭାଗିରଥୀ ଠାକୁର ମେମୋରିଆଲ କ୍ରିକେଟ ବେହେରା କୁ ହରାଇ ଲିମସେର ଚମ୍ପିୟାନSunil Chandra NayakFebruary 10, 2023 by Sunil Chandra NayakFebruary 10, 20230 କଳାହାଣ୍ଡି ଜିଲ୍ଲା ଧର୍ମଗଡବ୍ଲକ ଖୁଟୁଲୁଗୁଡା ଠାରେ ଦୀର୍ଘ ୮ ଦିନ ଧରି ଚାଲିଥିବା ଭାଗୀରଥି ଠାକୁର ମେମୋରିଆଲ କ୍ରିକେଟ ଟୁର୍ଣାମେଣ୍ଟ ଆଜି ଉଦ୍ଯାପିତ ହୋଇଯାଇଛି... Read more