ଶ୍ରୀ ସତ୍ୟସାଇ ବାବାଙ୍କ ୯୭ ତମ ଜନ୍ମୋତ୍ସଵ ପାଳିତSunil Chandra NayakNovember 23, 2022 by Sunil Chandra NayakNovember 23, 20220 ଡାବୁଗାଁ, ୨୩/୧୧ (ମ.ନି.ସ.) – ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ ଡଙ୍ଗରୀଗୁଡା ଗ୍ରାମରେ ଥିବା ଶ୍ରୀ ଶ୍ରୀ ସତ୍ୟସାଇ ମନ୍ଦିରରେ ବୁଧବାର ଶ୍ରୀ ଶ୍ରୀ... Read more
ଓବିସି-ଏସଟି-ଏସସି ମିଳିତ ମହାସଂଘ ର ସମ୍ବିଧାନ ଅଧିକାର ଯାତ୍ରାSunil Chandra NayakNovember 23, 2022 by Sunil Chandra NayakNovember 23, 20220 ଆରମ୍ଭ ହେଲା ମଟର ସାଇକଲ ରେଲି, ପ୍ରଥମ ଦିନ ରେ ୬୫ କିମି ଯାତ୍ରା ଧର୍ମଗଡ:୨୩/୧୧/୨୨: ସ୍ବାଧୀନତା ର ୭୫ବର୍ଷ ପରେ ମଧ୍ୟ ଦେଶ... Read more
କଣ୍ଟାଗାଁ ମୌଜାରେ ଧାନ ଫସଲ ନଷ୍ଟ :କ୍ଷତିପୂରଣ ଦାବୀSunil Chandra NayakNovember 23, 2022 by Sunil Chandra NayakNovember 23, 20220 ତେନ୍ତୁଳିଖୁଣ୍ଟି – ୨୩ /୧୧/୨୨ ତେନ୍ତୁଳିଖୁଣ୍ଟି ତହସିଲ କଣ୍ଟାଗାଁ ମୌଜାରେ ଚଳିତ ଖରିଫ ଋତୁରେ ଗୁଣ୍ଡି ପୋକ ଯୋଗୁଁ ଧାନ ଫସଲ ନଷ୍ଟ ହୋଇଛି... Read more
ପ୍ର. ସଞ୍ଜୟ ଶତପଥୀଙ୍କୁ ଦେବଗିରି ସମ୍ମାନ, ଯୁବ ସମ୍ମାନ ପାଇବେ ଉଦୀୟମାନ ଯୁବ ଲେଖକ ଡିଲେଶ୍ୱର ରଣାSunil Chandra NayakNovember 23, 2022 by Sunil Chandra NayakNovember 23, 20220 ନର୍ଲା ୨୩/୧୧ (ମନିସ): ବିଶିଷ୍ଟ ଶିକ୍ଷାବିତ, ଲେଖକ, ଅଭିନେତା, ଗୀତିକାର, କଣ୍ଠଶିଳ୍ପୀ, ଉପସ୍ଥାପକ ତଥା କଳାହାଣ୍ଡି ବିଶ୍ବବିଦ୍ୟାଳୟର କୁଳପତି ପ୍ରଫେସର ସଞ୍ଜୟ କୁମାର ଶତପଥୀଙ୍କୁ... Read more
ମୋ ଲେଖା ମୋ ଦୁନିଆ ସାହିତ୍ୟ ସଂସଦର ମାସିକ କବିତା ପାଠୋତ୍ସବSunil Chandra NayakNovember 23, 2022 by Sunil Chandra NayakNovember 23, 20220 ଭବାନୀପାଟଣା : ମୋ ଲେଖା ମୋ ଦୁନିଆ ସାହିତ୍ୟ ସଂସଦର ମୁଖ୍ୟ ଉପଦେଷ୍ଟା ଆନ୍ତର୍ଜାତୀୟ ଖ୍ୟାତନାମା କବି ଡ଼.ଭବାନୀ ଶଙ୍କର ନିଆଲଙ୍କ ଜନ୍ମଦିବସ ଉପଲକ୍ଷେ... Read more
ଗରିବ କଣ୍ଟା ପୁଟେଲକୁ ଭତ୍ତା ଓ ଏକ ଟ୍ରାଇସାଇକେଲ ଯୋଗାଇ ଦେବା ପାଇଁ ଦାବିSunil Chandra NayakNovember 23, 2022 by Sunil Chandra NayakNovember 23, 20220 ଭବାନୀପାଟଣା: ୨୩/୧୧ – (ମ.ନି.ସ) :- ରାଜ୍ୟ ସରକାର ଘୋଷଣା କରିଛନ୍ତି ଯେ ସମାଜରେ ଯେତେ ବି ବୃଦ୍ଧ ବୃଦ୍ଧା ଦିବ୍ଯାଙ୍ଗ, ଅନାଥ ଅଛନ୍ତି... Read more
ଜାମନଗରରେ ଆୟୋଜିତ ସର୍ବଭାରତୀୟ ଭର୍ସାଟାଇଲ୍ କପ୍ ଓପନ୍ କରାଟେ ଚାମ୍ପିଅନସିପରେ ଓଡ଼ିଆ ପୁଅ ତପନ ଗଉଡ଼ଙ୍କ କମାଲSunil Chandra NayakNovember 23, 2022 by Sunil Chandra NayakNovember 23, 20220 ନର୍ଲା ୨୩/୧୧ (ମନିସ): ଗୁଜରାଟର ଜାମନଗରରେ ଆୟୋଜିତ ସର୍ବଭାରତୀୟ ଦ୍ବିତୀୟ ଭର୍ସାଟାଇଲ୍ କପ୍ ଓପନ୍ କରାଟେ ଚାମ୍ପିଅନସିପରେ ଓଡ଼ିଆ ପୁଅ ତପନ ଗଉଡ଼ ଏକ... Read more
ଆନ୍ଦୋଳନ ପାଇଁ ଧମକ ଦେଲା କୃଷକ ସାଥୀ ସଂଗଠନ Sunil Chandra NayakNovember 23, 2022 by Sunil Chandra NayakNovember 23, 20220 ବାଲେଶ୍ଵର,୨୩/୧୧/୨୨- ବାଲେଶ୍ଵର ଜିଲ୍ଲା ଔପଦା ବ୍ଲକ ପଞ୍ଚୁଲିଙ୍ଗେଶ୍ର ପାନ୍ଥଶାଳା ନିକଟରେ ଦରମା ବୃଦ୍ଧି ନେଇକୃଷକ ସାଥୀ ମାନଙ୍କ ତରଫରୁ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି... Read more
ସରୋଜ କୁମାର ସାହୁ ଙ୍କ କବିତା ମିଠା ଦରଦSunil Chandra NayakNovember 23, 2022 by Sunil Chandra NayakNovember 23, 20220 ମିଠା ଦରଦ ସରୋଜ କୁମାର ସାହୁ ଚୁପି ଚୁପି କାନେ କହି ଛୁଇିଁ ଦିଏ ମଥା, ବୋଳି ଦେଇ ଦେହ ସାରା ପ୍ରୀତିର ବାରତା।... Read more
ନନ୍ଦିନୀ ରାଉତ ଙ୍କ କବିତା ଶିଶିର ବିନ୍ଦୁSunil Chandra NayakNovember 23, 2022November 23, 2022 by Sunil Chandra NayakNovember 23, 2022November 23, 20220 ଶିଶିର ବିନ୍ଦୁ ନନ୍ଦିନୀ ରାଉତ ମୁକ୍ତାର ପସରା ସଜାଇ ହେମନ୍ତ ଆସିଛି ଧରିତି... Read more