ଆଜି ଶ୍ରୀ ଶ୍ରୀ ଅନନ୍ତ ସୁନ୍ଦରଙ୍କର ୫୫ତମ ପ୍ରତିଷ୍ଠା ଦିବସSunil Chandra NayakOctober 8, 2022 by Sunil Chandra NayakOctober 8, 20220 ଆଜି ଶ୍ରୀ ଶ୍ରୀ ଅନନ୍ତ ସୁନ୍ଦରଙ୍କର ୫୫ତମ ପ୍ରତିଷ୍ଠା ଦିବସ। ବିଶ୍ବ ନିଅନ୍ତା ପ୍ରଭୁ ମହାବିଷ୍ଣୁଙ୍କର ଏହା ଯୁଗ ଯୁଗର କ୍ଷେତ୍ର ହୋଇ ଥିଲେ... Read more
ପ୍ରଦେଶ କଂଗ୍ରେସ କମିଟି ସଭାପତି ଶରତ ପଟ୍ଟନାୟକ ଙ୍କୁ ଯୁବ କଂଗ୍ରେସ ପକ୍ଷରୁ ସ୍ୱାଗତ ସମ୍ବର୍ଦ୍ଧନା Sunil Chandra NayakOctober 8, 2022October 8, 2022 by Sunil Chandra NayakOctober 8, 2022October 8, 20220 ଗୋଳାମୁଣ୍ଡା/୮/୧୦/ମସିହା/କଳାହାଣ୍ଡି ଜିଲ୍ଲା ଗ୍ରସ୍ତରେ ଆସୁଥିବା ଓଡିଶା କଂଗ୍ରେସ କମିଟିର ସଭାପତି ଶ୍ରୀ ଯୁକ୍ତ ଶରତ ପଟ୍ଟନାୟକ ଙ୍କୁ କଳାହାଣ୍ଡି ଜିଲ୍ଲା ଯୁବ କଂଗ୍ରେସ ସଭାପତି... Read more
ଅଲେଖ ମହିମା ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦଯାପିତSunil Chandra NayakOctober 8, 2022 by Sunil Chandra NayakOctober 8, 20220 ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ଅଧୀନ ଖୁଟବାଇ ଗ୍ରାମରେ ଚାଲିଥିବା ଅଲେଖ ମହିମା ଫୁଟବଲ ଟୁର୍ଣ୍ଣାମେଣ୍ଟଟ ଉଦଯାପିତ ହୋଇଯାଇଛି। ୫ ଦିନିଆ ଟୁର୍ଣ୍ଣାମେଣ୍ଟରେ ମୋଟ... Read more
ଭବାନୀପାଟଣା ଠାରେ ପ୍ରଥମ ଜିଲ୍ଲା ସ୍ତରୀୟ ଦିଶା କମିଟି ବୈଠକ ଅନୁଷ୍ଠିତSunil Chandra NayakOctober 8, 2022October 8, 2022 by Sunil Chandra NayakOctober 8, 2022October 8, 20220 ଭବାନୀପାଟଣା: ତା ୭.୧୦.୨୦୨୨:(ମ ନି ସ) ଆଜି ସ୍ଥାନୀୟ ଜିଲ୍ଲା ପରିଷଦ ସମ୍ମିଳନୀ ଗୃହରେ କଳାହାଣ୍ଡି ସାଂସଦ ଶ୍ରୀ ବସନ୍ତ ପଣ୍ଡା ଙ୍କ ଅଧ୍ୟକ୍ଷତାରେ... Read more
ତେରେସିଂହାରେ ସ୍ୱଚ୍ଛତା ହିଁ ସେବା କାର୍ଯ୍ୟକ୍ରମ Sunil Chandra NayakOctober 8, 2022 by Sunil Chandra NayakOctober 8, 20220 କର୍ଲାମୁଣ୍ଡା: କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ଅନ୍ତର୍ଗତ ତେରେସିଂହା ପଞ୍ଚାୟତରେ ସ୍ୱଚ୍ଛତା ହିଁ ସେବା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ସ୍ଥାନୀୟ ମିଶନ ଶକ୍ତି... Read more
ତେରଗୋଟି ଦୂର୍ଗା ପୂଜା କମିଟିକୁ କାତ୍ୟାୟନୀ ସେବା ସମ୍ମାନ Sunil Chandra NayakOctober 8, 2022 by Sunil Chandra NayakOctober 8, 20220 କଟକ : ବ୍ୟୁରୋ ନିଉଜ-: ଦୁର୍ଗା ପୂଜାର ନବମୀ ଏବଂ ଦଶମୀ ତିଥିରେ ମା କଟକ ଚଣ୍ଡୀ ସାହିତ୍ୟ ଓ କଳା ପରିଷଦ କଟକର... Read more
ମହୁରି ପରିବାରର ଶାରଦୀୟ ମହାମିଳନSunil Chandra NayakOctober 8, 2022October 8, 2022 by Sunil Chandra NayakOctober 8, 2022October 8, 20220 ଭବାନୀପାଟଣା, ତା.୦୮.୧୦.୨୦୨୨-( ମ ନି ସ) କଳାହାଣ୍ଡିରୁ ନିୟମିତ ପ୍ରକାଶ ପାଉଥିବା ସାହିତ୍ୟ ପତ୍ରିକା ‘କଳାହାଣ୍ଡି କବିତା ଆନ୍ଦୋଳନର ଏକ ଶାଶ୍ୱତ ସ୍ପନ୍ଦନ ମହୁରି’... Read more
ଭବାନୀପାଟଣା ସଦର ବ୍ଲକ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟର ଜଣେ ମହିଳା ଆକାଉଣ୍ଟଟେଣ୍ଟ ଙ୍କ କଳାକାରନାମାSunil Chandra NayakOctober 8, 2022 by Sunil Chandra NayakOctober 8, 20220 ୩୯ ଲକ୍ଷରୁ ଅଧିକ ଟଙ୍କା ହେରଫେର କରି ଫେରାର କଳାହାଣ୍ଡି ଜିଲା ଭବାନୀପାଟଣା ସଦର ବ୍ଲକ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟର ଜଣେ ମହିଳା ଆକାଉଣ୍ଟଟେଣ୍ଟ... Read more
ଓଡ଼ିଶା ସିଭିଲ ସର୍ଭିସ୍ ପରୀକ୍ଷା ଫଳ ପ୍ରକାଶିତ ,ତୃତୀୟ ସ୍ଥାନରେ ଅନନ୍ୟା ସୃଷ୍ଟି ଶତପଥୀSunil Chandra NayakOctober 8, 2022 by Sunil Chandra NayakOctober 8, 20220 ଧର୍ମଗଡ ଅତିରିକ୍ତ ଦୌରା ଜଜ୍ ଙ୍କ ଝିଅ ସୃଷ୍ଟି….. ଆଜି ପ୍ରକାଶିତ ହୋଇଥିବା ଓଡ଼ିଶା ସିଭିଲ ସର୍ଭିସ ପରୀକ୍ଷା ରେ ବରଗଡ଼ ସିମେଣ୍ଟ ନଗର... Read more
ଭୂବନ ରେ ପ୍ରସିଦ୍ଧ ବଳଦ ଯାତ୍ରା ଅନୁଷ୍ଠିତSunil Chandra NayakOctober 8, 2022 by Sunil Chandra NayakOctober 8, 20220 କାମାକ୍ଷାନଗର (ମ ନି ସ) ୦୬l୧୦_ ଭୁବନ ରେ ଧୁମଧାମରେ ପାଳନ ହେଲା ପ୍ରସିଦ୍ଧ ବଳଦ ଯାତ୍ରା l କେଉଁ ଆବହମାନ କାଳରୁ ଢେ଼ଙ୍କାନାଳ... Read more