ଲଗାଣ ବର୍ଷା ରେ ଭାଙ୍ଗିଲା ଘର, ଅଳ୍ପକେ ବର୍ତିଲେ ପରିବାରSunil Chandra NayakJune 21, 2022 by Sunil Chandra NayakJune 21, 20220 ଆବାସ ଗୃହ ସହାୟତା ପାଇଁ ବିଡ଼ିଓଙ୍କ ଦ୍ୱାରସ୍ଥ କସରା,୨୧/୬-( ମ ନି ସ ) କୋକସରା ବ୍ଲକ ରେଙ୍ଗାଳପାଲି ପଞ୍ଚାୟତ ପାଣିଗାଁ ର ମକରଧ୍ଵଜ... Read more
ଆନ୍ତର୍ଜାତିକ ଯୋଗ ଦିବସ ପାଳିତSunil Chandra NayakJune 21, 2022 by Sunil Chandra NayakJune 21, 20220 କୋକସରା,୨୧/୬- (ମ ନି ସ ) କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଲଡୁଗାଁ ଉଚ୍ଚ ବିଦ୍ୟାଳୟ, ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର କୋକସରା ଓ... Read more
ଭିନ୍ନକ୍ଷମ କୁ ହୁଇଲ ଚେୟାର ପ୍ରଦାନSunil Chandra NayakJune 21, 2022 by Sunil Chandra NayakJune 21, 20220 କୋକସରା,୨୧ା୬-( ମ ନି ସ ) କୋକସରା ବ୍ଲକ ଲଡୁଗାଁର ନିଲାମ୍ବର ନିଆଲଙ୍କ ପୁଅ ଭଗତସିଂ ନିଆଲ(୧୬) ଜନ୍ମରୁ ଭିନ୍ନକ୍ଷମ । କେବଳ ଭତ୍ତା... Read more
ଉତ୍କେଲା ମେନରୋଡ ରେ ଷ୍ଟ୍ରିଟ ଲାଇଟ ଲଗାଇଲେ ସରପଞ୍ଚSunil Chandra NayakJune 21, 2022 by Sunil Chandra NayakJune 21, 20220 ଉତ୍କେଲା,୨୧/୦୬, କେସିଙ୍ଗା ବ୍ଲକ ଉତ୍କେଲା ଗ୍ରାମପଞ୍ଚାୟତ ସରପଞ୍ଚ ନରେନ୍ଧ୍ର ମାଝି ଆଜି ମେନରୋଡ ରେ ପୁରୁଣା ପଞ୍ଚାୟତ ଅଫିସ ପାଖରୁ ଷ୍ଟେଟବ୍ୟାଙ୍କ ପ୍ରଯ୍ୟନ୍ତ ଇଲେକ୍ଟ୍ରି... Read more
ମାଓ ହମଲାରେ ୩ ସି ଆର୍ ପି ଏଫ୍ ଯବାନ ସହିଦSunil Chandra NayakJune 21, 2022 by Sunil Chandra NayakJune 21, 20220 ବୋଡେନ୍ ବ୍ଲକ୍ ପାଟଧରା ସଂରକ୍ଷିତ ଜଙ୍ଗଲରେ ମାଓବାଦୀଙ୍କ ହମଲା । ଯବାନମାନେ ଗୋଟିଏ କ୍ୟାମ୍ପରୁ ଅନ୍ୟ କ୍ୟାମ୍ପକୁ ଯିବା ବେଳେ ମାଓବାଦୀ ମାନେ ହମଲା... Read more
ଭବାନୀପାଟଣା ରେ ବ୍ୟାଙ୍କ ଅଫ ମହାରାଷ୍ଟ୍ର ଶାଖା ଉଦ୍ଘାଟିତSunil Chandra NayakJune 21, 2022June 21, 2022 by Sunil Chandra NayakJune 21, 2022June 21, 20220 ଭବାନୀପାଟଣା,୨୧।୬/ ( ମ ନି ସ ) ବ୍ୟାଙ୍କ ଅଫ ମହାରାଷ୍ଟ୍ର ର ୩୦ ତମ ଶାଖା ଭବାନୀପାଟଣା ସ୍ଥିତ ଜାତୀୟ ରାଜପଥ ୨୬... Read more
ଜୁଲାଇ ୧ ରେ ଫିଟିବ “ବିଦ୍ୟାରାଣ” Sunil Chandra NayakJune 21, 2022 by Sunil Chandra NayakJune 21, 20220 ଓଲିଉଡ୍ର ଚୁଲବୁଲି ଅଭିନେତ୍ରୀ ଶିବାନୀଙ୍କ ପାଇଁ ବାବୁସାନ୍ଙ୍କ ବିଦ୍ୟାରଣ। ଏଥର ରଥଯାତ୍ରାରେ ଏ ବିଦ୍ୟାରାଣ ଫିଟିବ। ତଥ୍ୟ ପ୍ରଡକ୍ସନ୍ ଚଳଚ୍ଚିତ୍ର ‘ବିଦ୍ୟାରାଣ’ ପ୍ରସ୍ତୁତ କରିଛନ୍ତି।... Read more
ରଥଯାତ୍ରା ପାଇଁ ପୁରୀକୁ ଚାଲିବ ୨୦୫ ସ୍ବତନ୍ତ୍ର ଟ୍ରେନ୍: ରେଳମନ୍ତ୍ରୀSunil Chandra NayakJune 21, 2022 by Sunil Chandra NayakJune 21, 20220 ସ୍ବତନ୍ତ୍ର ଟ୍ରେନ୍ ସହ ବନ୍ଦ ଥିବା ପାସେଞ୍ଜର ଟ୍ରେନ୍ଗୁଡ଼ିକ ପୁଣି ଥରେ ଚାଲିବ ବିଶ୍ବ ପ୍ରସିଦ୍ଧ ରଥଯାତ୍ରା-୨୦୨୨ ସମୟରେ ଶ୍ରୀକ୍ଷେତ୍ର ପୁରୀକୁ ୨୦୫ଟି ସ୍ବତନ୍ତ୍ର... Read more
ଲାହାଡି ବୁଢ଼ା ନଦୀ ପୋଲ ନର୍ମାଣକ୍ୟାମ୍ପ୍ ରେ ଅଘଟଣ: କରେଣ୍ଟ ଲାଗି ଯୁବକ ମୃତSunil Chandra NayakJune 21, 2022 by Sunil Chandra NayakJune 21, 20220 ମ, ରାମପୁର,୨୧/୬ମସୀହା):- କଳାହାଣ୍ଡି ଜିଲ୍ଲା ମ, ରାମପୁର ଥାନା ଅନ୍ତର୍ଗତ ଉର୍ଲାଦାନୀ ପଞ୍ଚାୟତ ଲାହାଡ଼ି ଗ୍ରାମ ନିକଟ ବୁଢ଼ା ନଦୀ ପୋଲ ନିର୍ମାଣ କ୍ୟାମ୍ପ୍... Read more
ସଦଜ୍ଞାନ ଜାଗୃତି ସେବାଶ୍ରମ ତଳତାପଣ୍ତାରେ ଯୋଗ ଦିବସSunil Chandra NayakJune 21, 2022 by Sunil Chandra NayakJune 21, 20220 ବାଲେଶ୍ବର,୨୧/୬/୨୨- ଯୋଗ ଶାରୀରିକ ମାନସିକ ଓ ବୌଦ୍ଧିକ ପ୍ରଗତିର ମୂଳ ଉତ୍ସ । ଏହା ଏକ ଆଧ୍ଯାତ୍ମିକ ଅଭ୍ଯାସ ଯାହା ଶାନ୍ତି, ଆତ୍ମବିଶ୍ବାସ ଓ... Read more