ଶ୍ରଦ୍ଧା ଶକ୍ତି ସେବା ସଂସ୍ଥାନ (ଜନ ମଙ୍ଗଳ)ରାସୋଳ ଦ୍ବାରା ଜଳ ବିଶୋଧନ ଏବଂ ସ୍ବାସ୍ଥ୍ୟ ସଚେତନତା ର ବାର୍ତ୍ତା ପ୍ରଦାନ Sunil Chandra NayakSeptember 15, 2022 by Sunil Chandra NayakSeptember 15, 20220 ଢେ଼ଙ୍କାନାଳ -: ମାନବ ସେବା ହିଁ ମାଧବ ସେବା କୁ ମୂଳମନ୍ତ୍ର ଭାବେ ଗ୍ରହଣ କରି ଗତ ମାର୍ଚ୍ଚ ୧ ତାରିଖ ରୁ ନବନିର୍ମିତ... Read more
ଯୁବ ସମାଜସେବୀ ଅମର କୁମାର ପାଳଙ୍କୁ ମିଳିଲା ପୁରସ୍କାର Sunil Chandra NayakSeptember 15, 2022 by Sunil Chandra NayakSeptember 15, 20220 ବାଲେଶ୍ଵର,୧୫/୯/୨୨- ବାଲେଶ୍ଵର ଜିଲ୍ଲା ଵସ୍ତା ଅଞ୍ଚଳର ଯୁବ ସମାଜସେବୀ ଅମର କୁମାର ପାଳଙ୍କୁ ମିଳିଲା ରାଜ୍ୟସ୍ତରୀୟ ପୁରସ୍କାର । ନିକଟରେ ମୟୂରଭଞ୍ଜ ଜିଲ୍ଲା ବଡ଼ସାହି... Read more
ଦିନରେ ଅଙ୍ଗନବାଡ଼ି ରାତିରେ ଗୁହାଳSunil Chandra NayakSeptember 15, 2022September 16, 2022 by Sunil Chandra NayakSeptember 15, 2022September 16, 20220 ତେନ୍ତୁଳିଖୁଣ୍ଟି ୧୪/୦୯/୨୨ ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ ଦିଗି ଗ୍ରାମ ପଞ୍ଚାୟତ ଗାଦବା ଗୁଡା ଗ୍ରାମରେ ଅଙ୍ଗନବାଡ଼ି କର୍ମୀ ନିଯୁକ୍ତି ପାଇଛନ୍ତି,ସହାୟିକା ନିଯୁକ୍ତ ଅଛନ୍ତି... Read more
ଦାଦାବଟି ନ ଦେବାରୁ ଗୁଳିମାଡ଼ରେ ମହିଳାଙ୍କ ଜୀବନ ଗଲା, ଅଭିଯୁକ୍ତ ଫେରାରSunil Chandra NayakSeptember 15, 2022 by Sunil Chandra NayakSeptember 15, 20220 ନୂଆପଡା: ଦାଦାଵଟି ନ ଦେଵାରୁ ଜଣେ ମହିଳାଙ୍କୁ ଗୁଳିକରି ହତ୍ଯା। ଗୁଳି ଚଳାଇବା ପରେ ଅଭିଯୁକ୍ତ ଫେରାର ହୋଇଯାଇଛି। ଏଭଳି ଅଘଟଣ ଘଟିଛି ନୂଆପଡ଼ା... Read more
ଅପର୍ତ୍ତି ସେଠୀ ଙ୍କ କବିତା ହଜ୍ବ୍ଯାଣ୍ଡ୍Sunil Chandra NayakSeptember 15, 2022 by Sunil Chandra NayakSeptember 15, 20220 ହଜ୍ବ୍ଯାଣ୍ଡ୍ ଅପର୍ତ୍ତି ସେଠୀ (ରମ୍ୟ ରଚନା) ଦିନେ ଦୁଇଜଣ ମହିଳା... Read more
ମମତା ସାହୁ ଙ୍କ କବିତା ପିତୃପକ୍ଷSunil Chandra NayakSeptember 15, 2022September 15, 2022 by Sunil Chandra NayakSeptember 15, 2022September 15, 20220 ପିତୃପକ୍ଷ କନ୍ୟାତୁଳା ମାସ ପିତୃପକ୍ଷ ହେଲେ କରନ୍ତି ପିତୃଙ୍କ ଶ୍ରାଦ୍ଧ ପିତୃପକ୍ଷେ ପିଣ୍ଡ ଦାନ କରିଥିଲେ ମିଳିଥାଏ ମହାପୁଣ୍ୟ।।... Read more
କବି ଭାରତୀ ସରିତା ମହାନ୍ତି ଙ୍କ କବିତା ଶୂନ୍ୟତାSunil Chandra NayakSeptember 15, 2022 by Sunil Chandra NayakSeptember 15, 20220 ଶୂନ୍ୟତା କଣ୍ଟକିତ ଏହି ଚଲା ପଥେ ଆଜି ପାଦେ ପାଦେ କଣ୍ଟା ଦିଏ ଆଘାତ ଅଭିଶପ୍ତ ଲାଗେ ସାରା ଜୀବନଟା... Read more
ବନଲକ୍ଷ୍ମୀ ମହାନ୍ତି ଙ୍କ କବିତା ଯନ୍ତ୍ରଣାSunil Chandra NayakSeptember 15, 2022 by Sunil Chandra NayakSeptember 15, 20220 ଯନ୍ତ୍ରଣା ଯନ୍ତ୍ରଣା ଶବ୍ଦଟି ବହୁ କଷ୍ଟ ଦିଏ ଯିଏ ଭୋଗିବା ଜାଣିଛି ଯନ୍ତ୍ରଣା ବିଭିନ୍ନ ପ୍ରକାରର ପୁଣି ସଂସାରେ ଜୀବ ଭୋଗୁଛି।। ରୋଗ ହେଲେ... Read more
ନିରୁପମା ପାଣି ଙ୍କ କବିତା ସମାନତାSunil Chandra NayakSeptember 15, 2022 by Sunil Chandra NayakSeptember 15, 20220 ସମାନତା ନିରୁପମା ପାଣି ସଭା ଗୋଟେ କାଲି ହେଉଥିଲା ଡାକିଥିଲେ ଯାଇଥିଲି... Read more
ମିନତି ଦାଶ ଙ୍କ କବିତା ଏକାନ୍ତ ଆକାଶର ଜହ୍ନSunil Chandra NayakSeptember 15, 2022 by Sunil Chandra NayakSeptember 15, 20220 ଏକାନ୍ତ ଆକାଶର ଜହ୍ନ ସେ ଦିନ ମୋ ଏକାନ୍ତ ଆକାଶରେ ଜହ୍ନ ଉଇଁଥଲା କଳା ହାଣ୍ଡିଆ ମେଘ ଭିତରୁ ସତରେ ଯେମିତି ଉଭୁରି ପଡୁଥଲା... Read more